ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।
୧- କେଉଁ ପ୍ରାଣୀ ଭୋକ ଲାଗିଲେ ନିଜ ଶରୀରକୁ ମଧ୍ୟ ଖାଇପାରେ ?
ଉ: ମୂଷା
୨- କେଉଁ ଦେଶକୁ ସାପଙ୍କ ଦେଶ ବୋଲି କୁହାଯାଏ ?
ଉ: ବ୍ରାଜିଲ
୩- କଲମ ବା ପେନ୍ ର ମୁନ କେଉଁ ଧାତୁରେ ତିଆରି ହୋଇଥାଏ ?
ଉ: ଷ୍ଟେନଲେସ ଷ୍ଟିଲ
୪- ଆମ ଶରୀରରେ ପ୍ରତ୍ଯେକ ମିନିଟରେ କେତୋଟି କୋଷିକା ନଷ୍ଟ ହୋଇଥାଏ ?
ଉ: ପ୍ରାୟ ୩୦ କୋଟି କୋଷିକା
୫- ବାୟୁମଣ୍ଡଳର କେଉଁ ସ୍ତରରେ ଉଲକା ପିଣ୍ଡ ଜଳିବାକୁ ଲାଗେ ?
ଉ: ମଧ୍ୟ ମଣ୍ଡଳ
୬- ପୃଥିବୀର ଜାଆଁଳା ଭଉଣୀ କୁହା ଯାଉଥିବା ଗ୍ରହର ନାମ କଣ ?
ଉ: ଶୁକ୍ର
୭- ଗଛ ମାନେ କେଉଁ ପ୍ରକ୍ରିୟା ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରନ୍ତି ?
ଉ: ଫୋଟୋସିନ୍ଥେସିସ
୮- ଟ୍ବିଟର (Twitter) ର ଲୋଗୋରେ ଆପଣ ଯେଉଁ ପକ୍ଷୀକୁ ଦେଖୁଛନ୍ତି ତା’ର ନାମ କଣ ?
ଉ: ଲେରୀ
୯- ବାୟୁମଣ୍ଡଳର କେଉଁ ସ୍ତରରେ ମୌସୁମୀ ଘଟଣାବଳୀ ଘଟିଥାଏ ?
ଉ: କ୍ଷୋଭ ମଣ୍ଡଲ
୧୦- ବାୟୁମଣ୍ଡଳର କେଉଁ ସ୍ତରରେ ବାୟୁଯାନ ଉଡିଥାଏ ?
ଉ: ସମତାପ ମଣ୍ଡଳ
୧୧- ବାୟୁମଣ୍ଡଳର କେଉଁ ସ୍ତରରେ ଓଜୋନ ପରସ୍ତ ରହିଛି ?
ଉ: ସମତାପ ମଣ୍ଡଳ
୧୨- ଗଛ ମାନେ କେଉଁ ପ୍ରକ୍ରିୟା ଦ୍ଵାରା ବାୟୁରେ ପାଣି ଛାଡନ୍ତି ?
ଉ: ବାଷ୍ପୀକରଣ
୧୩- ରାଜ୍ୟସଭାର ସର୍ବପ୍ରଥମ ଗଠନ କେବେ ହୋଇଥିଲା ?
ଉ: ୩ ଏପ୍ରିଲ ୧୯୫୨
୧୪- ଗଛରେ ଖାଦ୍ଯ କେଉଁ ରୂପରେ ସଞ୍ଚିତ ହୋଇଥାଏ ?
ଉ: ଷ୍ଟାର୍ଚ
୧୫- ଭାରତୀୟ ସଂସଦର ଅପର ହାଉସ କେଉଁ ନାମରେ ପରିଚିତ ?
ଉ: ରାଜ୍ୟସଭା
୧୬- ରକ୍ତର ପ୍ଲାଜମାରେ କାହା ଦ୍ଵାରା ଆଣ୍ଟିବଡି ନିର୍ମିତ ହୋଇଥାଏ ?
ଉ: ଲିମ୍ଫୋସାଇଟ
୧୭- କେଉଁ ଗ୍ଯାସ ଚାନ୍ଦିକୁ କଳା କରି ଦେଇଥାଏ ?
ଉ: ଓଜୋନ
୧୮- କିଏ ରକ୍ତକୁ ଶୁଦ୍ଧ କରିଥାଏ ?
ଉ: ବୃକକ (Kidney)
୧୯- କୁତବ ମିନାର ପାଖରେ ଥିବା ଲୌହ ସ୍ତମ୍ବ କେଉଁ ରାଜା ବନାଇଥିଲେ ?
ଉ: ଚନ୍ଦ୍ରଗୁପ୍ତ ଦ୍ଵିତୀୟ
୨୦- ଏମିତି କେଉଁ ଜିନିଷ ଅଛି ଯାହା ମଣିଷ ଦେଖିପାରେ କିନ୍ତୁ ଭଗବାନ ଦେଖି ପାରନ୍ତି ନାହିଁ ?
ଉ: ସ୍ଵପ୍ନ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।