ମହିଳା Constable ଖୋଲିଦେଲେ UP Police ର ପୋଲ, କାନ୍ଦି କାନ୍ଦି ସେ କଣ କହୁଛନ୍ତି ଶୁଣନ୍ତୁ, ଦେଖନ୍ତୁ ଏହି Video

ଉତ୍ତରପ୍ରଦେଶର ହମିଦପୁରରେ ଜଣେ ମହିଳା କନେଷ୍ଟବଳଙ୍କ ବଦଳି କରାଯିବାରୁ ସେ କିଛି ବି-ଷା-କ୍ତ ପ-ଦା-ର୍ଥ ପି-ଇ ଦେଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ଏବେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ଅଛି । କିନ୍ତୁ ଏହା ପରେ ଗୋଟିଏ ଭି-ଡି-ଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଯେଉଁଥିରେ ସେ ପୋଲିସ ଡିପାର୍ଟମେଣ୍ଟ ଉପରେ ଖୁବ ଗମ୍ଭୀର ଆ-ରୋ-ପ ଲଗାଇଛନ୍ତି । ଦେଖନ୍ତୁ କଣ ରହିଛି ପୁରା ମାମଲା ।

ଏହି ଭା-ଇ-ରା-ଲ ଭିଡିଓରେ ମହିଳା କନେଷ୍ଟବଲ ପ୍ରିୟା ଚୌଧୁରୀ କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଛନ୍ତି । ତାଙ୍କ କହିବା ଅନୁଯାୟୀ ତାଙ୍କୁ ଅନାବଶ୍ୟକ ଭାବେ ଡ୍ଯୁଟିରେ ନିଯୁକ୍ତ କରି ହଇରାଣ କରାଯାଉଥିଲା । ଅନ୍ୟ କର୍ମଚାରୀଙ୍କ ଠାରୁ ପଇସାପତ୍ର ନେଇ ସେମାନଙ୍କ ଡ୍ଯୁଟି ସମୟ କା-ଟି ଦିଆଯାଉଛି ଓ ତାଙ୍କୁ ଅସମୟରେ ଡ୍ଯୁଟି କରିବା ପାଇଁ କୁହାଯାଉଛି । ସେ ଡିପାର୍ଟମେଣ୍ଟର ଏହି ପରି ବ୍ୟବହାରରେ ବ୍ୟଥିତ ହୋଇ ଉଚ୍ଚ ଅଧିକାରୀଙ୍କ ସାମନାରେ ନିଜ ଅସୁବିଧା ଜଣାଇବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସେଠାକୁ ଯିବାକୁ ଦିଆଯାଉ ନାହିଁ ।

ଏବେ ବିନା କାରଣରେ ତାଙ୍କର ବଦଳି କରି ଦିଆଯାଉଛି । ଏହାକୁ ନେଇ ସେ ଅତ୍ୟନ୍ତ ମ-ର୍ମା-ହ-ତ ଅଛନ୍ତି । ଯଦି ଜଣେ ମହିଳା ପୋଲିସ  କର୍ମଚାରୀ ହୋଇ ସେ ସୁରକ୍ଷିତ ନାହାନ୍ତି ତେବେ ଅନ୍ୟ ମହିଳା ମାନଙ୍କ ପାଇଁ ସେ କଣ କାର୍ଯ୍ୟ କରିବେ ତାଙ୍କୁ କଣ ସନ୍ଦେଶ ଦେବେ ସେ ବୁଝି ପାରୁ ନାହାନ୍ତି ବୋଲି କହିଛନ୍ତି । ମହିଳା ମାନଙ୍କ ପାଇଁ ଆରମ୍ଭ କରା ଯାଇଥିବା ଅଭିଯାନ ‘ମିଶନ ଶକ୍ତି’ ରେ ମଧ୍ୟ ପ୍ରିୟା କାର୍ଯ୍ୟରତ ଥିଲେ । ଉତ୍ତରପ୍ରଦେଶ ପୋଲିସ ଡିପାର୍ଟମେଣ୍ଟ ପାଇଁ ନିଜ ମହିଳା କର୍ମଚାରୀଙ୍କ ଏହିପରି ସଙ୍ଗୀନ ଆ-ରୋ-ପ ଖୁବ ନିନ୍ଦାପୂର୍ଣ୍ଣ ଅଟେ ।

ମହିଳା କନେଷ୍ଟବଳ ପ୍ରିୟା ଚୌଧୁରୀ ଏହି ଭିଡିଓ ବନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଛାଡିଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓ ଭା-ଇ-ରା-ଲ ହେବା ପରେ ଏସପି ଅନୁପ କୁମାର ସଦର ଥାନାକୁ ଏହି ମାମଲାର ଯାଞ୍ଚ କରିବା ପାଇଁ କହିଛନ୍ତି । ମହିଳା କନେଷ୍ଟବଳ ଲଗାଉଥିବା ଆ-ରୋ-ପ-ରେ କେତେ ସତ୍ୟତା ରହିଛି ତାହା ତେବେ ହେବା ପରେ ଯାଇ ଜଣାପଡିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।