ଏମିତି ଦୃଶ୍ୟ ଆଗରୁ କେବେ ବି ଦେଖିନଥିବେ ! Jajpur ଜିଲ୍ଲାରେ କୁନି ପୁଅର ଜୀବନ ପାଇଁ ବନ୍ଧା ପଡିଛି ନାଗସାପ, ଉଭା ହେଲେ କାଳିସୀ, ଭାଇରାଲ ହେଉଛି Video

ପୁଅର ଜୀବନ ପାଇଁ ଡ୍ରମ ଭିତରେ ବ-ନ୍ଦୀ କରି ରଖିଛନ୍ତି ନାଗ ସାପକୁ । ତିନି ବର୍ଷର ପିଲାକୁ ଚୋ-ଟ ମା-ରି ଦେଇଛି ଏହି ନାଗ ସାପ । ପୁଅ ହସ୍ପିଟାଲ ବେଡ୍ ରେ ପଡିଛି ଆଉ ନାଗ ସାପକୁ ଗାଁ ଲୋକେ ବ-ନ୍ଦୀ କରିଛନ୍ତି ଏକ ଡ୍ରମ ଭିତରେ । କାରଣ ଗାଁ ଲୋକଙ୍କ ବିଶ୍ବାସ ଯଦି ସାପ ବଞ୍ଚିବ ତେବେ ଯାଇ ପୁଅ ବଞ୍ଚିବ । ଆଉ ଏପଟେ ଗାଁ ରେ ଜଣେ ମହିଳାଙ୍କ ଦେହରେ ଲାଗିଛି କାଳିଶି । ପୁଅକୁ କିଛି ହେବନି ସେ ଏକଦମ ସୁସ୍ଥ ହୋଇ ଫେରି ଆସିବ ବୋଲି ସେ କରୁଛନ୍ତି ଭବିଷ୍ୟବାଣୀ ।

ଏହିଭଳି ଏକ ଘ-ଟ-ଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଏକ ଛୋଟିଆ ଗ୍ରାମରେ । ତେବେ ସଂପୂର୍ଣ୍ଣ ଘ-ଟ-ଣା-ଟି ହେଉଛି ଗତ ଗୁରୁବାର ଦିନ ତିନି ବର୍ଷର ପୁଅଟି ଟ୍ୟୁସନରୁ ଫେରିବା ପରେ ଘରେ ବସି ଖେଳୁଥିଲା । ଆଉ ସେହି ସମୟରେ ତାକୁ ଚୋ-ଟ ମା-ରି ଦେଇଥିଲା ଏହି ନାଗ ସାପ । ସାପଟି ଉକ୍ତ ମାଟି ଘରେ ଏକ ଗାତ ମଧ୍ୟରେ ରହୁଥିବା ଜଣା ପଡିଥିଲା । ପିଲାଟି ଜାଣି ପାରି ନଥିଲା ସାପ ପାଖକୁ ପୁଣି ଥରେ ଯାଇଥିଲା । ଆଉ ସାପ ପୁଣି ଥରେ ଚୋ-ଟ ମା-ରି ଦେଇଥିଲା ।

ଏହିପରି ନାଗ ସାପଟି ତିନି ଥର ହେବ ସାନ ପୁଅଟିକୁ ଚୋ-ଟ ମା-ରି-ଥି-ଲା । ପୁଅର ଗୋଡ ଏକଦମ ଫୁଲି ଯାଇଥିଲା । ଘରଲୋକେ ସାପ ଚୋ-ଟ ମା-ରି-ଥି-ବା ଜାଣିବା ପରେ ପୁଅକୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନେଇ ଯାଇଥିଲେ । ଆଉ ଏପଟେ ଏକ ଜାଲ ସାହାଯ୍ୟରେ ସାପକୁ କାବୁ କରି ଏକ ବଡ ଡ୍ରମ ଭିତରେ ପୁରାଇ ରଖିଥିଲେ ଗ୍ରାମବାସୀ । ତାକୁ ସେଠାରେ କ୍ଷୀର ମଧ୍ୟ ଖାଇବାକୁ ଦେଉଥିଲେ । ସେମାନଙ୍କ ବିଶ୍ବାସ ଯେ ସାପ ବଞ୍ଚିଲେ ଯାଇ ତାଙ୍କ ପିଲା ବଞ୍ଚିବ ।

ସ୍ନେକ ହେଲପଲାଇନ ଅଧିକାରୀ ଏହି ଖବର ପାଇବା ପରେ ସାପକୁ ଉଦ୍ଧାର କରିବା ପାଇଁ ସେହି ଗାଁ ରେ ଯାଇ ପହଞ୍ଚିଥିଲେ । କିନ୍ତୁ ଗ୍ରାମବାସୀ ପୁଅ ଭଲ ହୋଇ ନ ଆସିବା ପର୍ଯ୍ୟନ୍ତ ସାପକୁ ଦେବା ପାଇଁ ରାଜି ହୋଇ ନଥିଲେ । ଯାଜପୁର ବନବିଭାଗର କିଛି ଅଧିକାରୀ ମଧ୍ୟ ଘ-ଟ-ଣା-ସ୍ଥ-ଳ-ରେ ଯାଇ ପହଞ୍ଚିଥିଲେ । ସେମାନେ ଗ୍ରାମବାସୀଙ୍କୁ ବୁଝାଇବା ପରେ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସ୍ନେକ ହେଲପଲାଇନ ଅଧିକାରୀ ସାପକୁ ଉଦ୍ଧାର କରି ନେଇ ଯାଇଥିଲେ ।

ତେବେ ନାଗ ସାପ ଚୋ-ଟ ମା-ରି-ଥି-ବା କୁନି ପୁଅଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଥିବା କହିଛନ୍ତି ତାଙ୍କ ଘରଲୋକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।