ACF Soumyaranjan ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ର ବଡ ଖୁଲାସା, ଜଳୁଥିଲେ ଥିଲେ ସୌମ୍ୟ, ଦେଖୁଥିଲେ ବିଦ୍ୟା, ବିଦ୍ୟାଙ୍କ ନାମରେ ଲାଗିଲା ଏହି ସବୁ ଦଫା

ନମସ୍କାର ବନ୍ଧୁଗଣ ଦୀର୍ଘ ଦିନ ର ଅପେକ୍ଷା ପରେ ଆଜି ଏହି ଅପେକ୍ଷା ର ଅ-ନ୍ତ ଘ-ଟି-ଛି । ତେବେ ବହୁ ଚର୍ଚ୍ଚିତ କେ-ଶ ଏସିଏଫ ସୌମ୍ୟରଂଜନ ଙ୍କ ର-ହ-ସ୍ୟ ଜନକ ମୃ-ତ୍ୟୁ ର ଆଜି ଖୁଲାସା ହୋଇଛି । ତେବେ କ୍ରା-ଇ-ମ ବ୍ରା-ଞ୍ଚ ବିଦ୍ୟା ଭାରତୀ ଙ୍କୁ ହିଁ ମୁ-ଖ୍ୟ ଅ-ଭି-ଯୁ-କ୍ତ ରୂପେ ଗ୍ରହଣ କରିଛି ଏବଂ ଡିଏଫଓ ଙ୍କୁ କ୍ଲିନ ଚିଟ ମଧ୍ୟ ଦେଇ ଦେଇଛି । ତେବେ ପ୍ରେସମିଟରେ କ୍ରା-ଇ-ମ-ବ୍ରା-ଞ୍ଚ-ର ଏସିଏଫଓ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲା ବିଷୟରେ କହିଛନ୍ତି ।

ତେବେ ଏହି ପ୍ରେସମିଟରେ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କର ସମ୍ପର୍କକୁ ନେଇ କ୍ରା-ଇ-ମ-ବ୍ରା-ଞ୍ଚ ବଡ ଖୁ-ଲା-ସା କରିଛି । କ୍ରା-ଇ-ମ-ବ୍ରା-ଞ୍ଚ-ର ଏଡିଜି କହିଛନ୍ତିକି, ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କର ବୈବାହିକ ସମ୍ପର୍କ ଆଦୌ ଭଲନଥିଲା । ବିଦ୍ୟାଭାରତୀ ସୌମ୍ୟରଞ୍ଜନଙ୍କ ଦେହରୁ ନି-ଆ ଲି-ଭା-ଇବା ପାଇଁ ଯଥାପୂର୍ବକ ଚେଷ୍ଟା କରିନଥିଲେ । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ବିଦ୍ୟାଭାରତୀ ଉପଯୁକ୍ତ ପଦକ୍ଷେପ ନେଇ ନଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ କାହାରିକୁ ଡାକିନଥିଲେ ।

ତେବେ କ୍ରା-ଇ-ମ-ବ୍ରା-ଞ୍ଚ ତ-ଦ-ନ୍ତ ସମୟରେ ଏହି ସବୁ ପ୍ରମାଣିତ ହେବା ପରେ ବିଦ୍ୟାଭାରତୀଙ୍କ ନାମରେ ଏକ ଚା-ର୍ଜ-ସି-ଟି ଦାଖଲ କରିଛି କ୍ରା-ଇ-ମ-ବ୍ରା-ଞ୍ଚ । ଏହି ଆଧାରରେ ବିଦ୍ୟାଙ୍କ ବି-ରୁ-ଦ୍ଧ-ରେ ୨୮୫ ଓ ୩୦୪-ଏ ଦ-ଫା ଲାଗିଛି । ଏହି ଘଟ-ଣାରେ ଡିଏଫଓଙ୍କୁ କ୍ରା-ଇ-ମ-ବ୍ରା-ଞ୍ଚ କ୍ଲି-ନ-ଚି-ଟ ଦେଇଛି । ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା ବୋଲି କ୍ରା-ଇ-ମ-ବ୍ରା-ଞ୍ଚ କହିଛନ୍ତି । କ୍ରା-ଇ-ମ-ବ୍ରା-ଞ୍ଚ ଏଡିଜି ଆହୁରି କହିଛନ୍ତିକି, ତଦନ୍ତ ଏବଂ ସୌମ୍ୟରଞ୍ଜନ ମହାପାତ୍ରଙ୍କର ମୃ-ତ୍ୟୁ-କାଳୀନ ଜମା-ନ-ବ-ନ୍ଦୀ ଅନୁସାରେ ଏହି ଘ-ଟ-ଣା-ରେ ଡିଏଫଓଙ୍କର କୌଣସି ଭୂମିକା ନାହିଁ । ତାଙ୍କ ବି-ରୋ-ଧ-ରେ କୌଣସି ପ୍ରମାଣ ମିଳିନାହିଁ । ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ କୌଣସି ଭୂମିକା ନାହିଁ ।

ସୂଚନା ଅନୁସାରେ, ଜୁଲାଇ ୧୨ ତାରିଖ ରାତିରେ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଶରୀରରେ ନି-ଆଁ ଲା-ଗି ଯାଇଥିଲା । ତହିଁ ପରଦିନ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ପାରଳାଖେମୁଣ୍ଡି ପୋଲିସ ପ୍ରଥମେ ଘ-ଟ-ଣା-ର ତ-ଦ-ନ୍ତ କରିଥିଲା । କିନ୍ତୁ ପୋଲିସର ତ-ଦ-ନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହା ପରେ ଅଗଷ୍ଟ ମାସର ମଝିରେ ତ-ଦ-ନ୍ତ-ର ଦାୟିତ୍ୱ କ୍ରା-ଇ-ମ-ବ୍ରା-ଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

କ୍ରା-ଇ-ମ-ବ୍ରା-ଞ୍ଚ ପୁଣିଠାରେ ମୂଳରୁ ତ-ଦ-ନ୍ତ ଆରମ୍ଭ କରିଥିଲା । ସମସ୍ତ ଅ-ଭି-ଯୁ-କ୍ତ-ସୌମ୍ୟରଞ୍ଜନଙ୍କର ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଥିଲା । ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କର ବୈବାହିକ ସଂପର୍କ ମଧ୍ୟ ଭଲ ନଥିଲା । ଏକଥା ତ-ଦ-ନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପ-ଲି-ଗ୍ରା-ଫ ଟେଷ୍ଟ ସମୟରେ ଜଣାପଡ଼ିଛି ।

ଘଟଣା ଦିନ ନି-ଆଁ ଲା-ଗି-ବା ପରେ ବିଦ୍ୟାଭାରତୀ ଲିଭାଇନଥିଲେ । ସୌମ୍ୟରଞ୍ଜନ ଜ-ଳୁ-ଥି-ବା ସମୟରେ ମଧ୍ୟ ସେ ନି-ଆଁ ଲି-ଭା-ଇ-ବା ପାଇଁ ଚେଷ୍ଟା କରି ନଥିଲେ । ନିଜେ ମଧ୍ୟ ନି-ଆଁ-କୁ ଲି-ଭା-ଇ ନଥିଲେକି, କାହାରିକୁ ଲି-ଭା-ଇ-ବା ପାଇଁ ଡାକି ନଥିଲେ । ତେବେ ଏହି ଆଧାର ରେ ବିଦ୍ୟାଭାରତି ଙ୍କୁ କ୍ରା-ଇ-ମ-ବ୍ରା-ଞ୍ଚ ଦୋ-ଷୀ ରୂପେ ଗ୍ରହଣ କରିଛି ଏବଂ ଜେ-ଲ ମଧ୍ୟ ପଠା ଯାଇପାରେ ।