ଛୋଟ କଥାରୁ ଗୋ-ଷ୍ଠୀ ସଂ-ଘ-ର୍ଷ, ଏକା ସହ ଏତେ ଲୋକ ଆସି ସାହିଲୋକଙ୍କୁ ହା-ଣି ଚାଲିଲେ… କଣ କହୁଛନ୍ତି ଭଉଣୀ ଦେଖନ୍ତୁ Video

ରାଜଧାନୀରେ ଦିନକୁ ଦିନ ଅ-ପ-ରା-ଧ ବଢିବାରେ ଲାଗିଛି । ଅ-ପ-ରା-ଧୀ ମାନେ ପୋଲିସକୁ ମଧ୍ୟ ଭୟ କରୁ ନାହାନ୍ତି । ଦିନ ଦ୍ଵିପ୍ରହର ହେଉ ବା ରାତିଅଧ ଖୋଲାଖୋଲି ଭାବେ କରୁଛନ୍ତି ଗୁ-ଣ୍ଡା-ରା-ଜ । ଆଉ ପୋଲିସ ଏହି ସବୁକୁ ରୋକିବାରେ ଅକ୍ଷମ ହୋଇଛି ।

ଯାହା ଫଳରେ ଅ-ପ-ରା-ଧୀଙ୍କ ସାହସ ଦିନକୁ ଦିନ ବୃଦ୍ଧି ପାଉଛି ଓ ବଢି ଚାଲିଛି ଅ-ପ-ରା-ଧ । ରାଜଧାନୀରେ ଅ-ପ-ରା-ଧ କେତେ ତୀ-ବ୍ର ଭାବେ ବ୍ୟା-ପୁ-ଛି ଏହାର ଅନେକ ଉଦାହରଣ ଆମେ ଦେଖିବାକୁ ପାଉଛି । ତେବେ ଏହି ପରି ଏକ ଜ-ଘ-ନ୍ୟ ଗୋ-ଷ୍ଠୀ ସଂ-ଘ-ର୍ଷ ଦେଖିବାକୁ ଦେଖିବାକୁ ମିଳିଛି, ଭୁବନେଶ୍ବର ମଞ୍ଚେଶ୍ଵରସ୍ଥିତ ମୁ-ଣ୍ଡା ସାହିରେ । ସେଠାରେ ଦୁ-ର୍ବୁ-ର୍ତ୍ତ-ଙ୍କ ଆ-କ୍ର-ମ-ଣରେ ପ୍ରାୟ ୨୦ ରୁ ଅଧିକ ଲୋକ ଆ-ହ-ତ ହୋଇ ନିଜ ଜୀବନ ସହ ସଂ-ଘ-ର୍ଷ କରୁଛନ୍ତି । ଏପରି ଏକ ଭ-ୟା-ନ-କ ଘଟଣାରେ ସଂପୂର୍ଣ୍ଣ ରାଜ୍ୟରେ ଖେଳି ଯାଇଛି କୋକୁଆ ଭ-ୟ ।

ପ୍ରାୟ ୪୦ ରୁ ୫୦ ଜଣ ଯୁବକ ମିଶି ମୁଣ୍ଡା ସାହିରେ ରହୁଥିବା ଲୋକଙ୍କ ଉପରେ ଆ-କ୍ର-ମ-ଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ବସ୍ତି ବାସିନ୍ଦା । ସେଠାରେ ସନ୍ଧ୍ୟା ସମୟରେ ବସ୍ତି ଭିତରକୁ ପଶି ଆସିଥିଲେ ପ୍ରାୟ ୪୦ ରୁ ଅଧିକ ଦୁ-ର୍ବୁ-ର୍ତ୍ତ । ହାତରେ ଧରିଥିଲେ ଖ-ଣ୍ଡା, ଭୁ-ଜା-ଲି, ବ-ନ୍ଧୁ-କ, ର-ଡ୍ ପରି ଅନେକ ମା-ର-ଣା-ସ୍ତ୍ର । ଦୁ-ର୍ବୁ-ର୍ତ୍ତ ମାନେ ପ୍ରାୟ ସାତରୁ ଅଧିକ ଲୋକଙ୍କୁ ଗୁ-ରୁ-ତ-ର ଭାବେ ହା-ଣି ପକାଇଥିଲେ ଓ ଆହୁରି ଅନେକ ଲୋକ ମଧ୍ୟ ସେମାନଙ୍କ ଆ-କ୍ର-ମ-ଣ-ରେ ଆ-ହ-ତ ହୋଇଛନ୍ତି । ବସ୍ତିରେ ସେମାନେ ପ୍ରାୟ ୩୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ଆ-ତ-ଙ୍କ ଖେଳାଇଥିଲେ ।

ଏଥିରୁ ଆପଣ ଅନୁମାନ କରି ପାରୁଥିବେ କି କେତେ ଭ-ୟ-ଙ୍କ-ର ହୋଇଥିବ ସେହି ଦୃଶ୍ଯ ଓ ସେହି ସମୟରେ ବସ୍ତି ବାସିନ୍ଦା କିପରି ଭ-ୟ-ରେ ଥ-ର-ହ-ର ହୋଇଥିବେ । ଆ-ତ-ଙ୍କି ଯୁବକ ମାନେ ବସ୍ତିରେ ପଶିବା ପରେ ଯାହାକୁ ସାମ୍ନାରେ ଦେଖିଲେ ତାକୁ ଆ-କ୍ର-ମ-ଣ କରିଥିଲେ । ସେମାନଙ୍କ ଆ-ତ-ଙ୍କ ଦେଖି ଅନେକ ବସ୍ତି ବାସିନ୍ଦା ନିଜ ନିଜ ଘରେ ବନ୍ଦ ହୋଇ ରହିଥିଲେ । ତଥାପି ଏହି ଆ-କ୍ର-ମ-ଣ-ରୁ ବାଦ ପଡି ନାହାନ୍ତି ଅନେକ ଲୋକ । ଅନେକଙ୍କ ଗାଡି ଭାଙ୍ଗି ପକାଇବା ସହ ଘର ମଧ୍ୟ ଭାଙ୍ଗି ପକାଇଛନ୍ତି ଦୁ-ର୍ବୁ-ର୍ତ୍ତ ।

ସାମାନ୍ୟ କ-ଳି ଝ-ଗ-ଡା-ରୁ ଏହିପରି ଭ-ୟ-ଙ୍କ-ର କା-ଣ୍ଡ ଭି-ଆ-ଇ-ଛ-ନ୍ତି ଦୁ-ର୍ବୁ-ର୍ତ୍ତ । ରାଜଧାନୀରେ ଏହିପରି ଏକ ଘଟଣା ଏତେ ସମୟ ଧରି ଘଟିବା ଏବଂ ତଥାପି ପୋଲିସ ସେଠାରେ ନ ପହଞ୍ଚିବା ଏକ ଖୁବ ଦୁଃଖଦ ବିଷୟ ଅଟେ । ଅ-ପ-ରା-ଧୀ-ଙ୍କୁ ରୋକିବାରେ ରାଜଧାନୀ ପୋଲିସର ଅସକ୍ଷମତା ଏଥିରୁ ସ୍ପଷ୍ଟ ଭାବେ ଜଣାପଡେ । ଏହି ଘଟଣା ପରେ ଏବେ ସମଗ୍ର ଅଞ୍ଚଳରେ ଶୋ-କ ଏବଂ ଭ-ୟ-ର ବାତାବରଣ ଖେଳି ଯାଇଛି ।

ଯଦି ସାଧାରଣ ମଣିଷ ଆଜି ଦୁ-ର୍ବୁ-ର୍ତ୍ତ-ଙ୍କ ଆ-ତ-ଙ୍କ-ରୁ ସୁରକ୍ଷିତ ହୋଇ ପାରୁ ନାହିଁ, ତେବେ ପୋଲିସ କିପରି କାର୍ଯ୍ୟ କରୁଛି ଆପଣ ଅନୁମାନ କରି ପାରୁଥିବେ । ଦେଖାଯାଉ ଦୁ-ର୍ବୁ-ର୍ତ୍ତ-ଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇପାରୁଛି କି ନାହିଁ । ଏଭଳି କା-ଣ୍ଡ ଘଟାଇଥିବା ଅ-ପ-ରା-ଧୀ-ଙ୍କୁ କଡା ଦ-ଣ୍ଡ ମିଳିବା ଆବଶ୍ୟକ ରହିଛି । ଆପଣଙ୍କ ଏହି ଘଟଣାରେ କଣ ମତ ରହିଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।