ହସ୍ପିଟଲ ରେ ଭର୍ତ୍ତି ହେଲେ ସମସ୍ତଙ୍କ ସାମ୍ନାରେ ଉଲଗ୍ନ ହେବାର ଦାବି କରୁଥିବା ଆକ୍ଟ୍ରେସ Poonam Pandey, ସ୍ବାମୀଙ୍କ ଉପରେ ଲଗେଇଲେ ଏହି ସାଂଘାତିକ ଆରୋପ

ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କ ସ୍ଵାମୀ ଶାମ ବାମ୍ବେଙ୍କୁ ମୁମ୍ବାଇ ପୋ-ଲି-ସ ଗି-ର-ଫ କରିଥିବା ଖବର ସାମନାକୁ ଆସିଛି । ପୁନମ ପାଣ୍ଡେଙ୍କୁ କଥିତ ରୂପେ ମା-ର-ପି-ଟ କରିବା ଆ-ରୋ-ପ-ରେ ଶାମ ବାମ୍ବେଙ୍କୁ ମୁମ୍ବାଇ ପୋ-ଲି-ସ ଗି-ର-ଫ କରିଥିବା ସୂଚନା ମିଳିଛି । ସ୍ବାମୀଙ୍କ ବି-ରୋ-ଧ-ରେ ମା-ର-ପି-ଟ, ଅ-ତ୍ୟା-ଚା-ର-ର ଅ-ଭି-ଯୋ-ଗ ଆଣିଛନ୍ତି ପୁନମ ।

ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ପୁନମ ଗତ ବର୍ଷ ସେପ୍ଟେମ୍ବର ମାସରେ ବିବାହର କିଛି ଦିନ ପରେ ଶାମଙ୍କ ଉପରେ ଶୋ-ଷ-ଣ ଓ ଧ-ମ-କ ଦେଇଥିବାର ଆ-ରୋ-ପ ଲଗାଇଥିଲେ । ସେହି ସମୟରେ ସେମାନେ ଗୋଆରେ ଥିଲେ । ସେଥିପାଇଁ ଗୋଆ କୋ-ର୍ଟ-ରେ ଶାମଙ୍କୁ ସସର୍ତ୍ତ ଜା-ମି-ନ ଦିଆ ଯାଇଥିଲା । ତେବେ ଶାମ ବାମ୍ବେଙ୍କ ସହ ପୁନମ ପ୍ରେମ ବିବାହ କରିଥିଲେ ।

ମୁମ୍ବାଇ ପୋଲିସ ମୁତାବକ ପୁନମଙ୍କ ମୁଣ୍ଡ, ଆଖି ଓ ଚେହରାରେ ଗ-ମ୍ଭୀ-ର ଆ-ଘା-ତ ଲାଗିଛି । ତେବେ ବର୍ତ୍ତମାନ ମା-ମ-ଲା-ର ଯା-ଞ୍ଚ ଜାରି ରଖିଛି ମୁମ୍ବାଇ ପୋ-ଲି-ସ । ଅନେକ ସମୟ ଧରି ଲାଇମ ଲାଇଟରୁ ବାହାର ରହିବା ପରେ ବିବାହ ଖବର ଦେଇ ପୁନମ ପାଣ୍ଡେ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ନିଜ ହଟ୍ ଓ ଗ୍ଲାମରସ ଅବତାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୁନମ ୨୦୨୦ ସେପ୍ଟେମ୍ବରରେ ଶାମ ବାମ୍ବେଙ୍କୁ ବିବାହ କରିଥିଲେ ।

ଏହାପରେ ସ୍ବାମୀଙ୍କ ସହ ଗୋଆ ହନିମୁନ ଟ୍ରିପରେ ଯାଇଥିବା ବେଳେ ହିଁ ସ୍ବାମୀଙ୍କ ଉପରେ ଆ-ରୋ-ପ ଲଗାଇଥିଲେ ଓ ପରେ ତାହା ସମାଧାନ ମଧ୍ୟ ହୋଇଥିଲା । କିନ୍ତୁ ଏବେ ଆଉ ଥରେ ଏହି ମା-ମ-ଲା ସମାନାକୁ ଆସିବା ପରେ ଦୁହିଁଙ୍କ ସମ୍ପର୍କ ଏବେ ଯାଏଁ ମଧ୍ୟ ଖରାପ ରହିଛି ବୋଲି ଜଣାପଡିଛି । ପୁନମଙ୍କ ଅ-ଭି-ଯୋ-ଗ ମୁତାବକ ଶାମଙ୍କ ପ୍ରଥମ ପତ୍ନୀ ଅଲବିରାଙ୍କୁ ନେଇ ଶାମଙ୍କ ସହ ପୁନମ ଙ୍କର ଯୁ-କ୍ତି-ତ-ର୍କ ହୋଇଥିଲା । ଏହି ସମୟରେ ଶାମ ଭୀ-ଷ-ଣ ରା-ଗି-ଯା-ଇ ପୁନମଙ୍କୁ ମା-ରି-ବା ଆରମ୍ଭ କରି ଦେଇଥିଲେ ।

ଯାହା ଫଳରେ ପୁନମଙ୍କ ଚେହେରାରେ ଆ-ଘା-ତ ଲାଗିଛି । ପୂର୍ବରୁ ଥରେ ଏହିପରି ଘ-ଟି ଯାଇଥିବା ବେଳେ ଏବେ ପୁଣି ଥରେ ମା-ମ-ଲା-ର ପୁନରାବୃତ୍ତି ଘ-ଟି-ଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।