Jyotish Shastra- ଶାଶୁଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଏହି 5 ଟି ନାମର ଝିଅ

ଆମ ଶାସ୍ତ୍ର ଅନୁସାରେ ପ୍ରତେକ ନାରୀକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ । ପ୍ରତେକ ନାରୀ ପ୍ରେମ ଓ କେୟାର କରିବାରେ ଆଗରେ ରହିଥାନ୍ତି । ନାରୀ ମାନଙ୍କର ଅଲଗା ଅଲଗା ସ୍ଵଭାବ ଯୋଗୁ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ନାରୀ ମାନଙ୍କର ସ୍ଵଭାବ ଯୋଗୁ ସେମାନଙ୍କ ଆଖପାଖରେ ଥିବା ଲୋକ ମାନଙ୍କର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ନାରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଶାଶୁ ଘରେ ନିଜର ସ୍ଵଭାବ ଯୋଗୁ ସମସ୍ତଙ୍କର ଦିଲକୁ ଜିଟିଥାନ୍ତି । “P” ନାମର ନାରୀ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ନାରୀ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଅନ୍ୟର ଦୁଖରେ ଏମାନେ ସାଥ ଦେବାକୁ ଆଗେଇ ଆସିଥାନ୍ତି । ଏମାନେ ନିଜ ଶାଶୁଘର ଲୋକଙ୍କର ବହୁତ କେୟାର ନେବା ସହ ସମସ୍ତଙ୍କୁ ସମାନ ମଧ୍ୟ ଦେଇଥାନ୍ତି ।

“V” ନାମର ନାରୀମାନେ : ଏହି ନାମରୁ ଆରମ୍ଭ ହେଉଥିବା ନାରୀ ମାନେ ନିଜ ଶାଶୁଘରେ ନିଜର ଭଲ ବ୍ୟବହାର ଯୋଗୁ ସମସ୍ତଙ୍କର ହୃଦୟକୁ ଜିଟିଥାନ୍ତି । ଏମାନଙ୍କର ନିଜ ପାର୍ଟନରଙ୍କ ସହ ବହୁତ ଭଲ ସମ୍ପର୍କ ରହିଥାଏ । ଏମାନଙ୍କର ଏହି ସ୍ଵଭାବ ଯୋଗୁ ଏମାନେ ସମସ୍ତଙ୍କର ଲାଡଲି ହୋଇଥାନ୍ତି । ସମସ୍ତଙ୍କ ଲାଇଫରେ ଏହି ନାରୀମାନେ ଅଧିକ ମହତ୍ଵ ହୋଇଥାନ୍ତି ।

“N” ନାମର ନାରୀମାନେ : ଏହି ନାମର ନାରୀ ମାନେ ବାହାରରୁ ଶକ୍ତ ଓ ଭିତରରୁ ବହୁତ ସଫ୍ଟ ହୋଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କର ଯତ୍ନ ନେବା ସହ ଶାଶୁଘରେ ସମସ୍ତଙ୍କର ଯତ୍ନ ନେଉଥିବାରୁ ଏମାନଙ୍କୁ ଭାଗ୍ୟଶାଳୀ ମାନାଯାଏ । ଏମାନେ ନିଜର ଭଲ ସ୍ଵଭାବ ଯୋଗୁ ସମସ୍ତଙ୍କର ଦିଲ ଜିତିବା ସହ ଲାଡଲି ମଧ୍ୟ ହୋଇଥାନ୍ତି ।

“S” ନାମର ନାରୀମାନେ : ଏହି ନାମରୁ ଆରମ୍ଭ ହେଉଥିବା ନାରୀ ମାନେ ବହୁତ ବୁଦ୍ଧିମାନ ହୋଇଥିଲେ ମଧ୍ୟ ଏମାନଙ୍କ ସ୍ବଭାବରେ କିଛି ପରିବର୍ତ୍ତନ ହୋଇଥାଏ । ଏମାନେ ଶାଶୁଘରେ ପାଦ ଦେବା ମାତ୍ରେ ହିଁ ସବୁ ଶୁଭ ହୋଇଥାଏ । ଏମାନେ ସବୁ ପରିସ୍ଥିତିକୁ ହ୍ୟାଣ୍ଡେଲ କରିବାରେ ମାହିର ହୋଇଥାନ୍ତି । ସମସ୍ତଙ୍କ ଖୁସିକୁ ଆଖି ଆଗରେ ରଖି ଏମାନେ ଏଭଳି କିଛି କାମ କରିଥାନ୍ତି ଯାହା ଫଳରେ ଏମାଙ୍କ ଶାଶୁଘର ଲୋକେ ଏମାନଙ୍କ ଉପରେ ଖୁସି ହୋଇଥାନ୍ତି । ଏମାନେ ଅଧିକ ଧନୀ ହୋଇଥିବାରୁ ଏମାନଙ୍କ ଜୀବନ ବହୁତ ଖୁସିରେ ବୀତିଥାଏ ।

“R’ ନାମର ନାରୀ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ନାରୀ ମାନେ ନିଜର ଅଲଗା ପ୍ରତିଷ୍ଠା କରିବାରେ ଇଚ୍ଚୁକ ଥିଲେ ମଧ୍ୟ ନିଜ ପରିବାର ଲୋକଙ୍କୁ ନେଇ ସବୁ ସମୟରେ ଚାଲିବାକୁ ପସନ୍ଦ କରନ୍ତି । ଏମାନଙ୍କର ଏହି ସ୍ଵଭାବ ଯୋଗୁ ଏହି ନାରୀ ମାନଙ୍କର ଶାଶୁ ଘର ଲୋକ ମାନଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କ କେୟାର ନେବା ସହ ନିଜ ପରିବାରର ମଧ୍ୟ କେୟାର କରନ୍ତି ଓ ସେମାନଙ୍କୁ ମାନ ସମାନ ଦେଇଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।