ଗତ କିଛି ଦିନ ଧରି ମ୍ୟାଡାମ ମମିତାଙ୍କ ନି-ଖୋ-ଜ ର-ହ-ସ୍ୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଚା-ଞ୍ଚ-ଲ୍ୟ ସୃଷ୍ଟି କରିଥିଲା । ଗତକାଲି ନିର୍ମାଣଧୀନ ମହାଲିଙ୍ଗ ଷ୍ଟାଡିୟମ ଭିତରେ ମମିତାଙ୍କ ନି-ଖୋ-ଜ ର-ହ-ସ୍ୟ ଥିବା ସୁ-ରା-କ ପାଇ ପୋ-ଲି-ସ ସେ ସ୍ଥାନକୁ ଯା-ଞ୍ଚ କରିଥିଲା ଏବଂ ମୁଖ୍ୟ ସ-ନ୍ଦି-ଗ୍ଧ ଗୋବିନ୍ଦ ସାହୁଙ୍କୁ ମଧ୍ୟ ଗି-ର-ଫ କରି ଜେ-ରା କରିଥିଲା । ତେବେ ଜେ-ରା ବେଳେ ମୁଖ୍ୟ ସ-ନ୍ଦି-ଗ୍ଧ ନିଜ ଅ-ପ-ରା-ଧ ସ୍ଵୀ-କା-ର କରିଥିବା ଖବର ସାମନାକୁ ଆସିଛି ।
ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଗୋବିନ୍ଦ ହ-ତ୍ୟା କରିଥିବା କଥା ଜେ-ରା ବେଳେ ମାନିଛି । ମମିତାଙ୍କ ନି-ଖୋ-ଜ ର-ହ-ସ୍ୟ ବର୍ତ୍ତମାନ ହ-ତ୍ୟା ର-ହ-ସ୍ୟ-ରେ ପରିଣତ ହୋଇଛି । ଅ-ଭି-ଯୁ-କ୍ତ-କୁ ରାତି ତମାମ ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର, ବଲାଙ୍ଗୀର ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗୋବିନ୍ଦ ଏବଂ ତାଙ୍କ ତିନି ଜଣ ସହଯୋଗୀଙ୍କୁ ଜେ-ରା କରାଯାଇ ଥିଲା । ଅ-ଭି-ଯୁ-କ୍ତ ମାନଙ୍କୁ ମୁହାଁମୁହିଁ ଏବଂ ଅଲଗା ଅଲଗା କରି ଜେ-ରା କରିବା ପରେ ଗୋବିନ୍ଦ ଗୋଟେ ପ୍ରକାର ସ୍ଵୀକାର କରି ସାରିଛି ଯେ ସେ ମମିତାଙ୍କୁ ହ-ତ୍ୟା କରିଛି ।
ତଥାପି ପୋ-ଲି-ସ ଆଗରେ ଆହୁରି ଗୁରୁତ୍ୱପୂର୍ଣ୍ଣ କାମ ବାକି ଅଛି । ମମିତାଙ୍କୁ କେଉଁ ସ୍ଥାନରେ ଏବଂ କିପରି ହ-ତ୍ୟା କରାଯାଇଛି ତାହା ସଠିକ ଭାବେ ଜାଣିବା ଏବେ ମଧ୍ୟ ପୋ-ଲି-ସ ପାଇଁ କ-ଷ୍ଟ-ସା-ଧ୍ୟ ରହିଛି । ମମିତାଙ୍କୁ ହ-ତ୍ୟା ପରେ କେମିତି ପୋ-ଡି ଦିଆ ଯାଇଥିଲା ଓ କାହା ସାହାଯ୍ୟରେ ତାଙ୍କୁ ପୋ-ତି ଥିଲା ଅ-ଭି-ଯୁ-କ୍ତ ଏବେ ମଧ୍ୟ ସେହି ସବୁ ର-ହ-ସ୍ୟ ଘେରରେ ରହିଛି ।
ଏନେଇ ବଲାଙ୍ଗୀର ପୋ-ଲି-ସ ଘ-ନା-ଘ-ନା ତ-ଦ-ନ୍ତ କରୁଛି ଓ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଟିମ୍ ମଧ୍ୟ ପଠାଇଛି । କିନ୍ତୁ ମମିତାଙ୍କୁ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ହିଁ ହ-ତ୍ୟା କରିଛି ବୋଲି ପୋ-ଲି-ସ ସଠିକ ଭାବେ ଜାଣିବାକୁ ପାଇଛି । ଆଉ ବର୍ତ୍ତମାନ କେବଳ ଏଭଳି ଜ-ଘ-ନ୍ୟ କା-ଣ୍ଡ ଘ-ଟି-ଥି-ବା ସ୍ଥାନକୁ ପୋଲିସ ଖୋଜୁଛି । ସେହି ସ୍ଥାନ ସୁରାକ ମିଳିଲେ ସେଠାରୁ ଆହୁରି ଅନେକ ର-ହ-ସ୍ୟ ସାମନାକୁ ଆସିବ । ତେବେ ଏହା ବ୍ଯତୀତ ସବୁଠୁ ବଡ କଥା ହେଉଛି ହ-ତ୍ୟା-ର କାରଣ ମଧ୍ୟ ଏବେ ଯାଏଁ ଅସ୍ପଷ୍ଟ ରହିଛି ।
ମ୍ୟାଡାମ ମମିତାଙ୍କ ମୃ-ତ୍ୟୁ ର-ହ-ସ୍ୟ-କୁ ନେଇ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋ-ଲି-ସ ହାତକୁ ଆସିଲେ ଯାଇ ଏହି ର-ହ-ସ୍ୟ ଉପରୁ ପରଦା ଉଠିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।