ମା’ ହେଲା ପରେ ଓଡିଆ ଇଣ୍ଡଷ୍ଟ୍ରି ଛାଡିଥିବା ହିରୋଇନ

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ, ଅନ୍ଦାଜ, ସୁନ୍ଦରତା ପାଇଁ ଖୁବ ପ୍ରସିଦ୍ଧ ହୋଇ ପାରିଛନ୍ତି । ନିଜର ସୁନ୍ଦର ଅଭିନୟରେ ଓଡିଆ ଜଗତର କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ଆଜିକା ଦିନରେ ସେମାନେ ବଲିଉଡ ଜଗତର କଳାକାର ମାନଙ୍କ ଠାରୁ ମଧ୍ୟ ବହୁତ ଆଗରେ ରହିକାନ୍ତି ।

କିଛି କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହେଲା ପରେ ଅଭିନୟ ଦୁନିଆକୁ ଛାଡି ଦେଇଛନ୍ତି ତ ଆଉ କେତେକ କଳାକାର ମାନେ ମା ହେଲା ପରେ ଅଭିନୟ ଜଗତରୁ ବିଦାୟ ନେଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ସମ୍ଭଧରେ କହିବାକୁ ଯାଉଛୁ ଯେଉଁମାନେ “ମା” ହେଲା ପରେ ଓଡିଆ ଇଣ୍ଡଷ୍ଟ୍ରିରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ।

୧- “ମୋନାଲିସା” : ଓଡିଆ ଆଲବମରେ ଅଭିନୟ କରି ଅଭିନେତ୍ରୀ ମୋନାଲିସା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି । ସେ ଆଲବମ ହୀରୋ ଓ ଅଭିନେତା ଦେବାଶିଷଙ୍କୁ ପ୍ରେମ କରି ବିବାହ କରି ବେଶ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ଦୁହିଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି ।

୨- “ପ୍ରିୟା” : ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭାବେ ପ୍ରିୟାଙ୍କୁ କିଏ ନ ଜାଣିଛି । ସେ ସବୁ ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ଦେଇ ଦର୍ଶକ ମାନଙ୍କ ହୃଦୟରେ ଘର କରି ପାରିଛନ୍ତି । ତାଙ୍କର ଗୋଟେ ପୁଅ ଅଛି ଯାହା ସହ ସେ ଅଧିକ ଟାଇମ ସ୍ପେନ୍ଡ କରିଥାନ୍ତି ।

୩- “ମାହି” : ଓଡିଆ ଜଗତର ଅଭିନେତ୍ରୀ ଭାବେ ମାହି ପରିଚିତ ଅଟନ୍ତି । ସେ ସିରିଏଲ ଦୁନିଆରେ ନିଜର ଜବରଦସ୍ତ ଅଭିନୟ କରି ଫ୍ୟାନ୍ସ ମାନଙ୍କର ଲୋକପ୍ରିୟ ହୋଇ ପାରିଛନ୍ତି । ସିରିଏଲ ଅଭିନେତା ଚନ୍ଦନଙ୍କ ସହ ଅଭିନୟ କରିବା ସମୟରେ ମାହି ଓ ଚନ୍ଦନ ପରସ୍ପର ପ୍ରେମ କରିଥିଲେ । ଏହା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଗୋଟେ ଝିଅ ମଧ୍ୟ ଅଛି ।

୪- “ରାନୁ” : ଟିଭି ଜଗତରେ ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ରାନୁ ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଚର୍ଚ୍ଚିତ ହୋଇ ପାରିଛନ୍ତି । ଓଡିଆ ସିରିଏଲ “ସିନ୍ଦୁର ବିନ୍ଦୁ”ରେ “ରଙ୍ଗବତୀ” ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

୫- “ରଚନା ବାନାର୍ଜୀ”: ଓଡିଆ ଜଗତର ଅଭିନେତ୍ରୀ ଭାବେ ରଚନା ବାନାର୍ଜୀ ଖୁବ ଲୋକପ୍ରିୟ ଅଟନ୍ତି । ସେ ଅଭିନେତା ସିଦ୍ଧାର୍ଥଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କର ଖୁବ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚୟ ପାଇଥିଲେ । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।

୬- “ମାମା ମିଶ୍ର” : ଓଡିଆ ଜଗତର ଅଭିନେତ୍ରୀ ମାମା ମିଶ୍ରଙ୍କୁ କିଏ ନ ଜାଣେ । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ଅଭିନେତା ସିଦ୍ଧାର୍ଥଙ୍କୁ ଭଲ ପାଇ ସେ ବିବାହ କରିଥିଲେ । ଦୁହିଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ