Vastu Shstra- ସକାଳୁ ଉଠିବା ପରେ କହି ଦିଅନ୍ତୁ ଏହି ଦୁଇ ଶବ୍ଦ, କେବେବି ପାଖ ମାଡିବନି ଦରିଦ୍ରତା

ନମସ୍କାର ବନ୍ଧୁଗଣ । କଣ ଆପଣ ମାନଙ୍କ ଘରେ ପ୍ରତି ଦିନ ଅସାନ୍ତି ଲାଗୁ ରହୁଛି । ଏହା ଛଡା କୌଣସି ମାନସିକ ଚିନ୍ତା ରହିବା ସହ ଘରେ କଳହ ସୃଷ୍ଟି ହେଉଛି । ଏହା ବ୍ଯତୀତ ବ୍ୟବସାୟକୁ ନେଇ ମଧ୍ୟ କିଛି ସମସ୍ଯା ସୃଷ୍ଟି ହେଉଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ କଣ କରିଲେ ଏହି ସବୁ ସମସ୍ୟାର ସମାଧାନ କଣ ରହିଛି ସେହି ବିସୟରେ କହିବାକୁ ଯାଉଛୁ । ଭଗବାନ ଶିବ ଓ ମା ପାର୍ବତୀ ଙ୍କର ପୂଜା ଆରାଧନା କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଶବ୍ଦର ପ୍ରୟୋଗ କରିବାକୁ କହିବାକୁ ଯାଉଛୁ ଯାହାର ପାଳନ କରିଲେ ନାରୀ ହେଉ ବା ପୁରୁଷ ହେଉ ତାଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହେବ । ଆପଣ ସବୁ ମାନସିକ ଚିନ୍ତାରୁ ମୁକ୍ତ ହେବେ ।

ଯେଉଁ ମାନେ ବିଦ୍ୟାର୍ଥୀ ସେମାନେ ମଧ୍ୟ ଏହି ଶବ୍ଦର ଉଚ୍ଚାରଣ କରିଲେ ସେମାନେ ନିଜ ଜୀବନରେ ସଫଳା ହେବେ । ନାରୀ ମାନେ ସକାଳୁ ଉଠିବା ପରେ ଏହି ଶବ୍ଦର ଉଚ୍ଚାରଣ କରିଲେ ତାଙ୍କ ଜୀବନରେ ସୁଖଶାନ୍ତିର ଆଗମନ ହେବ । ଭଗବାନଙ୍କ ଆଶୀର୍ବାଦ ପାଇବାକୁ ହେଲେ ସକାଳଉ ଜଲ୍ଦି ଉଠି ସ୍ନାନ କରି ପୂଜା ପାଠ କରିବା ଉଚିତ । ଏଠାରେ ଯେଉଁ ଦୁଇଟି ଶବ୍ଦ କୁହା ଯାଇଛି ତାହା ଅକଳ୍ପନୀୟ ଅଟେ ।

ଯଦି ନୂଆ ବିବାହିତା ମହିଳା ଏହି ଦୁଇ ଶବ୍ଦର ଉଚ୍ଚାରଣ ସକାଳୁ ନିତ୍ୟକର୍ମ ସାରି କରନ୍ତି ତେବେ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ନାରୀ ମାନେ ଉତ୍ତମ ସନ୍ତାନର ପ୍ରାପ୍ତ ହୋଇଥାନ୍ତି । ଏହା ସହ ଏହି ଶବ୍ଦର ପ୍ରୟୋଗ କରିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏହି ଶବ୍ଦର ସକାଳେ ସ୍ଵଚ୍ଚତାର ସହ ଜପ କରିଲେ ଆୟୁଷ ମଧ୍ୟ ବୃଦ୍ଧି ହୋଇଥାଏ । ଏହା ଛଡା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଯଦି ବ୍ୟବସାୟୀ ମାନେ ଏହି ଶବ୍ଦର ଜପ କରିବେ ତେବେ ସେମାନଙ୍କର ଉନ୍ନତି ହେବା ସହ ରୋଜଗାର ମଧ୍ୟ ବୃଦ୍ଧି ହେବ ।

ଗୁରୁଜନ ମାନେ କହିଛନ୍ତି ଯଦି ସକାଳେ ଉଠିବା ପରେ ଭଗବାନଙ୍କ ନାମ ସ୍ମରଣ କରାଯାଏ ତେବେ ଦିନ ଭଲ ରହିଥାଏ ଓ କାମରେ ମଧ୍ୟ ମନ ଲାଗିଥାଏ । ଏହି ଅମୂଲ୍ୟ ଶବ୍ଦ ଯାହା ଅତି ଚମତ୍କାରୀ ଅଟେ “ଓମ ଝୁମ ସ୍ଵାହା”। ଏହି ମନ୍ତ୍ର ହେଉଛି ଲୌହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଯାହାକୁ ଜପ କରିଲେ ସବୁ ଦୁଖ କଷ୍ଟର ନିବାରଣ ହୋଇଥାଏ ।

ଅନ୍ୟ ଏକ ମନ୍ତ୍ର ହେଉଛି ” କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ” । ଏହି ମନ୍ତର ଅର୍ଥ ହେଉଛି ମା ହାତର ଆଗ୍ରା ଭାଗରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ମ୍ଧ୍ୟରେ ମା ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ଶ୍ରୀ କୃଷ୍ଣ ଗୋବିନ୍ଦଙ୍କ ବାସ ରହିଥାଏ । ତେଣୁ ସକାଳୁ ଉଠିବା ପରେ ନିଜ ହାତ ଦେଖି ଏହି ମନ୍ତ୍ରର ଜପ କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।