Tushar ଙ୍କ ଭଉଣୀ କହିଲେ ‘ସେ ମୋ ଭାଇକୁ ଆଇ ଲଭ ୟୁ ମେସେଜ୍ ଦେଇଥିଲା’ ତା ଏକ୍ସ ବୟଫ୍ରେଣ୍ଡ କହିବା ଅନୁସାରେ କରିଥିଲା ଏମିତି କାମ… ଦେଖନ୍ତୁ Video

ଆପଣମାନେ କିଛି ଦିନ ତଳେ ଖ୍ରୀଷ୍ଟ କଲେଜର +୨ ଛାତ୍ର ତୁଷାରକାନ୍ତ ସାହୁ ନିଖୋଜ ହୋଇଯାଇଥିବାର ଖବର ଶୁଣିଥିବେ । ଯାହାର କି ଗତକାଲି ମୃ-ତ ଦେହ ମହାନଦୀ ଯୋବ୍ରା ଆନିକଟ ନିକଟରୁ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ତୁଷାର ଯେଉଁ ଝିଅକୁ ଭଲ ପାଉଥିଲେ ସେହି ଝିଅର ପୁରୁଣା ପ୍ରେମିକ ତୁଷାରଙ୍କୁ ହ-ତ୍ୟା କରିଛି । ଯାହାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚା ବି ଚାଲିଛି । ଏହା ଏଥିପାଇଁ କୁହାଯାଉଛି କାରଣ ତୁଷାରଙ୍କ ପରିବାର ଲୋକମାନେ ଥାନାରେ ଅ-ଭି-ଯୋ-ଗ କରିଥିଲେ କି ତୁଷାରଙ୍କ ଗର୍ଲଫ୍ରେଣ୍ଡର ଏକ୍ସ ବୟଫ୍ରେଣ୍ଡ ତାକୁ ଅ-ପ-ହ-ର-ଣ କରିଛି । ଏମିତିରେ ମୃ-ତ-ଦେ-ହ ମିଳିବା ପରେ ତୁଷାରଙ୍କ ଭଉଣୀ ମି-ଡି-ଆ ସହ କଥାବାର୍ତ୍ତା କରି ନିଜର ମନ୍ତବ୍ୟ ଦେଇଛନ୍ତି ।

ତୁଷାରଙ୍କ ଭଉଣୀ ମିଡିଆ ସହ କଥାବାର୍ତ୍ତା କରି କହିଲେ କି ମୋ ଭାଇ ଓ ସେହି ଝିଅ ବୟଫ୍ରେନ୍ଡ ଓ ଗର୍ଲଫ୍ରେନ୍ଡ ହିସାବରେ କଥା ହେଉଥିଲେ । ଦିନେ ସେହି ଝିଅ ମୋ ଭାଇକୁ ଆଇ ଲଭ ୟୁ ମ୍ୟାସେଜ କରିଥିଲା ଓ ମୋ ଭାଇ ବି ସେହି ଝିଅକୁ ଆଇ ଲଭ ୟୁ ମ୍ୟାସେଜ କରିଥିଲା । ଏହା ସହିତ ଇମୋଜି ମଧ୍ୟ ପଠାଇ ଥିଲେ । ଏମିତିରେ ଯେତେବେଳେ ଏହି କଥା ସେହି ଝିଅର ଏକ୍ସ ବୟଫ୍ରେନ୍ଡକୁ ଜାଣିଲା ତେବେ ସେହି ଝିଅକୁ କହିଲା କି ତୁ ଯାହା କରିଲୁ ଭଲ କରିଲୁ ।

ଏହା ବିଷୟରେ ତୁ ଯା ତୋ ମାକୁ ପଚାରିବୁ ଓ ତୋ ମା କହିବ କି ତୁ ଏହି ଯଉ ଜିନିଷଟା କରିଲୁ ତାହା ଠିକ କରିଲୁ ନା ନା ହିଁ । ଏହା ବିଷୟରେ ଯେତେବେଳେ ଝିଅ ନିଜ ମାକୁ କହିଲା ତେବେ ତାହାର ମା ବେହୋସ ହୋଇଗଲେ । ଝିଅର ଏକ୍ସ ବୟଫ୍ରେନ୍ଡ ଏହି ସବୁ ବିଷୟରେ ଜାଣିବା ପରେ ସେହି ଝିଅ ମୋ ଭାଇକୁ ବାରମ୍ବାର କହିଲା କି ଏହି ସବୁ ଜିନିଷ ତୁ ତୋ ମୁଣ୍ଡକୁ ନେ ଓ ମୋ ବୟଫ୍ରେନ୍ଡକୁ ଭୁଲ ମାଗେ । ଏହି ସବୁ କଥା ଜାଣିବା ପରେ ଆମେ ପୁରା ନିଶ୍ଚିତ ହୋଇଗଲୁ କି ମୋ ଭାଇର ମୃ-ତ୍ୟୁ ପଛରେ ସେହି ଝିଅର ଏକ୍ସ ବୟଫ୍ରେନ୍ଡ ସାମିଲ ଅଛି ।

ଏହା ପରେ ତୁଷାରଙ୍କ ଭଉଣୀ କହିଲେ କି ସେହି ଝିଅ ଆମକୁ କହିଲା କି ସେ ତାର ଏକ୍ସ ବୟଫ୍ରେନ୍ଡ ସହ ୧.୫ ମାସ ହେବ ରିଲେସନଶିପରେ ନାହିଁ । ଏମିତିରେ ତାଙ୍କର ଭଉଣୀ ପ୍ରଶ୍ନ କରୁଛନ୍ତି କି ଯଦି ତୁ ରିଲେଶନରେ ନ ଥିଲୁ ତେବେ ମଙ୍ଗଳବାର ଦିନ ଅର୍ଥାତ ମୋ ଭାଇ ଯଉ ଦିନ ଘରୁ ନିଖୋଜ ଥିଲା ସେହି ଦିନ ସନ୍ଧ୍ୟା ସମୟରେ ଏହି ଘଟଣା ହେଲା ସେହି ସମୟରେ ତୁ କେମିତି ମୋ ଭାଇକୁ କହିଲୁ କି ତାକୁ ସରି କହିବା ପାଇଁ ।

ଅନ୍ୟ ପଟେ ଝିଅ କହୁଛି କି ତାର ଏକ୍ସ ବୟଫ୍ରେନ୍ଡର ୫ ଦିନ ହେବ ଦେହ ଖରାପ ଅଛି । ତୁଷାରଙ୍କ ଭଉଣୀ ପ୍ରଶ୍ନ କରୁଛନ୍ତି କି ଯଦି ତୁ ୧.୫ ମାସ ହେବ କଥାବାର୍ତ୍ତା କରୁ ନାହଁ ଓ ତା ସହିତ ତୁ ରିଲେଶନରେ ନ ଥିଲୁ ଓ ସେ ସେହି ସମୟରେ ତୋର ଏକ୍ସ ବୟଫ୍ରେନ୍ଡ ହେଇଗଲା ତେବେ ଏକ୍ସ ବୟଫ୍ରେନ୍ଡର ଦେହ ଖରାପ ଅଛି ବୋଲି ତୁ କେମିତି ଜାଣିଲୁ ଓ ତାର ଫୋନ ୫ ଦିନ ହେବ ସୁଇଚଅପ ଅଛି ବୋଲି କେମିତି ଜାଣିଲୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।