ହୀରୋଙ୍କୁ ଛାଡି ଭିଲିୟାନଙ୍କୁ ବିବାହ କରିନେଲେ Bollywood ର ଏହି 7 ଜଣ ହିରୋଇନ, ନମ୍ବର 1 ଙ୍କ ଯୋଡି ତ ସବୁଠୁ ସୁପର ହିଟ

ଗୋଟିଏ ଫିଲ୍ମରେ ହିରୋର ଭୂମିକା ଯେତିକ ମହତ୍ଵ ରଖିଥାଏ ଭିଲିୟାନର ଭୂମିକା ସେତିକି ମହତ୍ଵ ରଖିଥାଏ । ସବୁ ଫିଲ୍ମ ଭିଲିୟାନ ବିନା ପୁରା ହୋଇ ନ ଥାଏ । କେତେକ ଫିଲ୍ମରେ ତ ହିରୋ ଠାରୁ ଅଧିକ ଭିଲିୟାନକୁ ଅଧିକ ପସନ୍ଦ କରାଯାଏ । ଆଜି ଆମେ ଆପଣଙ୍କୁ ଏହିଭଳି ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ହିରୋକୁ ଛାଡି ଖଳନାୟକ ଅର୍ଥାତ ଭିଲିୟାନକୁ ବିବାହ କରିଛନ୍ତି ।

ରେଣୁକା ଶହାଣେ ଓ ଆଶୁତୋଷ ରାଣା- ଆପଣ ସମସ୍ତେ ଅଭିନେତ୍ରୀ ରେଣୁକା ଶହାଣେଙ୍କୁ ଫିଲ୍ମ “ହମ ଆପକେ ହୈଂ କୌନ”ରେ ଦେଖିଥିବେ । ଏହି ଫିଲ୍ମ ସହିତ ସେ ବଲୀଉଡର ଆହୁରି ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ରେଣୁକା ଶହାଣେ ଫିଲ୍ମରେ ଭିଲିୟାନ କିରଦାର କରୁଥିବା ଅଭିନେତା ଆଶୁତୋଷ ରାଣାଙ୍କୁ ୨୦୦୧ରେ ବିବାହ କରିଥିଲେ ।

ପୂଜା ବତ୍ରା ଓ ନବାବ ଶାହ

୯୦ ଦଶକର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି ପୂଜା ବତ୍ରା । ଆପଣଙ୍କୁ କହିଦେଉଛୁ କି ପୂଜା ବତ୍ରା ପ୍ରସିଦ୍ଧ ଖଳନାୟକ ନବାବ ସାହଙ୍କ ସହ ବିବାହ କରିଛନ୍ତି । ନବାବ ସାହ ବଲୀଉଡର ବହୁତ ଫିଲ୍ମରେ ଖଳନାୟକ ରୂପରେ ନଜର ଆସିଛନ୍ତି । ସାଉଥ ଫିଲ୍ମରେ ବି ସେ ଭିଲିୟାନ ରୂପରେ ନଜର ଆସିଛନ୍ତି ।

ଶିୱାଂଗୀ କୋଲ୍ହାପୁରେ ଓ ଶକ୍ତି କପୂର

ବଲୀଉଡ ଫିଲ୍ମର ପ୍ରସିଦ୍ଧ ଅଭିନେତା ଓ ଖଳନାୟକ ଶକ୍ତି କପୁର ନିଜର କିରଦାର ଯୋଗୁ ବହୁତ ପରିଚିତ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ଶକ୍ତି କପୁର ଶିୱାଂଗୀ କୋଲ୍ହାପୁରେଙ୍କୁ ବିବାହ କରିଛନ୍ତି ।

ଡୈନୀ ଡେନ୍ଜୋଂଗପା ଓ ଗାବା ଡେନ୍ଜୋଂଗପା

ଆପଣ ସମସ୍ତେ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଡୈନୀ ଡେନ୍ଜୋଂଗପାଙ୍କୁ ଭଲ ଭାବରେ ଜାଣିଛନ୍ତି । ସେ ନିଜର ଦମଦାର ଅଭିନୟ ପାଇଁ ଲୋକମାନନାକ ମଧ୍ୟରେ ପରିଚିତ ଅଛନ୍ତି । କହିଦେଉଛୁ କି ଡୈନୀ ଡେନ୍ଜୋଂଗପା ସିକ୍କିମର ରାଜକୁମାରୀ ଗାୱା ଡେନ୍ଜୋଂଗପାଙ୍କୁ ବିବାହ କରିଛନ୍ତି ।

ପୋନୀ ବର୍ମା ଓ ପ୍ରକାଶ ରାଜ

ପୋନୀ ବର୍ମା ବର୍ଷ ୨୦୧୦ରେ ଫିଲ୍ମରେ ଖଳନାୟକ ଅଭିନୟ କରୁଥିବା ପ୍ରକାଶ ରାଜଙ୍କୁ ବିବାହ କରିଥିଲେ । ପ୍ରକାଶ ରାଜ ସାଉଥ ଓ ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି ।

କୃତିକା ସେଂଗର ଓ ନିକିତନ ଧୀର

ଅଭିନେତ୍ରୀ କୃତିକା ସେଂଗର ଟିଭିର ବହୁତ ସୁପରହିଟ ଧାରାବାହିକରେ କାମ କରିସାରିଛନ୍ତି । ଯେଉଁଥିରେ ‘ଲକ୍ଷ୍ମୀବାଈ ଓ କସମ ତେରେ ପ୍ୟାର କୀ’ ଭଳି ସୁପରହିଟ ସିରିଏଲ ସାମିଲ ଅଛି । ଆପଣଙ୍କୁ କହିଦେଉଛୁ କି କୃତିକା ସେଂଗର ନିର୍ଦ୍ଦେଶକ ପଂକଜ ଧୀରଙ୍କ ପୁଅ ନିକିତନ ଧୀରଙ୍କୁ ୨୦୧୪ରେ ବିବାହ କରିଥିଲେ ।

ସୋନୁ ସୁଦ ଓ ସୋନାଲୀ

ବଲୀଉଡର ପ୍ରସିଦ୍ଧ ଅଭିନେତା ସୋନୁ ସୁଦଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ଆପଣଙ୍କୁ କହିଦେଉଛୁ କି ସୋନୁ ସୁଦ ପ୍ରାୟତଃ ଫିଲ୍ମରେ ନେଗେଟିବ ରୋଲ କରିଛନ୍ତି । କହିଦେଉଛୁ କି ସୋନୁ ସୁଦ ସୋନାଲୀଙ୍କୁ ବିବାହ କରିଛନ୍ତି ।