ଗତ 5 ଦିନରେ ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ଅଛି ଆଜି 7 August ର Gold Rate

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କରୋନାର ଗ୍ରାଫ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଏମିତିରେ ଲୋକମାନେ ଆଶ୍ଵସ୍ତିର ସହ ଘରୁ ବାହାରକୁ ବାହାରି ଚାରି ଆଡେ ବୁଲି ପାରୁଛନ୍ତି ଓ ନିଜ ନିଜର କାମ ମଧ୍ୟ କରୁଛନ୍ତି ।

ଏମିତିରେ ସୁନା ଓ ଚାନ୍ଦି ବିଷୟରେ କହିବା ତେବେ ସୁନା ଓ ଚାନ୍ଦିର ମୂଲ୍ୟ ବି ଆଗ ଅପେକ୍ଷା ଧୀରେ ଧୀରେ କମ ହେବାରେ ଲାଗିଛି । କହିବାକୁ ଗଲେ ଦୀର୍ଘ ୫ ଦିନ ଦିନ ହେବ ସୁନା ଓ ଚାନ୍ଦିର ମୂଲ୍ୟ କମ ହେବାରେ ଲାଗିଛି । ଆଜି ବି ପୁଣି ଥରେ ସୁନା ଓ ଚାନ୍ଦିର ମୂଲ୍ୟ କମ ହୋଇଛି । ତେବେ ଚାଳନ୍ତୁ ଜାଣିବା ଆଜି ସୁନାର ମୂଲ୍ୟ କେତେ ଅଛି ।

କହିବାକୁ ଗଲେ ୧୮ କ୍ୟାରେଟ ସୁନା ୧ ଗ୍ରାମ ୩,୭୯୨ ଟଙ୍କା, ୮ ଗ୍ରାମ ୩୦,୩୩୬ ଟଙ୍କା, ୧୦ ଗ୍ରାମ ୩୭,୯୨୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୭୯,୨୦୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତକାଲି ଅପେକ୍ଷା ଆଜି ୧୮ କ୍ୟାରେଟ ସୁନା ୧୦ ଗ୍ରାମକୁ ୧୬୩ ଟଙ୍କା କମିଛି ।

ସେହିଭଳି ୨୨ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ୨୨ କ୍ୟାରେଟ ସୁନା ୧ ଗ୍ରାମ ୪,୬୭୫ ଟଙ୍କା, ୮ ଗ୍ରାମକୁ ୩୭,୪୦୦ ଟଙ୍କା, ୧୦ ଗ୍ରାମକୁ ୪୬,୭୫୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୬୭,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତକାଲି ଅପେକ୍ଷା ୩୧୦ ଟଙ୍କା କମ ହୋଇଛି ।

ସେହିଭଳି ୨୪ କ୍ୟାରେଟ ସୁନା ୧ ଗ୍ରାମ ୪,୮୯୬ ଟଙ୍କା, ୮ ଗ୍ରାମ ୩୯,୧୬୮ ଟଙ୍କା, ୧୦ ଗ୍ରାମ ୪୮,୯୬୦ ଟଙ୍କା, ୧୦୦ ଗ୍ରାମକୁ ୪,୮୯,୬୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତକାଲି ଅପେକ୍ଷା ୩୧୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମ ୬୬.୬୦ ଟଙ୍କା, ୮ ଗ୍ରାମ ୫୩୨.୮୦ ଟଙ୍କା, ୧୦ ଗ୍ରାମ ୬୬୬ ଟଙ୍କା, ୧୦୦ ଗ୍ରାମକୁ ୬,୬୬୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୬,୬୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି କାଲି ଅପେକ୍ଷା ପ୍ରତି ୧ କିଲୋକୁ ୧୦୦ ଟଙ୍କା କମିଛି ।