Jyotish Shastra- ସବୁଠୁ ଅଧିକ ରାଗି ହୋଇଥାନ୍ତି ଏହି 4 ଟି ନାମର ଝିଅ, ବଞ୍ଚିକି ରହିବେ ଏମାନଙ୍କ ଠାରୁ

ଦୁନିଆରେ ବହୁତ ପ୍ରକାରର ରହସ୍ୟ ଲୁଚି ରହିଛି । ଏହି ରହସ୍ୟ ମଧ୍ୟରେ ଏକ ମୁଖ୍ୟ ରହସ୍ୟ ହେଉଛି ମହିଳା ମାନଙ୍କର ସ୍ଵଭାବ । ଏହି ମହିଳାଙ୍କର ସ୍ଵଭାବ ଏକ ରହସ୍ୟଠୁ କିଛି କମ ନୁହେଁ । କାହିଁକି ଏମାନଙ୍କର ଅସଲ ସ୍ଵଭାବର ପରିଚୟ ପାଇବା ବହୁତ କଷ୍ଟ ହୋଇଥାଏ । ମହିଳା ମାନେ ଉପରୁ ଦେଖିବା ପାଇଁ ଯେତେ ସୁନ୍ଦର, ସରଲ  ଓ ଶୁଷିଳା ଦେଖାଯାଆନ୍ତି ପ୍ରକୃତରେ ଭିତରୁ ସେତେ ସରଳ ନଥାନ୍ତି ସେମାନେ ବହୁତ ଖତରନାକ ହୋଇଥାନ୍ତି । ଯେକେହି ବି ଏମାନଙ୍କୁ ସରଳ ବୋଲି ଭାବିବା ଭୁଲ କରିଥାଏ ଏହି ମହିଳା ମାନେ ତାର ଜୀବନ ବରବାଦ କରିଦିଅନ୍ତି ।

ସାଧରଣତଃ ମହିଳା ମାନକର କ୍ରୋଧ ତାଙ୍କର ନାକ ଆଗରେ ଥାଏ ଓ ଚିଡ ଚିଡ଼ା ସ୍ଵଭାବର ଥାଏ । ଯେତେବେଳେ ଏମାନଙ୍କୁ କ୍ରୋଧ ଆସିଥାଏ ଏମାନେ କାହାକୁ କିଛି ମାନନ୍ତି ନାହିଁ । ତେବେ ଆଜି ଆସନ୍ତୁ ଜାଣିବା ଏହିପରି କିଛି ୪ ନାମ ବାଲା ମହିଳାଙ୍କ ବିଷୟରେ ଜାଣିବା ଯେଉଁ ମାନଙ୍କର କ୍ରୋଧ ବହୁତ ଖତରନାକ ସ୍ଵଭାବର  ହୋଇଥାଏ ।

S ନାମ ବାଲା ମହିଳା

ଏହି ମହିଳା ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ମହିଳା ମାନେ ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥାନ୍ତି । ବହୁତ ପରିଶ୍ରମ କରି ନିଜର ଲକ୍ଷକୁ ପ୍ରାପ୍ତ କରିଥାନ୍ତି । ଏହି ମହିଳାମାନେ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ବହୁତ ଭଲ ଲାଗିଥାଏ । ଏମାନଙ୍କ ଭିତରେ ଗୋଟିଏ କମାଜୋରି ଥାଏ କି ଏମାନେ ବହୁତ କ୍ରୋଧ କରିଥାନ୍ତି । ଏମାନେ ନିଜ କ୍ରୋଧକୁ ନିଜ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ । ଏଥିପାଇଁ ଏହି ମହିଳାଙ୍କଠାରୁ ଦୂରରେ ରହିବା ଭଲ ।

L ନାମ ବାଲା ମହିଳା

ଏହି ମହିଳା ମାନେ ସାଧାରଣ ଭାବରେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ପ୍ରଖର ବୁଦ୍ଧିବାଲା ହୋଇଥାନ୍ତି । ଏମାନେ କେବେବି  ନିଜର କମାଜୋରିକୁ ବାହାରେ ପ୍ରକାଶ କରନ୍ତି ନାହିଁ । ନିଜ କାର୍ଯ୍ୟକୁ ସମାପ୍ତ କରିବା ପରେ ବି ଏମାନେ ଶାନ୍ତ ହୋଇ ବସିନଥାନ୍ତି । ଏମାନଙ୍କ ପ୍ରତି ସବୁ ବ୍ୟକ୍ତି ବହୁତ ଶୀଘ୍ର ଆକର୍ଷିତ ହୋଇଯାଆନ୍ତି କାହିଁକି ନା ଏମାନଙ୍କର ସ୍ଵଭାବ ବହୁତ ଦୟନୀୟ ଓ ସମାଜର ଉନ୍ନତି ପାଇଁ ହୋଇଥାଏ । ଏମାନଙ୍କର କ୍ରୋଧ ବହୁତ ଥାଏ । ଏମାନେ ନିଜ କ୍ରୋଧକୁ ସମ୍ଭାଳି ପାରନ୍ତି ନାହିଁ କ୍ରୋଧ ସମୟରେ କିଛି ବି କରି ପାରନ୍ତି ଏଥିପାଇଁ ଏହି ମହିଳାଙ୍କୁ କ୍ରୋଧ ଦେବା ଉଚିତ ନୁହେଁ ।

P  ନାମ ବାଲା ମହିଳା

ଏହି ମହିଳା ମାନେ ବହୁତ ନରମ ହୃଦୟ ବାଲା ହୋଇଥାନ୍ତି । ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାଆନ୍ତି । ଏମଙ୍କୁ ଠାରେ କୌଣସି ପୁରୁଷ ଦେଖିଲେ ଏମାନକର ସୁନ୍ଦରତାରେ ମୋହିତ ହୋଇଯାନ୍ତି । ଏମାନେ ସବୁ ବେଳେ ନିଜ ପରିବାରକୁ ଗୁରୁତ୍ଵ ଦେଇଥାନ୍ତି । ଏମାନଙ୍କର ଗୋଟିଏ କମାଜୋରି ଥାଏ କି ଏମାନେ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖି ପାରନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ଦ୍ଵାର ଏମାନଙ୍କ ପରିବାରକୁ ଦୁଖ ହୋଇଥାଏ ।

K ନାମ ବାଲା ମହିଳା

ଏହି ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କୁ କେହି ଦେଖିଲେ ସେମାନଙ୍କ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇଯାନ୍ତି । ଏମାନେ ବହୁତ ନିର୍ମଳ ହୃଦୟ ବାଲା ହୋଇଥାଆନ୍ତି । ଏମାନଙ୍କର ଗୋଟିଏ ହିଁ  କମାଜୋରି ଥାଏ କି ଏମାନେ ବହୁତ ଶୀଘ୍ର କ୍ରୋଧ କରି ବସନ୍ତି । ଏମାନଙ୍କ ଏହି କ୍ରୋଧ କାରଣରୁ ଏମାନଙ୍କ ସହ ଦେଖି ଚାହିଁ ମିଶିବା ଉଚିତ କାହିଁକି ନା କ୍ରୋଧୀ ଥିବା ବେଳେ ଏମାନେ କଣ କରି ଦେଇଥାନ୍ତି ଏମାନେ ନିଜେ ବି ଜାଣିନଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।