ସୌମ୍ୟଙ୍କ ଘରେ ଯାଇ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ, ଦେଖୁ ଦେଖୁ କାନ୍ଦି ପକାଇଲେ ସୌମ୍ୟଙ୍କ ମାଆ, କହିଲେ ଏମିତି କଥା କି ଆପଣଙ୍କ ଆଖିରେ ଲୁହ ଆସିଯିବ, ଦେଖନ୍ତୁ Video

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା-କୁ ପ୍ରାୟ ୫୦ ଦିନ ବିତି ଯାଇଛି । ଏହା ମଧ୍ୟରେ ଘଟଣାରେ ଅନେକ ଦିଗ ସାମନାକୁ ଆସିଥିବା ବେଳେ ଅନେକ ରହସ୍ୟ ଉପରୁ ପରଦା ଉଠିଛି । କିନ୍ତୁ ଏପର୍ଯ୍ୟନ୍ତ ସୌମ୍ୟଙ୍କ ମୃ-ତ୍ୟୁ ର-ହ-ସ୍ୟ ଉପରୁ କୌଣସି ପରଦା ଉଠି ପାରିନାହିଁ । ବର୍ତ୍ତମାନ ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁ ତ-ଦ-ନ୍ତ ଭାର ପୋଲିସ ହାତରୁ ଯାଇ ପହଞ୍ଚିଛି କ୍ରା-ଇ-ମ-ବ୍ରା-ଞ୍ଚ ହାତରେ । ଏକ ଚାରି ଜଣିଆ ଟିମକୁ ନେଇ ଜୋରଦାର ତଦନ୍ତ ଚଳାଇଛି କ୍ରା-ଇ-ମ-ବ୍ରା-ଞ୍ଚ ।

ତ-ଦ-ନ୍ତ-ଭା-ର ନେବା ପରେ କ୍ରା-ଇ-ମ-ବ୍ରା-ଞ୍ଚ ପ୍ରଥମେ ଯାଇ ପହଞ୍ଚିଥିଲେ ସୌମ୍ୟଙ୍କ ସରକାରୀ ବାସଭବନରେ, ଯେଉଁଠାରେ ଦୁ-ର୍ଘ-ଟ-ଣା ଘଟିଥିଲା । ସେଠାରେ ଟିମ ସହ ଭଲ ଭାବେ ଛାନଭିନ କରିବା ପରେ ଜଣ ଜଣ କରି ଅନେକଙ୍କୁ ପଚରା ଉଚରା କରିଥିଲା କ୍ରା-ଇ-ମ-ବ୍ରା-ଞ୍ଚ । ଆଉ ଏବେ କ୍ରା-ଇ-ମ-ବ୍ରା-ଞ୍ଚ ଯାଇ ପହଞ୍ଚିଛି ବାଲେଶ୍ଵରରେ ସୌମ୍ଯଙ୍କ ଘରେ ।

ଏଥିପାଇଁ ବାଲେଶ୍ଵର ଖଇରା ଥାନାରେ ଯାଇ ପହଞ୍ଚିଥିଲେ ଏହି ୪ ଜଣିଆ ଟିମ୍ । ପୁଅର ମୃତ୍ୟୁରେ ସୌମ୍ୟଙ୍କ ଘରଲୋକ ଖୁବ ଶୋକାକୁଳ ଅଛନ୍ତି ଓ ମୃ-ତ ପୁଅକୁ ନ୍ୟାୟ ଦେବା ପାଇଁ ଚାହିଁ ବସିଛନ୍ତି । ଆରମ୍ଭରୁ ହିଁ ବୋହୂ ବିଦ୍ୟାଭାରତୀଙ୍କୁ ସେମାନେ ସନ୍ଦେହ କରି ଆସିଛନ୍ତି ଓ ତାଙ୍କ ନାମରେ ଅଭିଯୋଗ ମଧ୍ୟ ଆଣିଛନ୍ତି । କିନ୍ତୁ ବିଦ୍ୟାଭାରତୀଙ୍କୁ ଏପର୍ଯ୍ୟନ୍ତ ଦୋ-ଷୀ ବୋଲି ସାବ୍ୟସ୍ତ କରାଯାଇ ପାରିନାହିଁ ।

ପୁଅର ମୃ-ତ୍ୟୁ-ରେ ଭାଙ୍ଗି ପଡିଥିବା ସୌମ୍ୟଙ୍କ ପରିବାରକୁ ପଚରା ଉଚରା କରିବା ପାଇଁ କ୍ରା-ଇ-ମ-ବ୍ରା-ଞ୍ଚ ଟିମ ଯେତେବେଳେ ଯାଇ ସୌମ୍ୟଙ୍କ ଘରେ ପହଞ୍ଚିଥିଲେ ତାଙ୍କୁ ଦେଖି ଦୁଃଖରେ କାନ୍ଦି ପକାଇଥିଲେ ସୌମ୍ୟଙ୍କ ମା । ତାଙ୍କ ଲୁହ କୌଣସି ବନ୍ଧବାଡ ନମାନି ବୋହି ପଡୁଥିଲା । ଅନେକ ସମୟ ଧରି କାନ୍ଦିଥିଲେ ସୌମ୍ୟଙ୍କ ମାଆ ।

ତେବେ ସୌମ୍ୟଙ୍କ ପରିବାରକୁ ପଚରା ଉଚରା କରି ସେମାନଙ୍କ ବ-ୟା-ନ ରେ-କ-ର୍ଡ କରିବା ପାଇଁ କ୍ରା-ଇ-ମ-ବ୍ରା-ଞ୍ଚ ଟିମ ଯାଇ ସୌମ୍ୟଙ୍କ ଘରେ ପହଞ୍ଚିଛି । ଏନେଇ ମୁଖ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର କହିଛନ୍ତି କି, ସମସ୍ତ ତଥ୍ୟ ହସ୍ତଗତ ହେବା ପରେ ଅଫିସ ପିଆଇଓ ସମସ୍ତ ସୂଚନା ଦେବେ । ଆଶା କରୁଛୁ ଅତି ଶୀଘ୍ର ସୌମ୍ୟଙ୍କ ମୃ-ତ୍ୟୁ ର-ହ-ସ୍ୟ ଉପରୁ ପରଦା ଉଠିବ ଓ ସେ ନିଶ୍ଚୟ ନ୍ୟାୟ ପାଇବେ । ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।