ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।
୧- ମାନବ ହୃଦୟ କଣ ପମ୍ପ କରିଥାଏ ?
ଉ: ରକ୍ତ
୨- ଭାରତର ସର୍ବ ପୁରାତନ ହକି ଟୁର୍ନାମେଣ୍ଟ କେଉଁଟି ?
ଉ: ବେଟନ କପ୍
୩- ଇଂଲଣ୍ଡରେ କେତେ ବର୍ଷ ପର୍ଯ୍ୟନ୍ତ ଗୃହଯୁଦ୍ଧ ହୋଇଥିଲା ?
ଉ: ୭ ବର୍ଷ
୪- କେଉଁ ଫାର୍ଶୀ ଶବ୍ଦର ଓଡିଆ ଅର୍ଥ ‘ଭୂସ୍ଵାମୀ’ ଅଟେ ?
ଉ: ଜମିଦାର
୫- ‘ଇନସୁଲିନ’ ର ଉଦ୍ଭାବକ କିଏ ?
ଉ: ଫ୍ରେଡରିକ ବେଣ୍ଟିଂ
୬- କେଉଁ କାଳ୍ପନିକ ଭୌଗୋଳିକ ରେଖା ସବୁଠାରେ ଦକ୍ଷିଣରେ ରହିଛି ?
ଉ: ମକର ରେଖା
୭- Oreo, Marshmallow, Eclair ଓ 5 Starମଧ୍ୟରୁବ କେଉଁଟି ଆଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମର ସଂସ୍କରଣ ନୁହେଁ ?
ଉ: 5 Star
୮- ଡେକାମିଟର, ଡେକାଗ୍ରାମ ଏବଂ ଡେକାଲିଟରରେ ‘ଡେକା’ ର ସଂଖ୍ୟାତ୍ମକ ମୂଲ୍ୟ କେତେ ?
ଉ: ୧୦
୯- ଜଣେ ସଚ୍ଚା ଜୈନ ମୁନି ଭଳି ଉପବାସ ଦ୍ଵାରା କେଉଁ ଶାସକ ଶରୀର ତ୍ୟାଗ କରିଥିଲେ ?
ଉ: ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
୧୦- ଉଦ୍ଗମଶୀଳ ନେତୃତ୍ଵ ବର୍ଗରେ ଅରବିନ୍ଦ କେଜାରିୱାଲଙ୍କୁ କେଉଁ ପୁରସ୍କାର ଦିଆ ଯାଇଥିଲା ?
ଉ: ରେମନ ମେଗ୍ନେସ ପୁରସ୍କାର
୧୧- କେଉଁ ନକ୍ଷତ୍ରରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ବାନର ସେନା ସହିତ ଲଙ୍କା ଆକ୍ରମଣ କରିଥିଲେ ?
ଉ: ଉତ୍ତରା ଫାଲ୍ଗୁନୀ
୧୨- ରାମାୟଣରେ ବର୍ଣ୍ଣିତ ହୋଇଥିବା ଲଙ୍କା ନଗରୀ କେଉଁ ପର୍ବତ ଉପରେ ଅବସ୍ଥିତ ଥିଲା ?
ଉ: ତ୍ରିକୂଟ
୧୩- ‘Cantilever, Suspension ଏବଂ Cable-stayed’ ର ସମ୍ବନ୍ଧ ଏଗୁଡିକ ମଧ୍ୟରୁ ମୁଖ୍ଯତଃ କାହାର ସରଞ୍ଚନା ସହିତ ସମ୍ବନ୍ଧ ରହିଛି ?
ଉ: ପୋଲ
୧୪- ଜୁନ ୨୦୨୧ରେ ବିଟକଏନକୁ ବୈଧ କରେନ୍ସିର ମାନ୍ୟତା ଦେଇଥିବା ବିଶ୍ଵର ପ୍ରଥମ ଦେଶ କିଏ ?
ଉ: ଅଲ ସାଲ୍ୱାଡୋର
୧୫- କେଉଁ ପ୍ରାଣୀ ଅ-ଣ୍ଡି-ର ହେଲେ ବି ଛୁଆ ଜନ୍ମ କରିଥାଏ ?
ଉ: ସମୁଦ୍ରି ଘୋଡା
16. ଜଣେ ଝିଅ ପାଖରେ ଏଭଳି କେଉଁ ଜିନିଷ ଥାଏ ଯାହା ବିବାହ ପୂର୍ବରୁ ଥାଏ ଏବଂ ବିବାହ ସମୟରେ ଥାଏ କିନ୍ତୁ ବିବାହ ପରେ ନଥାଏ?
ଉତ୍ତର- ସର୍ନେମ୍ (surname)।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।