ଧନର ଅଭାବ ଦେଖା ଦେଲେ ଜାଣନ୍ତୁ କଣ କରିବେ ? ଆଜିର 20 + Anuchinta

ନମସ୍କାର ବନ୍ଧୁଗଣ । ମଣିଷ ନିଜ ଜୀବନରେ ଅନ୍ୟକୁ କିଛି ଜିନିଷର ଦାନ କରିବା ବହୁତ ମହତ୍ବପୂର୍ଣ୍ଣ କମ ହୋଇଥାଏ । ଦାନ କରିବା ଫଳରେ ସବୁ ଇଚ୍ଛା ପୂରଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଦାନ କରିବା ଦ୍ଵାରା କେଉଁ ସବୁ ଉପକାରିତା ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କ ଘରେ କଳହ ଲାଗି ରାହୁଥାଏ ତେବେ ନୀତିଦିନ ଗୁଡ ଦାନ କରିଲେ ଏହାର ଶୁଭଫଳ ମିଳିଥାଏ । ଯଦି ସୋମବାର ଦିନ କ୍ଷୀର, ଚାଉଳ ବା ଚିନୀ ଦାନ କରାଯାଏ ତେବେ ଘରକୁ ସୁଖଶାନ୍ତିର ଆଗମନ ହୋଇଥାଏ । ମଙ୍ଗଳବାର ଦିନ ନାଲି ଫଳ ବା ନାଲି ବସ୍ତ୍ର ଦାନ କରିଲେ ରୋଗ ବୈରାଗ,ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳିଥାଏ । ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗା ଯାଇଥିବା ଫଳ ଆଡିକୁ ଗରିବ ଲୋକଙ୍କ ମଧ୍ୟରେ ବାନ୍ତି ଦେଲେ ଧନ ସମ୍ପତି ପ୍ରାପ୍ତ ହୋଇଥାଏ ।

ଶନିବାର ଦିନ ଘରେ ଖେଚେଡୀ କରି ବା ଚଣା ଦାନ କରିଲେ ଯେଉଁ କାମରେ ବାଧା ସୃଷ୍ଟି ହେଉଥିବା ତାହା ଦୂର ହେବ । ଗୋଟିଏ ପାତ୍ରରେ ଦେଶୀ ଘିଅ ରଖି ଅନ୍ୟ କୌଣସି ବ୍ୟକ୍ତିକୁ ଦାନ କରିଲେ ଘରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ । କେବେ ବି ପ୍ଲାଷ୍ଟିକ ଜିନିଷର ଦାନ କରିବା ଅନୁଚିତ କାରଣ ଏହା ଦ୍ଵାରା ଘରେ ଓ ବ୍ୟବସାୟରେ ଅବନତି ହୋଇଥାଏ ।

କେବେ ବି ଭୁଲରେ କାହାକୁ ଝାଡୁ ଦାନ କରିବା ଅନୁଚିତ କାରଣ ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ତେଲେ ଦାନ କରିବା ଶୁଭ ହୋଇଥିଲେ ମଧ୍ୟ ବ୍ୟବହାର କରା ଯାଇଥିବା ତେଲ ଦାନ କରିବା ଅଶୁଭ ହୋଇଥାଏ । ବ୍ୟବହାର କରୁଥିବା ବସ୍ତ୍ର ଅନ୍ୟ କାହାରୀକୁ ଦାନ କରିବା ଅନୁଚିତ କାରଣ ଏହା ଦ୍ଵାରା ଆର୍ଥିକ ସମସ୍ଯା ହୋଇଥାଏ । କୌଣସି ଲୁହା ଜାତୀୟ ଜିନିଷ କାହାକୁ ଦାନ କରିବା ଅନୁଚିତ । ଭୁଲରେ କେବେ ବି ବାସୀ ଖାଦ୍ଯ ଦାନ କରିବା ଅନୁଚିତ ଏହା ଦ୍ଵାରା ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଗରିବ ଦୁଖୀ ଲୋକ ବା ପିତାମାତାଙ୍କୁ ଦାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ, ପୁତ୍ର ବା ପରିବାର ଲୋକଙ୍କୁ ଦୁଖୀ ରଖି ଦାନ କରୁଥାଏ ତାହାର ବିପରୀତ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି କିଛି ଜିନିଷ ଦାନ କରୁଥିବେ ସେ ପୂର୍ବ ଦିଗକୁ ମୁଖ କରି ଦାନ କରିବା ଦ୍ଵାରା ତାଙ୍କର ଆୟୁଷ ବଢିଥାଏ ।

ଅର୍ଣ୍ଣ, ଜଳ, ଘୋଡା, ବସ୍ତ୍ର, ଗାଈ, ଆସନ ଦାନ କରିବା ଦ୍ଵାରା ମୃ-ତ୍ୟୁ ପରେ ଯେଉଁ କଷ୍ଟ ଭୋଗିବାକୁ ପଡେ ତାହା ଦୂର ହୋଇଥାଏ । ଯେଉଁ ମାନେ ମୂର୍ଖ, ଚୋରା ବା ଠକ ପ୍ରକୃତିର ହୋଇଥିବେ ସେମାନଙ୍କୁ ଦାନ କରିବା ଅନୁଚିତ । ଯେଉଁ ବ୍ୟକ୍ତି କିଛି ପାଇବାର ଆଶା ନ ରଖି ଦାନ ଧର୍ମ କରିଥାଏ ସେ ତା ଜୀବନରେ ଭଲ ଫଳ ପାଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।