Jyotish Shastra- ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି 5 ଟି ନାମର ଝିଅ

ଆଜି ଆମେ ଆପଣଙ୍କୁ କହିବୁ ସେହି ୫ଟି ନାଁ ଥିବା ଝିଅ ଯିଏ ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା କିଏ ସେହି ୫ଟି ନାମର ଝିଅ । ଅନେକ ଥର ଜୀବନରେ ଧୋକାବାଜ୍ ପାର୍ଟନର ମିଳି ଯାଇଥାନ୍ତି ।

ସେଥିପାଇଁ ପ୍ରେମ ନା କେବଳ ହୃଦୟରୁ କରିବେ, ମନରୁ ମଧ୍ୟ ଭଲ ପାଇବା ଦରକାର । ଆପଣ ଆପଣଙ୍କ ନାଁରୁ ଜାଣି ପାରିବେ ଆପଣଙ୍କୁ ପ୍ରେମରେ କେତେଥର ଧୋକା ମିଳିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯାହାଙ୍କୁ ଜୀବନରେ କେବେ ପ୍ରକୃତ ମିଳି ପାରେ ନାହିଁ । ଯଦି ପ୍ରେମ ମିଳିବି ଯାଏ ତେବେ ଆଗକୁ ଯାଇ ଏମାନଙ୍କୁ ଧୋକା ମିଳିଥାଏ ।

୧- A ନାମ ଥିବା ଝିଅ : ଏହି ନାଁ ଥିବା ଝିଅଙ୍କୁ ପ୍ରେମ ତ ମିଳିଥାଏ କିନ୍ତୁ ସମ୍ପୂର୍ଣ୍ଣ ଭାବେ ନୁହେଁ । ଏମାନଙ୍କ ଜୀବନରେ ସବୁବେଳେ କିଛି ନା କିଛି ସମସ୍ୟା ବନିଥାଏ ଯେଉଁ କାରଣ ପାଇଁ ଏମାନେ ତାଙ୍କ ଲଭ୍ ଲାଇଫ କେବେ ଉପଭୋଗ କରି ପାରନ୍ତି ନାହିଁ । ବେଳେବେଳେ ଏମାନେ ଏତେ ବିରକ୍ତି ହୋଇ ଯାଆନ୍ତି ଯାହା ଫଳରେ ଏମାନଙ୍କର ଲଭ୍ ଉପରୁ ଭରସା ଉଡିଯାଏ ।

୨- C ନାମ ଥିବା ଝିଅ : ପ୍ରେମ ସମ୍ବନ୍ଧରେ ଏହି ନାମ ଥିବା ଝିଅ ଅନେକ ସାହାସୀ ହୋଇଥାନ୍ତି । ଏମାନଙ୍କର ଧର୍ଯ୍ୟ ବହୁତ କମ୍ ହୋଇଥାଏ । ଏମାନେ ନାଜ କାମର ସଙ୍ଗେସଙ୍ଗେ ଫଳାଫଳ ଚାହାଁନ୍ତି । ଏହି କାରଣ ପାଇଁ ଏମାନଙ୍କୁ ଅନେକ ଥର ପ୍ରେମରେ ସମସ୍ୟାର ସାମ୍ନା କରିଥାନ୍ତି । ପ୍ରକୃତରେ ଏହି କାରଣ ପାଇଁ ପାର୍ଟନର ବୋର୍ ହୋଇ ଯାଆନ୍ତି, ଏମାନଙ୍କୁ ଛାଡ଼ି ଦେଇଥାନ୍ତି ।

୩- G ନାମ ଥିବା ଝିଅ : ଏହି ନାମର ଝିଅ ହୃଦୟରୁ ଭଲ ଏବଂ ପ୍ରେମ ମାମଲାରେ ବହୁତ ଲାଜକୁଳୀ ହୋଇଥାନ୍ତି । ଯାହାକୁବି ଏମାନେ ଭଲ ପାଆନ୍ତି ହୃଦୟ ସହ ଭଲ ପାଆନ୍ତି କିନ୍ତୁ ଜୀବନରେ ଧୋକା ଖାଇଥାନ୍ତି । ଏମାନେ ନିଜ ଭୁଲ ଦ୍ବିତୀୟ ଥର କରନ୍ତି ନାହିଁ । ଏମାନଙ୍କ ମନରେ ଯାହା ଚାଲିଥାଏ ଏମାନେ ତାହା କରି ନିଶ୍ବାସ ନିଅନ୍ତି ।

୪- K ନାମ ଥିବା ଝିଅ : ଏମାନେ ନିଜ ପାର୍ଟନରକୁ ଯେତେବି ଭଲ ପାଆନ୍ତି କିନ୍ତୁ ଏମାନଙ୍କ ପାର୍ଟନର କୈାଣସି ନା କୈାଣସି କାରଣ ପାଇଁ ଏମାନଙ୍କୁ ଛାଡ଼ି ଦେଇ ଥାଆନ୍ତି । ଧୋକା ଖାଇଲା ପରେ ଏହି ଅକ୍ଷରର ଝିଅମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥାନ୍ତି ଏବଂ ସେମାନେ କିଛି ବୁଝି ପାରନ୍ତି ନାହିଁ ଏମାନଙ୍କ ଭାଗ୍ୟ ଖରାପ୍ ନାଁ ଆଉ କିଛି ।

୫- P ନାମ ଥିବା ଝିଅ : ଏମାନଙ୍କ ଜୀବନରେ ସବୁବେଳେମଧ୍ୟ ଏମିତି ପରିସ୍ଥିତି ଆସିଥାଏ ଯାହାଦ୍ଵାରା ଏମାନଙ୍କୁ କେବେ ପ୍ରକୃତ ପ୍ରେମ ମିଳି ନଥାଏ । ଯଦି ଏମାନଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ମିଳିବିଯାଏ କିନ୍ତୁ ସେହିପରି ପ୍ରେମ ମିଳେନାହିଁ ଯେଉଁପରି ଏମାନେ ଭାବିଥାନ୍ତି । ଏହାପରେ ଏମାନେ ନିଜ ଲାଇଫ ସେଟେଲ କରିବାରେ ଲାଗିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।