କ୍ଷୀର ପିଇବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଜିନିଷର ସେବନ, ହୋଇପାରେ ମାରାତ୍ମକ ରୋଗ

କେହି ଯଦି ଆପଣଙ୍କୁ କ୍ଷୀର ପିଇବା ପାଇଁ ମନା କରେ ତେବେ ଆପଣଙ୍କୁ ହସ ଆସିଥାଏ କାରଣ କ୍ଷୀରରେ ବହୁତ ତତ୍ତ୍ଵ ରହିଥାଏ, ଯିଏ କି ହେଲ୍ଥ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ପିଲାଙ୍କ ପାଇଁ ତ କ୍ଷୀର ଜୀବନ ହୋଇଥାଏ । ପ୍ରତ୍ୟେକ ମା’ ନିଜ ପିଲାକୁ କ୍ଷୀର ପିଇବା ପାଇଁ ଉପଦେଶ ଦେଇଥାଏ । କିଛି ଲୋକ ତ ଏହା ବି ମାନିଥାନ୍ତି କି କ୍ଷୀର ପିଇବା ଦ୍ଵାରା ମସ୍ତିସ୍କ ପ୍ରଖର ହୋଇଥାଏ । ଏହି କାରଣ ଅଟେ କି ଏକ୍ସାମ ସମୟରେ ପିଲାମାନଙ୍କୁ କ୍ଷୀର ଦିଆଯାଇଥାଏ ଯାହା ପାଇଁ ସେ ପରୀକ୍ଷାରେ ଭଲ କରି ପାରିବେ । ଆଜି ଆମେ ଆପଣଙ୍କୁ କ୍ଷୀର ସହ ସମ୍ପୃକ୍ତ କିଛି ଏମିତି ସୂଚନା ଦେବୁ, ଯାହା ଆପଣଙ୍କୁ ପୂର୍ବରୁ ଜଣା ନଥିବ ।

କ୍ଷୀର ପିଇବା ବିଲକୁଲ ଖରାପ କଥା ନୁହେଁ । କିନ୍ତୁ ଏହି ସମୟରେ ଆପଣଙ୍କୁ ବହୁତ ସାବଧାନ ରହିବାର ଆବଶ୍ୟକତା ଅଟେ ଯାହା ଠାରୁ ଆପଣ ପୁରା ଅଜଣା ଅଛନ୍ତି । ଜଣାଇ ଦେଉଛୁ କି କ୍ଷୀର ପିଇବା ପୂର୍ବରୁ ବା ପରେ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡିବ, ନତୁବା ମାମଲା ଆପଣଙ୍କ ହାତରୁ ଖସିଯାଇପାରେ । କ୍ଷୀର ପିଇବା ପରେ ବା ପୂର୍ବରୁ କିଛି ଖାଦ୍ୟ ପଦାର୍ଥ ଖାଇବା ଉଚିତ ନୁହେଁ ।

କ୍ଷୀର ପିଇବା ପରେ କରନ୍ତୁ ନାହିଁ ଏହାର ସେବନ

ତେବେ ଚାଲନ୍ତୁ ଆମେ ଆପଣଙ୍କୁ ସେହି ଖାଦ୍ୟ ପଦାର୍ଥ ବିଷୟରେ କହିବୁ, ଯିଏ କି ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ତେବେ ଚାଲନ୍ତୁ ଜାଣିବା ଏଥିରେ କେଉଁ କେଉଁ ଜିନିଷ ସାମିଲ ଅଛି ।

୧. ମୁଳାର ସେବନ

ମୁଳାର ସେବନ କ୍ଷୀର ପିଇବା ପୂର୍ବରୁ ବା ପରେ ବିଲକୁଲ କରିବା କଥା ନୁହେଁ । ଏମିତି  କରିବା ଦ୍ଵାରା ଆପଣ ସ୍କିନ ସମ୍ବନ୍ଧୀୟ ରୋଗରେ ପଡି ପାରନ୍ତି । ଖାସ କରି କ୍ଷୀର ପିଇବା ପୂର୍ବରୁ ବା ପରେ ଖଟା ବା ନମକିନ ଜିନିଷର ସେବନ ବିଲକୁଲ କରିବା ଠିକ ନୁହେଁ, କାରଣ ଏହା କ୍ଷୀରରେ ଜହର ର କାମ କରିଥାଏ ।

୨. ଡାଲିର ସେବନ

ଭାରତୀୟ ମାନଙ୍କ ଘରେ ଡାଲିକୁ ବହୁତ ପସନ୍ଦ କରାଯାଏ । କିନ୍ତୁ ଯଦି ଆପଣ ଡାଲି ଖାଇବା ପରେ ବା ପୂର୍ବରୁ ଡାଲିର ସେବନ କରନ୍ତି, ତେବେ ଆପଣଙ୍କୁ ବଡ କ୍ଷତି ହୋଇପାରେ । ବିଶେଷ କରି ମୁଗ, ବୁଟ, ଓ ହରଡ ଡାଲି ଖାଇବା ବହୁତ ଖତରନାକ ହୋଇଥାଏ । ଯଦି ଆପଣ ଏହାର ସେବନ କ୍ଷୀର ପିଇବା ପୂର୍ବରୁ ବା ପରେ କରନ୍ତି ତେବେ ଆପଣଙ୍କୁ ହାର୍ଟ ସମସ୍ୟା ହୋଇପାରେ ।

୩. ଫଳର ସେବନ

ଫଳ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି । କିଛି ଲୋକ ତ କ୍ଷୀର ସହିତ ଫଳ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି, କିନ୍ତୁ ଆପଣଙ୍କୁ ଏଥିରୁ ବଞ୍ଚିବା ଆବଶ୍ୟକ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସ୍କିନ ସହିତ କଫ ସମସ୍ୟା ମଧ୍ୟ ହୋଇପାରେ ।

୪. ମାଛର ସେବନ

କିଛି ଲୋକ ମାଛ ଖାଇବା ପରେ କ୍ଷୀର ର ସେବନ କରିଥାନ୍ତି, ଏମିତିରେ ତାଙ୍କୁ ବଞ୍ଚିବା ଆବଶ୍ୟକ । ଏଥିପାଇଁ ଆପଣ ବହୁତ ରୋଗରେ ପୀଡିତ ହୋଇ ପାରନ୍ତି ।

ଆଶା କରୁଛୁ ଏହି ସୂଚନା ନିଶ୍ଚୟ ଆପଣଙ୍କ କାମରେ ଆସିବ । ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।