ACF Soumyaranjan ମୃତ୍ୟୁ ମାମଲାରେ CBI ର ନିସ୍ପତି ପରେ ମୁହଁ କହିଲେ ସୌମ୍ଯ ଙ୍କ ଓକିଲ, କହିଲେ ‘କେବଳ DFO ଙ୍କୁ ବଞ୍ଚେଇବା ପାଇଁ…” ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦୀର୍ଘ ତିନି ମାସ ପରେ ସୌମ୍ୟରଂଜନ ଙ୍କ ମୃ-ତ୍ୟୁ ର ଦାୟୀ ପାଇଁ କ୍ରା-ଇ-ମ-ବ୍ରା-ଞ୍ଚ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଙ୍କୁ ଦୋ-ଷୀ ମାନିଛି ଏହା ପରେ ତାଙ୍କୁ ଜେ-ଲ ମଧ୍ୟ ନେଇଯିବେ । ତେବେ କିନ୍ତୁ ତା ସହ ଏହି ଘଟଣା କୁ ଏକ ଦୁ-ର୍ଘ-ଟ-ଣା ର ନାମ ଦିଆ ଯାଇଛି ଏବଂ ସେଥିରେ ଡିଏଫଓ ଙ୍କ ର କିମ୍ବା ଚାକର ପିଲାର କୌଣସି ହାତ ନାହିଁ ବୋଲି ମଧ୍ୟ କ୍ରା-ଇ-ମ-ବ୍ରା-ଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଏହା ଛଡା ସୌମ୍ୟ ଙ୍କ ଦେହରେ ନି-ଆଁ ଲା-ଗି-ବା ସମୟରେ ତାଙ୍କ ସ୍ତ୍ରୀ ଯେତିକି ପ୍ରୟାସ କରିବା କଥା ବଞ୍ଚେଇବା ପାଇଁ ସେତିକି ସେ କରି ନଥିଲେ ତେଣୁ ସେହି ସ-ନ୍ଦେ-ହ ରେ ତାଙ୍କୁ ଦୋ-ଷୀ ବୋଲି କୁହାଯାଇଛି । ତେବେ ଏସିଏଫ ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲା-ରେ କ୍ରା-ଇ-ମ-ବ୍ରା-ଞ୍ଚ ଏଡିଜିଙ୍କ ସାମ୍ବାଦିକ ସମ୍ମିଳନୀ । ସୌମ୍ୟଙ୍କ ମୃତ୍ୟୁ-କୁ ଦୁର୍ଘ-ଟ-ଣା-ଜନିତ -ମୃ-ତ୍ୟୁ ବୋଲି କହିଛନ୍ତି ଏଡିଜି । ସୌମ୍ୟଙ୍କ ବାସଭବନରେ ହିଁ ଘ-ଟ-ଣା ଘ-ଟି-ଛି , ତଥ୍ୟ ପ୍ରମାଣ ଆଧାରରେ ଘ-ଟ-ଣା-କୁ ଦୁ-ର୍ଘ-ଟ-ଣା ମୃତ୍ୟୁ କୁହାଯାଇପାରିବ, ବିଦ୍ୟା ଓ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା ବୋଲି କହିଛନ୍ତି ଏଡିଜି ।

ତେବେ ସୌମ୍ୟଙ୍କ ନି-ଆଁ ଲି-ଭା-ଇ-ବା-କୁ ଯଥାପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ , ଅବହେଳା କରିଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କ ନାମରେ ଅଇପିସି ଧାରା ୨୮୫ ଏବଂ ୩୦୪-ଏ ଦଫାରେ ଚା-ର୍ଜ ସି-ଟ୍ ଦାଖଲ କରାଯାଇଛି । ଆଇନ ଅନୁସାରେ ବିଦ୍ୟାଭାରତୀଙ୍କୁ ସିଆରପିସି ନୋଟିସ ଦିଆଯିବ । ତେବେ ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲା-ରେ ଡିଏଫଓଙ୍କୁ ମିଳିଲା କ୍ଲିନଚିଟ୍ ।

ଘ-ଟ-ଣା-ର ଡିଏଫଓଙ୍କ ସହ କୌଣସି ସମ୍ପର୍କ ନଥିବା କହିଛନ୍ତି ଏଡିଜି । ଡିଏଫଓଙ୍କ ସହ ବିଦ୍ୟାଙ୍କ ସମ୍ପର୍କର କୌଣସି ପ୍ରମାଣ ମିଳିନଥିବା କହିଛନ୍ତି ଏଡିଜି । ଡିଏଫଓଙ୍କ ଫୋନ ରେକର୍ଡ ଯା-ଞ୍ଚ ହୋଇଥିଲା ଏବଂ ତାଙ୍କର ଲାଇ ଡି-ଟେ-କ୍ସ-ନ ମଧ୍ୟ ହୋଇଥିଲା । ସମସ୍ତ ରିପୋର୍ଟ ଆଧାରରେ କ୍ଲିନଚିଟ୍ ଦିଆଯାଇଥିବା ନେଇ କ୍ରା-ଇ-ମ-ବ୍ରା-ଞ୍ଚ ଏଡିଜିଙ୍କ ସୂଚନା ଦେଇଛନ୍ତି । ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଘ-ଟ-ଣା-ରେ କୌଣସି ଭୂମିକା ନଥିବା କହିଛନ୍ତି ଏଡିଜି ।

କିନ୍ତୁ ଏହି ନିଷ୍ପତ୍ତି ରେ ସୌମ୍ୟ ଙ୍କ ଘର ଲୋକ ସନ୍ତୁଷ୍ଟ ନାହାନ୍ତି । ତେବେ ସୌମ୍ୟ ଙ୍କ ଓକିଲଙ୍କ କହିବା କଥା କେବଳ ଡ଼ିଏଫଓ ଙ୍କୁ ବଞ୍ଚେଇବା ପାଇଁ ଏଭଳି ଏକ ନାଟକ କରାଯାଉଛି । ତେବେ ଯଦି କ୍ରା-ଇ-ମ-ବ୍ରା-ଞ୍ଚ ହିଁ ନିଜ କାର୍ଯ୍ୟ ରେ ଅବହେଳା କରିବ ତେବେ ଲୋକମାନେ କାହା ଉପରେ ଆଉ ଭରସା କରିବେ ।