ମଙ୍ଗଳ କଲେ ମିଥୁନ ରାଶିରେ ପ୍ରବେଶ, ଏହି ୪ ଟି ରାଶି ରୁହନ୍ତୁ ସାବଧାନ ! ଘଟିପାରେ କିଛି ଅଘଟଣ, ଜାଣନ୍ତୁ ବାକି ରାଶିଙ୍କ ଉପରେ କଣ ରହିବ ଏହାର ପ୍ରଭାବ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନେ ସେମାଙ୍କ ସମୟ ଅନୁସାରେ ନିଜର ସ୍ଥାନ ପରିବର୍ତ୍ତନ କରନ୍ତି । ଏହାର ପରିବର୍ତ୍ତନ ପାଇଁ ୧୨ଟି ରାଶିରେ ପ୍ରଭାବ ପଡିଥାଏ । ଗଣନା ଅନୁସାରେ ବ୍ଯକ୍ତିର ପରିସ୍ଥିତି ଠିକ ରହିବ କି ନାହିଁ ତାହା ଜଣାପଡେ । ପ୍ରକୃତିର ନିୟମ ବଦଳିବା ସମୟରେ   ଅନେକ କିଛି ପରିବର୍ତ୍ତନ ହୋଇ ଥାଏ । ୧୪ ଏପ୍ରିଲ ୨୦୨୧ରୁ ମଙ୍ଗଳ ନିଜର ଶତ୍ରୁର ରାଶି ବୁଧଙ୍କ ରାଶି ମିଥୁନରେ ଚାଲିଲେ । ସେ  ଜୁନ ୨ ତାରିଖ ପର୍ଯ୍ୟନ୍ତ ବିରଜାମାନ କରିବେ । ଏହା ପ୍ରତେକ ରାଶି ପାଇଁ କିଛି ନା କିଛି ପରରିବର୍ତ୍ତନ ଆଣିବ ।   ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହାର ଚାଳନ ଶୁଭ ଅଟେ ଓ କେଉଁ ରାଶି ପାଇଁ ଏହାର ଚାଳନ ଖରାପ ଅଟେ ।

ମିଥୁନ – ଆପଣଙ୍କ ସ୍ଵଭାବରେ ବିରକ୍ତି ଭାବ ଆସି ପାରେ । ଆପଣଙ୍କ  କର୍ମ କ୍ଷେତ୍ରରେ ଆପଣ ନିଜର ଉପରୋକ୍ତ ଅଧିକାରୀଙ୍କ ସହ ସମ୍ପର୍କ ବଢେଇବେ । ଆପଣ ନିଜର ଶରୀରକୁ  ନେଇକି ଅନେକ ସମୟରେ ଚିନ୍ତାରେ ରହିବେ । ଯଦି ଆପଣ କେଉଁ ଜାଗାକୁ ଯାଉଛନ୍ତି ତ ସେଥି ପାଇଁ ନିଜକୁ ନିଜେ ସତର୍କ ରୁହନ୍ତୁ । ଦୁର୍ଘଟଣା ଘଟିବାର ଆଶଙ୍କା ଅଛି କିମ୍ବା ଦୁର୍ଘଟଣାର ଖବର ପାଇ ପାରନ୍ତି ।

କର୍କଟ- ଏହି ରାଶିର ଲୋକକଙ୍କୁ  ଅଧିକ ମାତ୍ରାରେ ଖର୍ଚାନ୍ତ ହେବାର ଯୋଗ ଅଛି । କାମରେ ଅଧିକ ପରିଶ୍ରମ କାଲେ ମଧ୍ୟ ସେଭଳି ଫଳ ପ୍ରାପ୍ତି ହେବ ନହିଁ । କୌଣସି ମିତ୍ର ସହ ଆପଣଙ୍କର ଝଗଡା ହୋଇପାରେ । ଅନ୍ୟ କାହା ସହ ଆପଣ ବିବାଦରେ ଅଟକି ପାରନ୍ତି । ହଠାତ କିଛି ଦୁଃଖମୟ ଖବର ଆସିପାରେ । ନିଜର ମାନସିକ ଶାନ୍ତି ନଷ୍ଟ ହୋଇପାରେ ।

ବିଛା –  ଏହି ରାଶିମାନଙ୍କ ପାଇଁ  ମଙ୍ଗଳ ଗୋଚର ଅଶୁଭ ଅଟେ । ଆପଣଙ୍କୁ ଛୋଟ ଛୋଟ କଥାରେ ରାଗ ଆସିପାରେ । କିଛି ବିବାଦରେ ଆଣଙ୍କ ନାମ ଆସିପାରେ  । ଆତ୍ମବିଶ୍ଵାସରେ ଅବନତି ଆସିବ । ଋତୁ ପରିବର୍ତ୍ତନ ପାଇଁ ସ୍ଵାସ୍ଥ ଖରାପ ରହି ପାରେ । କୋର୍ଟରେ ଥିବା କାମକୁ ଆପଣମାନେ ନିଜେ ବାହାରେ ତୁଟେଇ ନିଅନ୍ତୁ । ପ୍ରେମିକ ପ୍ରେମିକା ମାନଙ୍କୁ ଏହି ପରିବର୍ତ୍ତନ ଭାରି ପଡିପାରେ ।

ମକର  – ଏହି ରାଶି ପାଇଁ ମଙ୍ଗଳ ଗ୍ରହର ଚଳନ ଧନ କ୍ଷୟର କାରଣ ଅଟେ । ଆପଣ ଧାର ଉଧାରେ ରେ ରହି ପାରନ୍ତି । ଆର୍ଥିକ ବ୍ୟବହାରରେ ଆପଣ ଅଧିକ ସାବଧାନୀ ରଖନ୍ତୁ । ଏହି ସମୟ ମଧ୍ୟରେ ସମ୍ପର୍କ ବି ଖରାପ ହୋଇପାରେ । ଯଦି ଆପଣ ଗାଡି ଚଳଉଛନ୍ତି ତେବେ ସାବଧାନୀରେ ଚଲାନ୍ତୁ ।

ଏବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଭଲଅଛି ମଙ୍ଗଳଙ୍କ ଚଳନ । ସିଂହ,ମେଷ,ବୃଷ,କନ୍ୟା,ତୁଳା,ଧନୁ,କୁମ୍ଭ,ମୀନ ରାଶି ମାନଙ୍କର ଶୁଭଫଳ ଲାଭ ହେବ । ଯେଉଁ ବ୍ୟକ୍ତି ମାନଙ୍କର ଏହି ରାଶି ସେମାନେ ସୌଭାଗ୍ୟ ପ୍ରାପ୍ତି ହେବ । ଧନ ପ୍ରାପ୍ତିର ଯୋଗ ଅଛି । ସବୁ ଦିଗରୁ ସଫଳତା ପାଇବେ । ସମ୍ମାନ ପାଇବେ ସବୁ ଦିଗରୁ । ପ୍ରତେକ କ୍ଷେତ୍ରରେ ବିଜୟ ପ୍ରାପ୍ତି ପାଇବେ ।   ଆପଣଙ୍କୁ ଆମର ଏହି ବିବରଣୀ ଭଲ ଲାଗିଲେ ଲାଇକ କରନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।