ସ୍ଵିଗି ବୟ ଅ-ପ-ହ-ର-ଣ ମା-ମ-ଲା: ଘରେ ସ୍ତ୍ରୀ ଅଛି ସେପଟେ ଅ-ପ-ହ-ର-ଣ ନାଟକ ରଚି ପ୍ରେମିକା ସହ ଫେରାର ପୁଅ, ମା କହିଲେ କିଛି ଏମିତି, ଦେଖନ୍ତୁ Video

ଗତ କିଛି ଦିନ ହେବ ସ୍ଵିଗି ବୟ ଅ-ପ-ହ-ର-ଣ ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରି ଦେଇଥିଲା । ଅ-ପ-ହ-ର-ଣ ହେବା ପୂର୍ବରୁ ସ୍ଵିଗି ବୟଙ୍କ ଅ-ଡି-ଓ ମେ-ସେ-ଜ ଏବଂ ସ୍ତ୍ରୀ ଙ୍କ ଅ-ଭି-ଯୋ-ଗ ଆଧାରରେ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିଥିଲା । ସ୍ଵିଗି ବୟ ଚିକୁନ ତାଙ୍କୁ ଛୁ-ରି ଭୁ-ସି ଅ-ପ-ହ-ର-ଣ କରା ଯାଇଥିବା କଥା ରାତି ପ୍ରାୟ ୯:୪୫ ସମୟରେ ସ୍ତ୍ରୀ ଙ୍କୁ ଅ-ଡି-ଓ ମେ-ସେ-ଜ ପଠାଇ ଜଣାଇଥିଲେ । ଏହାପରେ ସ୍ତ୍ରୀ ଭ-ୟ-ଭୀ-ତ ହୋଇ ଥା-ନା-ରେ ଏହି ସମ୍ପର୍କରେ ଅ-ଭି-ଯୋ-ଗ କରିଥିଲେ । ତା’ପରେ ପୋ-ଲି-ସ ଆରମ୍ଭ କରିଥିଲା ଖୋଳତାଡ ।

ଘଟଣାର ଦୁଇ ଦିନ ହୋଇ ଯାଇଥିଲେ ମଧ୍ୟ ସ୍ଵିଗି ବୟଙ୍କ ଗାଡି ମିଳି ନଥିଲା  ଏବଂ ଦୟାନଦୀ ନିକଟରୁ ଗୋଟିଏ ଛୁ-ରି, ସ୍ଵିଗି ବୟଙ୍କ ପାଣି ବୋତଲ, ବ୍ୟାଗ ଓ ସାର୍ଟ ଆଦି ପୋ-ଲି-ସ-କୁ ମିଳିଥିଲା । ତେବେ ଏହା ପ୍ରକୃତରେ ଏକ ଅ-ପ-ହ-ର-ଣ ନା ନିଜେ ଚିକୁନ ନାଟକ କରିଛନ୍ତି ଏନେଇ ପୋ-ଲି-ସର ସ-ନ୍ଦେ-ହ ବଢିଥିଲା । ତେବେ ତ-ଦ-ନ୍ତ ଜାରି ରଖିବା ପରେ ଏକ ସି-ସି-ଟି-ଭି ଫୁ-ଟେ-ଜ-ରୁ ଚିକୁନଙ୍କୁ ଠାବ କରିଥିଲା ପୋ-ଲି-ସ । ଚିକୁନ ପୂର୍ବରୁ ବିବାହ କରିଥିଲେ ଓ ଘରେ ନିଜ ପତ୍ନୀଙ୍କ ସହ ରହୁଥିଲେ ।

ତେବେ ଚିକୁନ ଲ-ଭ ଆ-ଫେ-ୟା-ର ପାଇଁ ଏହି ଅ-ପ-ହ-ର-ଣ ନାଟକ କରିଥିବା ଜଣା ପଡିଥିଲା । ସେ ପ୍ରେ-ମି-କା-ଙ୍କୁ ନେଇ ରାଜ୍ୟ ବାହାରକୁ ପଳାଇଥିଲେ । ଅନ୍ୟପଟେ କୋଣାର୍କର ଗୋପ ଥା-ନା-ରେ ଅ-ଭି-ଯୋ-ଗ କରିଥିଲେ ପ୍ରେମିକାଙ୍କ ଘରଲୋକ । ବର୍ତ୍ତମାନ ଚିକୁନଙ୍କୁ ମଧ୍ୟପ୍ରଦେଶର କଟନୀରୁ ଭୁବନେଶ୍ବର ଆଣିଛି ଧଉଳି ପୋ-ଲି-ସ । ସ୍ବାମୀଙ୍କ ଠାରୁ ଏତେ ବଡ ଧୋ-କା ପାଇବା ପରେ ଭାଙ୍ଗି ପଡିଛନ୍ତି ପତ୍ନୀ । ସେ ଏବେ ବି ଚିକୁନ ଘରେ ଅଛନ୍ତି । ତେବେ ଚିକୁନଙ୍କ ମା କହିଛନ୍ତି କି, ତାଙ୍କ ପୁଅ ତାଙ୍କ ବୋହୂ ପାଖକୁ ଫେରି ଆସୁ ।

କିନ୍ତୁ ସେ ସିଧାସଳଖ ତାଙ୍କ ପୁଅ ଭୁଲ କରିଥିବା ମଧ୍ୟ ସ୍ଵୀକାର କରି ପାରୁନାହାନ୍ତି । ସେ କେବଳ ଚାହାନ୍ତି ତାଙ୍କ ପୁଅ ଘରକୁ ଫେରି ଆସୁ ଓ ତାଙ୍କ ବୋହୂ ସହ ରହୁ । ତେବେ ସେ ଯେଉଁ ପ୍ରେ-ମି-କା-ଙ୍କୁ ନେଇ ଆସିଛନ୍ତି ତାଙ୍କ କଥା କଣ ଚିନ୍ତା କରିଛନ୍ତି ବୋଲି ପଚରା ଯିବାରୁ ଏହାର ଉତ୍ତରରେ ସେ ଚୁପ ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।