ଦିନେ କ୍ଷେତରେ ଚଲାଉଥିଲେ ଓଟ ଗାଡି, ପୁଣି ବନିଲେ ଆଇପିଏସ (IPS) ଅଫିସର, ବର୍ଦ୍ଦି ପିନ୍ଧିବା ପରେ ସବୁଠୁ ପ୍ରଥମେ ମା-ବାପାଙ୍କ ସହିତ କଲେ ଏମିତି କାମ, ଶୁଣିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଆପଣ ମାନେ “ଓମ ଶାନ୍ତି ଓମ’ ଫିଲ୍ମ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ସାରୁଖନଙ୍କର ଗୋଟେ ଡାଇଲାଗ ଥିଲା ଯେ “ଅଗର କିସି ଚିଜ କୋ ଦିଲ ସେ ଚାହୋ ତୋ ସାରି କାଏନତ ଉସେ ତୁମ ସେ ମିଲାନେ ମେ ଲଗ ଜାତି ହେ “।

ବାସ୍ତବରେ ଦେଖିବାକୁ ଗଲେ ଏହାର ଅର୍ଥ ହେଉଛି ଆମେ ଯାହା ଭାବିଥାଉ ତାହା ଆମ ଜୀବନରେ ଘଟିଥାଏ । ତେବେ ଆସନ୍ତୁ ଜାଣିବା ଯେ ଏହାର ପ୍ରକୃତ ଅର୍ଥ କଣ ରହିଛି । କଥାରେ ଅଛି ଆମେ ଯାହା ଭବିଥାଉ ସେପରି ଆମ ସହ ହୋଇଥାଏ । ଆମେ ଏଠାରେ ଯେଉଁ ସତ୍ୟତା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଏକ ଗରିବ ଚାଷୀର ପୁଅର କାହାଣୀ ଯିଏ ନିଜର ଏକାଗ୍ରତା ଓ ପରିଶ୍ରମ ଯୋଗୁ ସଫଳତା ହାସଲ କରିଛନ୍ତି ।

ଏହି ଚାଷୀଙ୍କର ପୁଅ ଗୋଟେ ସମାୟରେ ଚାଷ କରୁଥିଲେ । ଏହା ପରେ ନିଜର ମେହନତ ଓ ପରିଶ୍ରମ ଯୋଗୁ ୬ ବର୍ଷ ମଧ୍ୟରେ ସରକାରୀ ଚାକରି ପାଇଁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ଏହି ଚାଷୀଙ୍କ ପୁଅର ନାଁ ଜାଣିବାକୁ ନିଶ୍ଚୟ ଇଚ୍ଛୁକ ଥିବେ ।

ସେହି ବ୍ୟକ୍ତିଙ୍କ ନାଁ ହେଉଛି ଆପିଏସ ପ୍ରେମସୁଖ ଡେଲୁ ଯିଏ ରାଜସ୍ଥାନର ବୀକାନେର ଜିଲ୍ଲାର ଏକ ଛୋଟ ଗାଁରେ ରହୁଛନ୍ତି । ତାଙ୍କର ଗାଁର ନାଁ ହେଉଛି ରାଶିସର । ତାଙ୍କ ପରିବାରରେ ୪ଜଣ ଭାଇ ଭଉଣୀଙ୍କ ମଧ୍ୟରୁ ସେ ଛୋଟ ଅଟନ୍ତି । ତାଙ୍କ ପିତା ଜଣେ ଚାଷୀ ଅଟନ୍ତି । ତାଙ୍କ ପରିବରେ ପଇସାର କମି ଥିବାରୁ ସେ ପାଠ ପଢିବା ସହ ନିଜ ପଇତାଙ୍କ ସହ ଚାଷ ମଧ୍ୟ କରନ୍ତି । ଏହା ଛଡା ସେ କ୍ଷେତରେ ଓଟ ଗାଡି ଚଲାଇଥାନ୍ତି ।

ତାଙ୍କର ପାଠପଢା ସରକାରୀ ସ୍କୁଲରେ ୧୦ମ ଯାଏଁ ରହିଥିଲା । ଏହା ପରେ ସେ ବୀକାନେରର ଡୁଙ୍ଗର କଲେଜରେ ୧୨ ଶ୍ରେଣୀ ପାସ କରିଥିଲେ । ଗ୍ରାଜ୍ୟୁସନର ପାଠପଢା ସେ ମହାରାଜା ଗଙ୍ଗା ସିଂ ବିଶ୍ଵବିଦ୍ୟାଳୟରେ କରିଥିଲେ । ସେ ନିଜର ମେହନତ ଓ ପରିଶ୍ରମ ଦ୍ଵାରା ଇତିହାସରେ ଗୋଲ୍ଡ ମେଡାଲ ଜିତିଥିଲେ । ତାଙ୍କ ପାଠପଦ୍ଧରେ ଅନେକ ସାମସ୍ୟା ଆସିଥିଲେ ମଧ୍ୟ ତାଙ୍କ ମାତା ପିତା ତାଙ୍କର କୌଣସି କମି ରଖି ନ ଥିଲେ । ତାଙ୍କ ମାତା ପିତା ନିଜ ପୁଅ ପାଇଁ ଜରୁରୀ ପାଠପଢା ଜିନିଷର ବ୍ୟବସ୍ଥା କରୁଥିଲେ ।

ଏହାକୁ ନେଇ ପ୍ରେମସୁଖ ନିଜ ରାଏରେ କହିଛନ୍ତି ଯେ ତାଙ୍କ ପିତା ଅଭୁତ ମେହନତ କରି ତାଙ୍କ ପାଢପଢା ପାଇଁ ଆବଶ୍ୟକ ଜିନିଷ ଯୋଗାଉଥିଲେ । ନିଜ ପିତାଙ୍କର ଅବସ୍ଥା ଓ ମେହନତକୁ ଆଖି ଆଗରେ ରଖି ସେ ସରକାରୀ ଚାକିରି କରିବାକୁ ନିସପତି ନେଇଥିଲେ । ପ୍ରେମସୁଖ ଆହୁରି ମଧ୍ୟ କହିଛନ୍ତି ଯେ ସେ ସରକାରୀ ଚାକିରି ପାଇଁ ସେ ୨୦୧୦ରେ ପଟବାରିର ପରୀକ୍ଷା ଦେଇ ଏଥିରେ ସଫଳ ହୋଇ ଚାକିରି ପାଇଥିଲେ । ୨୦୧୧ରେ ସେ ଆସିଷ୍ଟାନ୍ଟ ଜେଲର ବ୍ଯତୀତ ବିଏଡି ପରୀକ୍ଷା ଦେଇ ଶିକ୍ଷକ ଚାକିରି କରିଥିଲେ ।

ଶିକ୍ଷକ ଚାକିରି ପରେ ତାଙ୍କର ନିଯୁକ୍ତି ତହସିଲଦାରରେ ହୋଇଥିଲା । ତହସିଲଦାର ପଦରେ ରହି ସେ ୟୁପିଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ସେ ନିଜର ଡିୟୁଟି ସରିବନରେ ପରେ ନିଜ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।ଏତେ ସବୁ ସମସ୍ଯା ପରେ ମଧ୍ୟ ସେ ୨୦୧୫ରେ ୟୁପିଶେଷ ପରୀକ୍ଷାରେ ସଫଳ ହୋଇଥିଲେ । ଏହି କାହାଣୀରୁ ସ୍ପଷ୍ଟ ହେଉଛି ଯେ ବ୍ୟକ୍ତି ନିଜ ଜୀବନରେ କିଛି ହାସଲ କରିବାକୁ ଚାହୁଥାଏ ତେବେ ମେହନତ କରି ପାଇ ପାରିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ