ବିଚ୍ ରାସ୍ତାରେ ହାଇ ଡ୍ରାମା, Bhubaneswar ରେ ଅଟୋ ଚାଳକଙ୍କୁ ନିସ୍ତୁକ ପିଟିଲେ ଯୁବତୀ, viral ହେଲା Video

ଦିନର ଆଲୋକ ଚାରିଆଡେ ବିଛାଡି ହୋଇପଡିଛି ରାଜଧାନୀରେ । ନିଜ ନିଜ ଚର୍ଯ୍ୟାରେ ବ୍ୟସ୍ତ ବହୁଳ ଜନଜୀବନଙ୍କ ଯାତାୟାତ ଚାଲିଛି । ଗାଡି ମଟର ବି ଆଗେଇ ଚାଲିଛନ୍ତି ସେମାନଙ୍କ ଗନ୍ତବ୍ୟ ପଥରେ । ଆଉ ଏପଟେ ବିଚ୍ ରାସ୍ତାରେ ଜଣେ ଅଟୋ ଚାଳକଙ୍କୁ ମା-ଡ ଉପରେ ମା-ଡ ମା-ରି ଚାଲିଛନ୍ତି ଯୁବତୀ । ଏହି ସମୟରେ ଯାତାୟାତ କରୁଥିବା ଲୋକଙ୍କ ନଜର ନିଶ୍ଚୟ ପଡିଥିଲା ସେହି ଯୁବତୀ ଓ ମା-ଡ ଖାଉଥିବା ଅଟୋ ଚାଳକଙ୍କ ଉପରେ ।

କିଛି ମୂହୁର୍ତ୍ତ ପାଇଁ ସମସ୍ତେ ଧୀର ହୋଇ ଅନେଇ ରହିଥିଲେ ଏହିଭଳି ଏକ ଅଦ୍ଭୁତ ଦୃଶ୍ୟକୁ । ଭୁବନେଶ୍ଵରରେ ବିଚ୍ ରାସ୍ତାରେ ଜଣେ ଯୁବତୀ ଅଟୋ ଚାଳକଙ୍କୁ ମା-ଡ ମା-ରୁ-ଥି-ବା ସମୟର ଏହି ଭି-ଡି-ଓ ବର୍ତ୍ତମାନ ଖୁ-ବ ଭା-ଇ-ରା-ଲ ହେବାରେ ଲାଗିଛି । ଯୁବତୀ ଜଣକ ନି-ର୍ଭ-ୟରେ ଗୋ-ଇ-ଠା ଉପରେ ଗୋ-ଇ-ଠା ତ କେତେବେଳେ ଚା-ପୁ-ଡା ମା-ରି ଚାଲିଥିଲେ ଅଟୋ ଚାଳକଙ୍କୁ ।

ଆଉ କେତେବେଳେ ନିଜେ ପିନ୍ଧିଥିବା ଜୋତା ଖୋଲି ବର୍ଷା କରି ଦେଉଥିଲେ ପା-ହା-ର ଉପରେ ପା-ହା-ର । ଦିନ ଦ୍ଵିପ୍ରହରେ ଏହିଭଳି ଏକ କା-ଣ୍ଡ ହେଉଥିଲା । ଆଉ ଅନେଇ ରହି ଯାଇଥିଲେ ପ୍ରତ୍ଯକ୍ଷଦର୍ଶୀ । କେହି କିଛି ବୁଝି ପାରୁ ନଥିଲେ କି ଯୁବତୀଙ୍କୁ ରୋକିବାକୁ କାହାର ସାହାସ ମଧ୍ୟ ନଥିଲା । ଆଜିର ଏହି ନାରୀଶକ୍ତିର ଦୁନିଆରେ ନାରୀକୁ ରୋକିବାକୁ ବା କାହାର ସାହାସ ହେବ ?

ତେବେ ଆପଣ ଭାବୁଥିବେ ଏମିତି କଣ ହେଲା ଯେ ଯୁବତୀ ଅଟୋ ଚାଳକଙ୍କୁ ବିଚ୍ ରାସ୍ତାରେ ଏମିତି ମା-ଡ ମା-ରି-ଲେ ? ତେବେ ଯୁବତୀଙ୍କ ମୁତାବକ ଅଟୋ ଚାଳକ ଜଣକ ତାଙ୍କୁ କମେଣ୍ଟ ମା-ରି-ଥି-ଲେ । ତାଙ୍କ କମେଣ୍ଟରେ ଉ-ତ୍ତ୍ୟ-କ୍ତ ଯୁବତୀ ବିଚ୍ ରାସ୍ତାରେ ସ୍କୁଟି ଅଟକାଇ ଥିଲେ ଅଟୋ ଚାଳକଙ୍କୁ ଅଟୋରୁ ବାହାର କରି ଆଣି କରି ଖୁବ ପି-ଟି-ଥି-ଲେ ।

ତେବେ କିଛି ପ୍ରତ୍ଯକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅଟୋ ଚାଳକଙ୍କ କମେଣ୍ଟ ମା-ରି-ବା କଥା ନିହାତି ମିଛ ଅଟେ । କିନ୍ତୁ ଏହି ମା-ମ-ଲା-ରେ ଉଭୟ ଯୁବତୀ ଓ ଅଟୋ ଚାଳକଙ୍କ କୌଣସି ପ୍ରତିକ୍ରିୟା ଏ ଯାଏଁ ମିଳିନାହିଁ । ତେବେ କିଛି ଲୋକ ଏହି ଘ-ଟ-ଣା-ର ଭି-ଡି-ଓ ବନେଇ ନେଇଥିଲେ । ଯାହା କି ଏବେ ଖୁବ ଭା-ଇ-ରା-ଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।