ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠୁ ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- ଦୁନିଆର ସବୁଠୁ ଅଧିକ ଡାକଘର କେଉଁ ଦେଶରେ ରହିଛି ?
ଉ: ଭାରତ
୨- ଭାରତର ସବୁଠୁ ଗରିବ ରାଜ୍ୟ କେଉଁଟି ଅଟେ ?
ଉ: ଛତିଶଗଡ
୩- ଭଗବାନ ଶ୍ରୀରାମ ନିଜର ପ୍ରଥମ ଦୀପାବଳୀ କେଉଁଠାରେ ପାଳନ କରିଥିଲେ ?
ଉ: ସମୁଦ୍ର ରେ
୪- ମାଉଣ୍ଟ ଏଭରେଷ୍ଟର ଆବିଷ୍କାର ହେବା ପୂର୍ବରୁ ସବୁଠୁ ଉଚ୍ଚ ପର୍ବତ କେଉଁଟି ଥିଲା ?
ଉ: ମାଉଣ୍ଟ ଆବୁ
୫- କିଏ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲେ ?
ଉ: ରାଧାନାଥ ସିକନ୍ଦର ଜୀ
୬- ଏସିଆର ସବୁଠୁ ବଡ ନଦୀ କେଉଁଟି ?
ଉ: ୟଙ୍ଗଚି ନଦୀ
୭- ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?
ଉ: ଉଇଲିୟମ ବେଣ୍ଟିଙ୍ଗ
୮- ଭାରତର ପ୍ରଥମ ମହିଳା ଶାସିକା କିଏ ଥିଲେ ?
ଉ: ରେଜିଆ ସୁଲତାନ
୯- ରୁଷର ରାଷ୍ଟ୍ରୀୟ ଖେଳ କଣ ?
ଉ: ସତରଞ୍ଜ ବା ଚେସ୍
୧୦- କେଉଁ ପ୍ରାଣୀ ଉଭୟ କ୍ଷୀର ଓ ଅଣ୍ଡା ଦେଇଥାଏ ?
ଉ: ପ୍ଲେଟିପସ୍
୧୧- ଭାରତର କେଉଁ ରାଜ୍ୟରେ ଏବେ ପର୍ଯ୍ୟନ୍ତ ରେଳ ଲାଇନ ତିଆରି ହୋଇନାହିଁ ?
ଉ: ମେଘାଳୟ
୧୨- କିଏ ପାଣି ପିଇବା ପରେ ମ-ରି-ଯା-ଏ ?
ଉ: ଶୋଷ
୧୩- ବିଶ୍ଵର ଛୋଟ ମହାଦ୍ଵୀପ କେଉଁଟି ଅଟେ ?
ଉ: ଅଷ୍ଟ୍ରେଲିଆ
୧୪- କେଉଁ ପକ୍ଷୀକୁ ହାତ ଲଗାଇବା ମାତ୍ରେ ସେ ମ-ରି-ଯା-ଏ ?
ଉ: ଟିଟୋନୀ ପକ୍ଷୀ
୧୫- କେଉଁ ବୃକ୍ଷର କାଠ ସୁନା ଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଥାଏ ?
ଉ: ଲାଲ ଚନ୍ଦନ
୧୬- କେଉଁ ଦେଶକୁ ଛୋଟ ଭାରତ ବୋଲି କୁହାଯାଏ ?
ଉ: ମୋରୋସିସ
୧୭- ଦୁନିଆର ସବୁଠୁ ମହଙ୍ଗା ଆମ୍ବ କେଉଁଠାରେ ଦେଖାଯାଏ ?
ଉ: ଜାପାନ ରେ
୧୮- ଗୋଟିଏ ଗାଈ ଗୋଟିଏ ଦିନରେ କେତେ ଲିଟର କ୍ଷୀର ଦେଇପାରେ ?
ଉ: ୬୦ ରୁ ୭୦ ଲିଟର
୧୯- ଦୁନିଆରେ ସର୍ବ ପ୍ରଥମେ ଟ୍ରେନ କେବେ ଚାଲିଥିଲା ?
ଉ: ୧୮୨୫ ରେ
୨୦- ବ-ଞ୍ଚି-ଥି-ଲେ ପୋତି ଦିଆଯାଏ ଓ ମ-ରି-ଗ-ଲେ ବାହାର କରି ଦିଆଯାଏ । ତାହା କ’ଣ ?
ଉ: ଗଛ ଚାରା
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।