Rajasthan ରେ ଭୟଙ୍କର ସଡକ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ଯାତ୍ରୀ, ପୁରା Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

ରାଜସ୍ଥାନର ବାରମେର ଯୋଧପୁର ଜାତୀୟ ରାଜପଥରେ ଗୋଟିଏ ବଡ ଧରଣର ଦୁ-ର୍ଘ-ଟ-ଣା ଘ-ଟି ଯାଇଛି । ସୂଚନା ଅନୁସାରେ କୁହାଯାଉଛି କି ଏହି ଦୁ-ର୍ଘ-ଟ-ଣା-ରେ ୮ ଜଣଙ୍କ ମୃ-ତ୍ୟୁ ହୋଇ ଯାଇଛି । ଦୁ-ର୍ଘ-ଟ-ଣା ପରେ ଆଖି ସାମ୍ନାରେ ହୁ-ତୁ ହୁ-ତୁ ହୋଇ ପୁରା ଯାତ୍ରୀବାହି ବସଟି ଜ-ଳି ଯାଇ ଥିଲା । ଯେଉଁ କାରଣରୁ ନି-ଆଁ-ରେ ପୋ-ଡି ହୋଇ ୮ ଜଣ ଲୋକ ନିଜର ପ୍ରାଣ ହରାଇଛନ୍ତି । ଗୋଟିଏ ଯାତ୍ରୀବାହି ବସ ସହ ଗୋଟିଏ ଟ୍ୟାଙ୍କରର ସାମ୍ନା ସାମ୍ନି ଧ-କା ହୋଇଥିଲା ।

ବସରେ ସଙ୍ଗେ ସଙ୍ଗେ ନି-ଆଁ ଲାଗିଗଲା । କୁହାଯାଉଛି କି ବସରେ ମୋଟ ୨୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏମାନଙ୍କ ମଧ୍ୟରୁ ଦୁ-ର୍ଘ-ଟ-ଣା ସଙ୍ଗେ ସଙ୍ଗେ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ପଟେ ବସରେ ଥିବା ଅନ୍ୟ ୩ ଜଣ ଯାତ୍ରୀମାନଙ୍କର କୌଣସି ସୂଚନା ମିଳୁ ନାହିଁ । କହିଦେଉଛୁ କି ଏହି ଯାତ୍ରୀବାହୀ ବସ ଗତକାଲି ସକାଳ ୧୦ ଟା ବେଳେ ବାଳୁତ୍ରାରୁ ବାହାରି ଥିଲା ।

କିନ୍ତୁ ରାସ୍ତାରେ ସାମ୍ନାରୁ ଆସୁଥିବା ଗୋଟିଏ ଟ୍ୟାଙ୍କର ସହ ବସର ଧକା ହୋଇଥିଲା । ଦୁ-ର୍ଘ-ଟ-ଣା ଏତେ ବଡ ଧରଣ ଓ ଭୟଙ୍କର ଥିଲା କି ବସ ଧ-କା ହେବା ମାତ୍ରେ ହିଁ ଜ-ଳି-ବା ଆରମ୍ଭ ହୋଇଗଲା । ଏହି ଘ-ଟ-ଣା ବିଷୟରେ ଜାଣିବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ଅଧିକାରୀ ଘ-ଟ-ଣା ସ୍ଥାନକୁ ପହଞ୍ଚି ଯାଇ ସ୍ଥିତିକୁ କା-ବୁ କରିବାକୁ ଚେଷ୍ଟା କରୁଥିଲେ ।

ଅଗ୍ନିସମ ବାହିନୀ ବି ଦୁ-ର୍ଘ-ଟ-ଣା ସ୍ଥାନକୁ ସଙ୍ଗେ ସଙ୍ଗେ ପହଞ୍ଚି ନି-ଆଁ-କୁ ଆୟତ କରିବାରେ ସଫଳ ହୋଇଥିଲେ । କିନ୍ତୁ ଏହା ମଧ୍ୟରେ ହିଁ କିଛି ଲୋକମାନଙ୍କ ଜୀବନ ଚାଲି ଯାଇ ଥିଲା । ପୋଲିସ ସ୍ଥିତିକୁ ନିୟନ୍ତ୍ରଣରେ ଆଣି ଘ-ଟ-ଣାର ଯା-ଞ୍ଚ କରୁଛି । ଆମେ ଆପଣଙ୍କ ପାଇଁ ସେହି ସମୟର କିଛି ଦୃଶ୍ୟ ନେଇ ଆସିଛୁ । ରାଜସ୍ଥାନର ବାରମେର ଯୋଧପୁର ଜାତୀୟ ରାଜପଥରେ ଏହି ଦୁ-ର୍ଘ-ଟ-ଣା ଘ-ଟି-ଛି ।

ଯେଉଁଥିରେ ପାଖାପାଖି ୮ ଜଣ ଜ-ଳି-ଗ-ଲେ ଓ ଅନ୍ୟ କେତେକ ଲୋକମାନେ ଆ-ହା-ତ ହୋଇଛନ୍ତି । ଯେଉଁମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କର ଚିକିତ୍ସା ଚାଲିଛି । ବସ ଜ-ଳି ଯାଉଥିବାର ଦେଖି ସେହି ବସରେ ଯାତ୍ରା କରୁଥିବା କିଛି ଯାତ୍ରୀ ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ନିଜର ଆତ୍ମୀୟଙ୍କୁ ଜଳି ଯାଉ ଥିବାର ଦେଖି କା-ନ୍ଦି କା-ନ୍ଦି ତଳେ ଗଡି ଯାଉଛନ୍ତି । ଏହା ଅତି ଭ-ୟ-ଙ୍କ-ର ଦୃଶ୍ୟ ଥିଲା ।