ଆପଣଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଅଛି କି ? ଖାତାଧାରୀଙ୍କୁ ଏବେ ବ୍ଯାଙ୍କ ଦେବ 20 ଲକ୍ଷ ଟଙ୍କା, ଦେଖନ୍ତୁ କଣ ରହିଛି ସର୍ତ୍ତାବଳୀ

ପଞ୍ଜାବ ନ୍ୟାସନାଲ ବ୍ଯାଙ୍କରେ ଯଦି ଆପଣଙ୍କ ଆକାଉଣ୍ଟ ରହିଛି ତେବେ ମିଳିବ ୨୦ ଲକ୍ଷ ଟଙ୍କା । ଏହି ଟଙ୍କାରେ ଆପଣ ବ୍ଯାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇପାରିବେ ବୋଲି ସୂଚନା ମିଳିଛି । ତେବେ ଯେଉଁ ମାନଙ୍କର ସାଲାରୀ ଆକାଉଣ୍ଟ ଏହି ବ୍ଯାଙ୍କରେ ରହିଥିବ ସେହିମାନେ ହିଁ ଏହାର ଲାଭ ଉଠାଇ ପାରିବେ । ଏହାସହ ବ୍ଯାଙ୍କ ସ୍ପଷ୍ଟ କରିଛି କି ଯେଉଁପ୍ରକାର ଚାକିରି କରିଥିଲେ ମଧ୍ୟ ସାଲାରୀ ଆକାଉଣ୍ଟ ଏହି ବ୍ଯାଙ୍କରେ ରହିଥିବା ଆବଶ୍ୟକ ।

ଯଦି ସାଲାରୀ ଆକାଉଣ୍ଟ ଥିବ ତେବେ ବ୍ଯାଙ୍କ ସବୁ ପ୍ରକାର ସହାୟତା ଯୋଗାଇ ଦେବ । ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କରେ ଆକାଉଣ୍ଟ ଥିବ । ହୁଏତ ତାହା ସାଲାରୀ ଆକାଉଣ୍ଟ ହୋଇପାରେ କିମ୍ବା ସେଭିଙ୍ଗ ଆକାଉଣ୍ଟ ମଧ୍ୟ ହୋଇପାରେ । କିନ୍ତୁ ଏହି ସୁବିଧା ସେହି ଲୋକଙ୍କୁ ମିଳିବ ଯେଉଁମାନଙ୍କ ସାଲାରୀ ଆକାଉଣ୍ଟ ସେହି ବ୍ଯାଙ୍କରେ ରହିଥିବ । ଆଉ ଆକାଉଣ୍ଟ ଖୋଲିବା ପରେ ଆପଣଙ୍କୁ ବ୍ଯାଙ୍କ ଦ୍ଵାରା ଅନେକ ସ୍ଵତନ୍ତ୍ର ସୁବିଧା ଦିଆଯାଏ ।

ବ୍ଯାଙ୍କ ପକ୍ଷରୁ ଦିଆ ଯାଉଥିବା ୨୦ ଲକ୍ଷ ଟଙ୍କାର ବେନିଫିଟ ମଧ୍ୟ ଆପଣ ପାଇପାରିବେ । ସୂଚନା ଅନୁସାରେ ବ୍ୟକ୍ତିଗତ ଦୁ-ର୍ଘ-ଟ-ଣା ବୀମା, ଓଭର ଡ୍ରାଫ୍ଟ ଏବଂ ସ୍ଵିପ ସୁବିଧା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୋ ଦରମା ଖାତା ଖୋଲିବାରେ ଉପଲବ୍ଧ ଅଛି । ତେଣୁ ଆପଣ ମାନେ ନିଜ ସାଲାରୀ ଆକାଉଣ୍ଟ ଖୋଲିବା ପରେ ବ୍ଯାଙ୍କ ଏହି ସୁବିଧା ଯୋଗାଇ ଦେବ । ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ମୋ ଦରମା ଖାତାଧାରୀଙ୍କୁ ୨୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଦୁ-ର୍ଘ-ଟ-ଣା ବୀମା ପ୍ରଦାନ କରିଥାଏ ।

ଏହା ବ୍ଯତୀତ ଆପଣ ଖାତା ଖୋଲିବାରେ ଆହୁରି ଅନେକ ଲାଭ ପାଇପାରିବେ । ବ୍ଯାଙ୍କ ପକ୍ଷରୁ ଖାତାକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ୧୦ ରୁ ୨୫ ହଜାର ମାସିକ ଦରମାକୁ ରୂପା ବର୍ଗରେ ବିଭକ୍ତ କରାଯାଇଛି । ସେହିପରି ୨୫ ରୁ ୭୫ ହଜାର ମାସିକ ଦରମାକୁ ସୁନା ବର୍ଗ ଓ ୭୫ ହଜାରରୁ ୧ ଲକ୍ଷ ୫୦ ହଜାର ମାସିକ ଦରମାକୁ ପ୍ରିମିୟମ ବର୍ଗରେ ବିଭକ୍ତ କରାଯାଇଛି ଏବଂ ଏହାଠାରୁ ଅଧିକ ମାସିକ ଦରମାକୁ ପ୍ଲାଟିନମ ବର୍ଗରେ ବିଭକ୍ତ କରାଯାଇଛି ।

ତେଣୁ ଏହି ବ୍ୟାଙ୍କରେ ଆପଣ ନିଜର ସାଲାରୀ ଆକାଉଣ୍ଟ ଖୋଲିଲେ ବ୍ୟାଙ୍କର ସମସ୍ତ ସୁବିଧା ପାଇପାରିବେ ବୋଲି ବ୍ଯାଙ୍କ ପକ୍ଷରୁ କୁହାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।