ଏହି 5 ଟି ଜିନିଷକୁ ରାତିସାରା ଭିଜାଇ ସକାଳୁ ଖାଇନିୟନ୍ତୁ, କେବେ ବୁଢା ହେବେ ନି ଆପଣ… ତାକତର ଖଜାନା- Health Tips

ବନ୍ଧୁଗଣ, ଏହି ୫ ଟି ବୀଜ କୁ ରାତିରେ ପାଣିରେ ଭିଯାଇ ସକାଳେ ଏହାର ପ୍ରୟୋଗ କରନ୍ତି ତେବେ, ଆପଣଙ୍କ ଶରୀରରେ ଅତ୍ୟଧିକ ମାତ୍ରାରେ ଆଣ୍ଟି-ଆକ୍ସିଜେନ, ଆଣ୍ଟି-ଇଣ୍ଟଲ୍ଲାମେଟିକ ପ୍ରୋପୋଟି ଆସିଯାଇଥାଏ, ଯାହାକି ଆମର ଶରୀର ପାଇଁ ବହୁତ ହିତକାର ହୋଇଥାଏ । ବନ୍ଧୁଗଣ ଏହି ୫ ଟି ବୀଜ କୁ ଆପଣ ଯଦି ଗରମ ଦିନରେ ଭିଯାଇ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ସଂପୂର୍ଣ୍ଣ ଶରୀର ପାଇଁ ବହୁତ ଭଲ ହୋଇଥାଏ । ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିନେବା ସେହି ୫ ଟି ବୀଜ ଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ,-

୧- ଚିଆସିଡ୍ସ;- ବନ୍ଧୁଗଣ ଚିଆସିଡ ଠାରେ ଅଧିକ ମାତ୍ରାରେ ଓମେଗା-୩ ଏବଂ ଫ୍ୟାଟି-ଏସିଡ ରହିଥାଏ । ଏହା ବ୍ଯତୀତ ଏଥିରେ ପ୍ରୋଟିନ ଏବଂ ଫାଇବାର ମଧ୍ୟ ରହିଥାଏ । ବନ୍ଧୁଗଣ ଚିଆସିଡ୍ସ ଡାଇବେଟିକ ବ୍ୟକ୍ତି ମାନଙ୍କ ପାଇଁ ଅମୃତ ସାଦୃଶ୍ୟ । ଏହି ଚିଆସିଡ୍ସ ମେଟାବୋଲିକ କୁ ମଧ୍ୟ କମ କରିଦେଇଥାଏ । ଯଦି ଚିଆସିଡ୍ସ ର ସେବନ ନୀତିଦିନ କରାଯାଇଥାଏ ତେବେ, ତାହା ବ୍ଲଡ଼ପ୍ରେସର କୁ କମ କରିବାରେ ସାହାର୍ଯ୍ୟ କରିଥାଏ ।

୨- ଅଲସୀ;- ବନ୍ଧୁଗଣ ଅଲସୀରେ କାଲୋରି ବହୁତ କମ ହୋଇଥାଏ । ଏଥିରେ ପ୍ରୋଟିନ, ଫାଇଭର, ଓମେଗା-୩ ଫ୍ୟାଟି-ଏସିଡ ଭରପୁର ମାତ୍ରା ରେ ରହିଅଛି । ଏହାର ସେବନ କରିବା ଦ୍ଵାରା ଆମ୍ଭର ପାଚନ ପ୍ରକ୍ରିୟା ସଠିକ ରହିଥାଏ । ପୋଟାସିୟମ ଥିବା କାରଣରୁ ଏହା ଆମ ହାର୍ଟ କୁ ସଠିକ ରଖିଥାଏ । ଏହା ହାଇ-ବ୍ଲଡପ୍ରେସର କୁ ନିୟନ୍ତ୍ରଣ କରି ରଖିଥାଏ । ଏହା ବ୍ଯତୀତ ବ୍ଲଡ଼-ସୁଗାର ର ପ୍ରୋବ୍ଲେମ ଏହା ହେବାକୁ ଦେଇ ନଥାଏ ।

୩- କଖାରୁ ମଞ୍ଜି;- ବନ୍ଧୁଗଣ କଖାରୁ ମଞ୍ଜି ରେ ଭିଟାମିନ-ଇ, ଜିଙ୍କ, ମ୍ୟାଗ୍ନେସ ବହୁତ ଭଲ ମାତ୍ରାରେ ରହିଥାଏ । କଖାରୁ ମଞ୍ଜି ରେ କେତେ ପ୍ରକାର ଆଣ୍ଟି-ଅକ୍ସିଜେନ ମଧ୍ୟ ରହିଥାଏ । ଏଥିରେ କ୍ୟାଲସିୟମ ରହିଥାଏ ଯାହା ଶରୀରର ହାଡ ଗୁଡିକୁ ମଜବୁତ ବନାଇ ଥାଏ । ଏଥିରେ ଆଇରନ ମଧ୍ୟ ରହିଅଛି । ଏହି କାରଣରୁ ଶରୀରରେ ରକ୍ତ ର ଅଭାବ ଆସିବାକୁ ଦେଇନଥାଏ ।

୪- ରାଶି;- ସାଧାରଣତ ଆମେ ଯେଉଁ ରାଶି କୁ ଖାଦ୍ଯରେ ବ୍ୟବହାର କରିଥାଉ । ଏଥିରୁ ମାଗ୍ନେସିୟମ କପର ଭରପୁର ମାତ୍ରାରେ ମିଳିଥାଏ । ଏହା ଶରୀରରେ ଭିଟାମିନ-ଇ କୁ ବଢାଇଥାଏ । ଏହା ସହିତ ଏହା ୟୁରିକ ଏସିଡ କୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ବନ୍ଧୁଗଣ ଗରମ ଦିନ ରେ ଆପଣ ଗୋଟିଏ ଚାମଚ ରାଶି କୁ ପାଣିରେ ଭିଯାଇ ଦିଅନ୍ତୁ, ଏବଂ ସକାଳେ ଏହାର ସେବନ କରି ନିଅନ୍ତୁ । ଏହା ସ୍କୀନ ଉପରେ ଗ୍ଲୋ ଆଣିବାରେ ସହାୟ ହୋଇଥାଏ ।

୫- ଖସ୍ ଖସ୍;- ବନ୍ଧୁଗଣ ଏହି ବୀଜ ରେ ଅତ୍ୟଧିକ ମାତ୍ରାରେ ଫାଇଭର ହୋଇଥାଏ । ଏହା ଭଲ ନିଦ୍ରା ଆସିବାରେ ସହାୟ ହୋଇଥାଏ । ଏଥିରେ ମାଗନେସ ଏବଂ କ୍ୟାଲସିୟମ ଭରପୁର ମାତ୍ର ରେ ମିଳିଥାଏ । ଏଥିରେ ଓମେଗା-୬, ପ୍ୟାଟି-ଏସିଡ, ପ୍ରୋଟିନ ଏବଂ ଫାଇଭର ଭଲ ମାତ୍ରାରେ ହୋଇଥାଏ ।

ଏହା ଖାଇବା ଦ୍ଵାରା ନିଦ୍ରା ଭଲ ଭାବେ ହୋଇଥାଏ । ପେଟ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଯେଉଁ ମାନଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାକୁ ଅସୁବିଧା ହୋଇଥାଏ, ସେମାନଙ୍କ ପାଇଁ ଖସ୍ ଖସ୍ ସେବନ କରିବା ବହୁତ ଲାଭ ଦାୟକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ବପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।