ସାନିଟାରୀ ପ୍ୟାଡ ଭିତରେ Munmun ଲୁଚାଇ ନେଉଥିଲେ MDMA ଡ୍ରଗ ବଟିକା, video ଦେଖିଲେ ତାଙ୍କ ଦିମାଗକୁ ଆପଣ ବି ସାଲୁଟ କରିବେ

ଗତ ଦୁଇ ୨ ତାରିଖରେ ମୁମ୍ବାଇ କୃଜ ଡ୍ର-ଗ ପା-ର୍ଟି-ରେ ଆର୍ୟନ ଖାନଙ୍କ ସହ ଗି-ର-ଫ ହୋଇଥିଲେ ମୁନମୁନ ଧମେଚା । ଯାହାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତାଙ୍କ କା-ର-ନା-ମା ଦେଖିଲେ ଆପଣଙ୍କ ହୋ-ସ ଉଡିଯିବ । ମୁନମୁନ ସା-ନି-ଟା-ରୀ ପ୍ୟା-ଡ ଭିତରେ ଲୁଚାଇ ନେଉଥିଲେ ୫ ଗ୍ରାମର ଏକ M-D-M-A ଡ୍ର-ଗ ବ-ଟି-କା । ଏହା ଏକ ଅ-ବୈ-ଧ ନି-ଶା ଅଟେ, ଯାହାକୁ ଭାରତ ସମେତ ଅନ୍ୟ କେତେକେ ଦେଶରେ ମଧ୍ୟ ନି-ଷେ-ଧ କରାଯାଇଛି ।

ଏହା ଏକ ସା-ଇ-କୋ-ଡେ-ଲି-କ ଡ୍ର-ଗ, ଯାହା ନେବା ପରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯାଏ ଓ କିଛି ବି କରି ବସେ । ଏହି ଡ୍ରଗର ଅନେକ ପା-ର୍ଶ୍ଵ ପ୍ର-ତି-କ୍ରି-ୟା ମଧ୍ୟ ରହିଛି । ସବୁଜ ରଙ୍ଗର ଏହି ମା-ରା-ତ୍ମ-କ ଡ୍ର-ଗ-ଟି ମିଳିଛି ମୁନମୁନ ଧମେଚାଙ୍କ ସା-ନି-ଟା-ରୀ ପ୍ୟା-ଡ ଭିତରୁ । ଯାହା ଆପଣ ଏହି ଭି-ଡି-ଓ-ରେ ଦେଖି ପାରୁଥିବେ । ଆର୍ୟନଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ଠାରୁ ୬ ଗ୍ରାମର ଚ-ର-ସ ଓ ମୁନମୁନଙ୍କ ଠାରୁ ୫ ଗ୍ରାମର ଡ୍ର-ଗ ମିଳିଥିବା କଥା କହିଥିଲେ N-C-B । ଏହି ଡ୍ର-ଗ-କୁ ଏୟାରପୋର୍ଟ ପାଖରୁ ଉଠାଇଥିବା କଥା କହିଥିଲେ ମୁନମୁନ ।

ଏହି ମା-ମ-ଲା-ରେ N-C-B ଆଜି ଶାହରୁଖଙ୍କ ଡ୍ରାଇଭରଙ୍କୁ ଜେ-ରା କରୁଛି । ମନ୍ନତରୁ ଏକା ସାଥିରେ ବାହାରିଥିଲେ ଆର୍ୟନ, ଅରବାଜ ଓ ମୁନମୁନ । ବାଟରେ କେଉଁଠି ଅଟକିଥିଲେ ଓ କେଉଁଠୁ ଏହି ଡ୍ର-ଗ ଆଣିଥିଲେ ଏହି ସମସ୍ତ ବିଷୟର ତ-ଦ-ନ୍ତ ଜାରି ରଖିଛି N-C-B । ଧ-ରା ପ-ଡି-ଯି-ବା ଭ-ୟ-ରେ ଏହି ଡ୍ର-ଗ ବଟିକାକୁ ଏହିଭଳି ଏକ ଜିନିଷ ମଧ୍ୟରେ ଲୁଚାଇ ରଖିଥିଲେ ମୁନମୁନ । ଜଣେ ମହିଳାଙ୍କ ପାଇଁ ସା-ନି-ଟା-ରୀ ପ୍ୟା-ଡ ଖୁବ ବ୍ୟକ୍ତିଗତ ଜିନିଷ ଅଟେ ।

ଆଉ ଏଭଳି ସ୍ଥାନରେ ଡ୍ର-ଗ-କୁ ଲୁ-ଚା-ଇ ରଖିଲେ କେହି ମଧ୍ୟ ସ-ନ୍ଦେ-ହ କରିବେ ନାହିଁ ବୋଲି ଭାବିଥିଲେ । ଆଉ ଏମିତି ଏହାକୁ ଟ୍ରା-ନ୍ସ-ଫ-ର କରିବାରେ ମଧ୍ୟ ସୁବିଧା ହେବ । ଏହିଭଳି ଡ୍ର-ଗ ମୁମ୍ବାଇରେ ଅନେକ ଯୁବାମାନେ ସେବନ କରୁଥିବା କହିଛନ୍ତି N-C-B । ତେବେ ଏକ ଗ-ଣ-ମା-ଧ୍ୟ-ମ ସାକ୍ଷାତକାରରେ ମୁନମୁନଙ୍କ ଭାଇ କହିଛନ୍ତି ଯେ ତାଙ୍କ ଭଉଣୀ ଉପରେ ଲାଗିଥିବା ଆ-ରୋ-ପ ସଂପୂର୍ଣ୍ଣ ମି-ଛ ଅଟେ ଓ ତାଙ୍କ ଭଉଣୀଙ୍କୁ ଫ-ସେ-ଇ-ବା-କୁ ଚେଷ୍ଟା କରାଯାଉଛି ।

ମୁନମୁନ ମଧ୍ୟପ୍ରଦେଶର ଏକ ସମ୍ଭ୍ରାନ୍ତ ପରିବାର ଅଟନ୍ତି । ଆଉ ଅନେକ ସମୟରେ ଆର୍ୟନ ଓ ମୁନମୁନଙ୍କୁ ଏକାଠି ମଧ୍ୟ ସ୍ପଟ କରିଛି ଗ-ଣ-ମା-ଧ୍ୟ-ମ । ତେବେ ମୁନମୁନଙ୍କ ସହ ଆର୍ୟନଙ୍କ ସମ୍ପର୍କ କଣ ? ଏହି ବଟିକାଟି କାହା ପାଇଁ ଥିଲା ଓ ସେମାନେ କେଉଁଠୁ ଆଣିଲେ ? ଏହି ସମସ୍ତ ବିଷୟର ଖୋଳତାଡ କରୁଛି N-C-B । ମୁନମୁନ ସା-ନି-ଟା-ରୀ ପ୍ୟା-ଡ ଭିତରେ ଏଭଳି ବ-ଟି-କା ଲୁ-ଚା-ଇ ନେଉଥିବା ଭି-ଡି-ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।-