ସିନ୍ଦୁର ଲଗାଇବା ବେଳେ ଭୁଲରେ ବି କରନ୍ତୁ ନାହିଁ ଏହି 1 ଭୁଲ, ନଚେତ ସ୍ଵାମୀ ହୋଇଯିବେ ଦାଣ୍ଡର ଭିକାରୀ- Ajira Anuchinta

ହିନ୍ଦୁଧର୍ମରେ ବିବାହିତା ନାରୀଙ୍କ ପାଇଁ ସିନ୍ଦୁରର ଖୁବ ମହତ୍ଵ ରହିଛି । ଆମ ବେଦଶାସ୍ତ୍ର ଅନୁସାରେ ସିନ୍ଦୁର ସ୍ବାମୀଙ୍କର ଦୀର୍ଘ ଆୟୁଷର କାରଣ ହୋଇଥାଏ । ତେଣୁ ହିନ୍ଦୁଧର୍ମର ମହିଳାମାନେ ପ୍ରତ୍ଯେକ ଦିନ ପ୍ରତ୍ଯେକ ଦିନ ସିନ୍ଦୁର ଲଗାଇଥାନ୍ତି । ମନ୍ଦିରରେ ଦେବାଦେବୀଙ୍କୁ ମଧ୍ୟ ସିନ୍ଦୁର ଲଗାଯାଇ ଥାଏ । କିନ୍ତୁ ସିନ୍ଦୁର ଲଗାଇବା ବେଳେ ବିବାହିତା ମହିଳାମାନେ ଅନେକ ଭୁଲ କରିଥାନ୍ତି । କିନ୍ତୁ ଏହି ଭୁଲ ସବୁ ବାରମ୍ବାର କରିବା ଉଚିତ ନୁହେଁ । ନଚେତ ସ୍ଵାମୀଙ୍କ ଉପରେ ଏହାର କୁପରିଣାମ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ସିନ୍ଦୁର ସହ ଜଡିତ କିଛି କଥା ।

ଯେପରି ପ୍ରତ୍ଯେକ ଦିନ ଖାଇବା ଏବଂ ଶୋଇବା ଜରୁରୀ, ସେହିପରି ବିବାହିତା ମହିଳାମାନେ ପ୍ରତ୍ଯେକ ଦିନ ସିନ୍ଦୁର ମଧ୍ୟ ଲଗାଇବା ଉଚିତ ଅଟେ । କିନ୍ତୁ ସ୍ନାନ କରିବା ସାଙ୍ଗେ ସାଙ୍ଗେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ଏପରି କରିବା ଅଶୁଭ ବୋଲି ମାନାଯାଏ । ସ୍ନାନ କରିବା ପରେ କିଛି ଭୋଜନ କରିସାରି ତାପରେ ହିଁ ସିନ୍ଦୁର ଲଗାଇବା ଉଚିତ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଖାଇବା ପରେ ଆପଣ ପୂଜା କିପରି କରିବେ ? ଆପଣ ବିନା ସିନ୍ଦୁରରେ ମଧ୍ୟ ପୂଜା କରିପାରିବେ । ଏଥିରେ କୌଣସି ଅସୁବିଧା ନାହିଁ ।

ବିବାହିତା ମହିଳାମାନେ କେବେ ମଧ୍ୟ ହାତରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ପ୍ରତିଦିନ ଏକ ନୂଆ କାଠି ନେଇ ସେଥିରେ ଆପଣ ସିନ୍ଦୁର ଲଗାଇ ପାରିବେ । ନଚେତ ହାତରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ ଯେତେ ମଧ୍ୟ ତାଙ୍କ ରୋଜଗାର କଲେ ଘରକୁ ଅଣ୍ଟେନାହିଁ ବୋଲି କୁହାଯାଏ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ସ୍ବାମୀଙ୍କ ଜୀବନ ପ୍ରତି ମଧ୍ୟ ଏହା ବିପଦ ଆଣିପାରେ  ।

କେବେ ମଧ୍ୟ ଖାଲି ମଥାରେ ସିନ୍ଦୁର ଲଗାନ୍ତୁ ନାହିଁ । ପ୍ରଥମେ କେଶକୁ ପାନିଆରେ ଭଲ ଭାବେ କୁଣ୍ଡାଇ ଦିଅନ୍ତୁ ଓ ତାପରେ ହିଁ ସିନ୍ଦୁର ଲଗାନ୍ତୁ । ସନ୍ଧ୍ଯା ସମୟରେ କେବେ ମଧ୍ୟ ସିନ୍ଦୁର ଲଗାନ୍ତୁ ନାହିଁ । ଗାଧୋଇବା ସମୟରେ ବା କେଶ ବନ୍ଧାଥିବା ସମୟରେ ମଥାରେ ସିନ୍ଦୁର ଲାଗିଥିଲେ ଏହାକୁ କେବେ ଧୋଇବେ ନାହିଁ । ପ୍ରଥମେ କେଶକୁ ଖୋଲି ଦିଅନ୍ତୁ ଓ ତାହା ପରେ ହିଁ ସିନ୍ଦୁର ଧୁଅନ୍ତୁ ।

ଯଦି ସିନ୍ଦୁର ଲଗାଇବା ସମୟରେ ସିନ୍ଦୁର ତଳେ ପଡିଯାଏ, ତେବେ କେବେ ମଧ୍ୟ ଭୂମିରେ ପଡିଥିବା ସିନ୍ଦୁର କାଢି ମଥାରେ ଲଗାଇବେ ନାହିଁ । ଏପରି କରିବା ଦ୍ଵାରା ସ୍ବାମୀଙ୍କ ଉପରେ ବିପଦ ଆସିଥାଏ ଓ ସ୍ବାମୀଙ୍କ ମନରେ ଆପଣଙ୍କ ପ୍ରତି ପୂର୍ବ ପରି ଭଲ ପାଇବା କମିଯାଏ । ତେଣୁ ସିନ୍ଦୁର ଯଦି ଟେକ ପଡି ଯାଉଛି ତେବେ ତାହାକୁ ଉଠାଇ ବାହାରେ ଫୋପାଡି ଦିଅନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।