ଓଡିଆ ଜୋକ୍ସ- ଚଉଠି ରାତି ରେ ସ୍ତ୍ରୀ ନିଜ କପଡା ଓଲ୍ହାଇ ନିଜ ସ୍ଵାମୀକୁ ରୋମାଣ୍ଟିକ ହେଇ କହିଲା, ଜଣା ଅଛି ନା, ଏବେ ତୁମକୁ କଣ କରିବାର ଅଛି ? ସ୍ଵାମୀ କହିଲା…

ଏହି ବ୍ୟସ୍ତମୟ ଜୀବନରେ ସମସ୍ତେ କିଛି ସମୟ ପାଇଁ ହସିବା ପାଇଁ କିମ୍ବା ନିଜକୁ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି । ନଚେତ ଭିଡିଓ ଦେଖନ୍ତି କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆମକୁ ବିଶ୍ଵାସ କି ଆପଣମାନେ ବି ଏହି ଜୋକକୁ ପଢି ନିଜର ହସକୁ ଅଟକାଇ ପାରିବେ ନାହିଁ । ତେବେ ଆସନ୍ତୁ ଜୋକ ପଢିବା ।

ଜୋକ – ୧

ପୁଅ ନିଜ ମାକୁ ପଚାରିଲା – ମା ଗାନ୍ଧୀଙ୍କ ମୁଣ୍ଡରେ

ଚୁଟି କାହିଁକି ନ ଥିଲା…?

ମା – କାରଣ ପୁଅ ସେ ସବୁବେଳେ ସତ କହୁଥିଲେ… !

ପୁଅ – ଓ ହୋ ବର୍ତ୍ତମାନ ବୁଝି ପାରିଲି…!

ତୁମ ମୁଣ୍ଡରେ ଚୁଟି ଏତେ ଲମ୍ବା କାହିଁକି…!

ଜୋକ – ୨

ପୁରୁଷ ବାହାଘର ପୂର୍ବରୁ ବାଘ ଥାଏ କିନ୍ତୁ ବାହାଘର ପରେ…!

ଆରେ ଭାଇ ବାଘ ତ ବାଘ ହିଁ ରୁହେ…!

ବାହାଘର ପୂର୍ବରୁ ବି ଓ ପରେ ବି…!

ତେବେ ଫରକ କଣ…?

ଫରକ କେବଳ ଏତିକି,

ବାହାଘର ପରେ ସେହି ବାଘ ଉପରେ ଦୂର୍ଗା ବସି ଯାଆନ୍ତି…!

ଜୋକ – ୩

ମା – ଯା ରୋଷେଇ ଘରୁ ପ୍ଳେଟ ନେଇ ଆସେ…!

ଝିଅ – ମା ଦେଖା ଯାଉ ନାହିଁ…!

କଉଠି ରଖିଛୁ…?

ମା – ଗ୍ୟାସ ଚୁଲା ଦେଖା ଯାଉଛି…?

ଝିଅ – ହଁ…!

ମା – ଚାଲୁ କର ମୋବାଇଲରେ ନିଆଁ ଲଗା…!

ପୁଣି ଦେଖ ଦେଖାଯିବ…!!

ଜୋକ – ୪

ନଳାର ଦୁଇଟି ଜୀବାଣୁ ଖାଇବା ସମୟରେ…!

ନିଜ ମଧ୍ୟରେ କଥା ହେଉଥିଲେ….!

ଗୋଟିଏ ଜୀବାଣୁ – ସାମ୍ନା ବାଲା ହୋଟେଲ କେତେ ସଫା ଅଟେ…!

ସବୁ ଜିନିଷ କାଚ ଭଳି ଚମକୁଛି…!

ଦ୍ଵିତୀୟ ଜୀବାଣୁ – ଦୟା କର….!

ଖାଇବା ସମୟରେ

ତ ଏହିଭଳି ଖରାପ କଥା କହ ନାହିଁ…!!

ଜୋକ – ୫

ସ୍ଵାମୀ ପିକିନିକ କହି ସ୍ତ୍ରୀକୁ

ମଶାଣିକୁ ନେଇ ଆସିଲା…!

ସ୍ତ୍ରୀ – କଉଠିକୁ ନେଇ ଆସିଲ ?

ସ୍ଵାମୀ – ଆରେ ପାଗିଳି ଲୋକମାନେ

ମରନ୍ତି ଏଠି ଆସିବା ପାଇଁ…!

ଜୋକ – ୬

ନିଜ ଉପରେ ସବୁଠୁ ଅଧିକ ଗର୍ବ ସେତେବେଳେ ହେଲା….?

ଯେତେବେଳେ ପରୀକ୍ଷା ହଳରେ କିଛି ଆସୁ ନ ଥିଲା ଓ

ପଛରୁ ମ୍ୟାଡମ କହିଲେ –

ସିଧା ବସ ପଛ ପିଲା ଦେଖୁଛି…!

ମା ରାଣ ଛାତି ଚଉଡା ହେଇ ଗଲା…!!!

ଜୋକ – ୭

ଗୋଟିଏ ସ୍ଵାମୀ ସ୍ତ୍ରୀ ସହରର ଜଣା ଶୁଣା ଡେଣ୍ଟିସ ପାଖକୁ ଗଲେ…!

ସ୍ତ୍ରୀ କହିଲା – ସାର…!

ଦାନ୍ତ ବାହାର କରିବାର ଅଛି…ଜଲ୍ଦିରେ ଅଛି…!

ସେଥିପାଇଁ ବିନା ପେନ କିଲର ଦେଇ ବାହାର କରନ୍ତୁ…!

ଡେଣ୍ଟିସ – ଭଲ ଆପଣ ତ ବହୁତ ବାହାଦୁର ମହିଳା ଅଟନ୍ତି…!

ଦେଖନ୍ତୁ କୌ କଉ ଦାନ୍ତ…?

ସ୍ତ୍ରୀ ପାଖରେ ବସିଥିବା ସ୍ଵାମୀକୁ କହିଲା –

ଶୁଣୁଛ ଟିକେ ମୁହଁ ଖୋଲି

ଡାକ୍ତରକୁ ଦାନ୍ତ ଦେଖାଓ…!!

ଜୋକ – ୮

ବିବାହ ପ୍ରଥମ ରାତି ସ୍ତ୍ରୀ ନିଜର

ସବୁ କାପଡା ଓଲହାଇ ଦେଇ

ସ୍ଵାମୀକୁ ରୋମାଣ୍ଟିକ ହୋଇ କହିଲା,

ଜାଣିଛ ତ ଏବେ କଣ କରିବ ?

ସ୍ଵାମୀ – ଯା ମ, ମୁଁ ଏତେ ରାତିରେ

କପଡା ଧୋଇ ପାରିବି ନାହିଁ…!

ଯଦି ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।