କୋରୋନା ଭାଇରସର ଦିତୀୟ ଲହର ଯେପରି ଭାବେ ପୁରା ବିଶ୍ବରେ ବ୍ୟାପିବାରେ ଲାଗିଛି ତାହାକୁ ରୋକିବା ଅସମ୍ଭବ ଅଟେ । ଏହି କୋରୋନା ମହାମାରୀରୁ କିଛି ମାତ୍ରାରେ ରକ୍ଷା ପାଇବା ପାଇଁ କୋଭିଡ-୧୯ର ଟୀକା ବା ଭ୍ୟାକ୍ସିନ ବାହାରିଛି । ଏହି ଟୀକା ୪୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ନେଇ ପାରିବେ । କିନ୍ତୁ ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କ ପାଇଁ କୋଭିଡ ଟୀକା ଲାଗୁ କରା ଯାଇଛି ।
ଯାହାକୁ ବର୍ତ୍ତମାନ ପୁରା ରାଜ୍ଯରେ ସମସ୍ତ କୋଭିଡ କେନ୍ଦ୍ର ମାନଙ୍କରେ ଦିଆ ଯାଉଛି । କିନ୍ତୁ ଏଥି ପାଇଁ ଆମକୁ କୋଭିଡ କେନ୍ଦ୍ରକୁ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡୁଛି । ଆଜି ଆମେ ଆପଣ ମାନଙ୍କୁ ଘରେ ରହି କିଭଳି ଭାବେ କୋରୋନା ସହ ଲଢିବାକୁ ହେବ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କୁ ସାଧାରଣ ଥଣ୍ଡା ବା ଜ୍ଵର ଏହା ସାମାନ୍ୟ ଭାଇରାଲ ହେଇପାରେ ବୋଲି ଡାକ୍ତର ମାନେ ନିଜ ମତରେ କହିଛନ୍ତି ।
ଯଦି ଆପଣଙ୍କୁ ୩ ଦିନ ପର୍ଯ୍ୟନ୍ତ ଥଣ୍ଡା ବା ଜ୍ଵର ହେଇଥାଏ ତେବେ ଏହା କୋରୋନାର ଲକ୍ଷଣ ହୋଇପାରେ । ସେଥି ପାଇଁ ଘରେ ରହି ଚିକିତ୍ସା କରାଯାଇ ପାରିବ । ପ୍ରଥମେ ନିଜ ଖାଦ୍ଯ ପ୍ରତି ଧ୍ୟାନ ଦେବା ଉଚିତ । ଉଷୁମ ପାଣି ପିବା ସହ ନିରାମିଷ ଖାଦ୍ୟ ଯେମିତିକି ମାଛ, ମାଂସ, ଅଣ୍ଡା ଆଦି ଖାଇ ପାରିବେ ନାହି । ଏହା ସହ କ୍ଷୀର, ଲେମ୍ବୁ, ଅଦା ଅତି ମାତ୍ରାରେ ସେବନ କରିବା ଉଚିତ । ଭିଟାମିନ ସି ଔଷଧ ସେବନ କରିଲେ ଆପଣଙ୍କ ଶରୀରରେ କୌଣସି ଭୂତାଣୁ ରହି ନ ଥାଏ ।
ଭିଟାମିନ ଡି ଔଷଧ ଖାଇଲେ ଆପଣଙ୍କ ଶରୀରରେ ଇମୁନିଟି ପାୱାର ବଢିଥାଏ । ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ଲାଗୁଛି ତେବେ ଓଆରେସ ପାଣି ପିଇ ପାରିବେ । ଘରେ ଗୋଟେ ଗ୍ଳାସ ପାଣିରେ କିଛି ଚିନୀ ଓ ଲେମ୍ବୁ ପାଣି କରି ପିଇ ପାରିବା । ଘରୁ ବାହାରିବ ସମୟରେ ମାସ୍କ ପିନ୍ଧି ବାହାରନ୍ତୁ । ଏହା ସହ ଅନ୍ୟ ମାନକୁ ମଧ୍ୟ ସଚେତନ କରାନ୍ତୁ । ଯଦି ଆପଣ କିଛି ଜିନିଷ କିଣିବା ପାଇଁ ବାହାରକୁ ଯାଉଛନ୍ତି ତେବେ ଘରକୁ ଆସିବା ପରେ ହାତ ସାନିଟାଇଜର କରନ୍ତୁ ।
ଏହା ପରେ ଭଲ ଭାବେ ଉଷୁମ ପାଣିରେ ଗାଧାନ୍ତୁ । ଯଦି ଆପଣଙ୍କ ଶରୀରରେ ୧୦୦ ଡିଗ୍ରୀ ଜ୍ଵର ରହିଛି ତେବେ ବିନା ପ୍ରେସ୍କିସନରେ ପାରାଶିଟମଲ ମେଡ଼ିସିନ ଖାଇ ପାରିବେ । ଯଦି ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଛି ତେବେ ଅକ୍ଷି ମିଟରରେ ମାପି ପାରିବେ । ଯଦି ଆପଣକର ଅକ୍ସିଜେନ ୮୦ରୁ ଅଧିକ ରହୁଥାଏ ତେବେ ସକାଳୁ ଓ ସନ୍ଧ୍ୟାରେ ଯୋଗ ବା ବ୍ୟାୟାମ କରନ୍ତୁ । ଘରେ ଚିକିତ୍ସା କତରିବା ପାଇଁ ଅକ୍ଷି ମିଟର, ମାସ୍କ, ମେଡ଼ିସିନ ଆଦି ରଖନ୍ତୁ । ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ଲାଗୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ଆମ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।