ବିନା ବିବାହରେ ହିଁ ମା ହେଇ ଯାଇଥିଲେ Bollywood ର ଏହି ଫେମସ ହିରୋଇନ ମାନେ, 2 ନମ୍ବର Actress ଙ୍କ ବସ ଥିଲା ମାତ୍ର ୧୫ ବର୍ଷ

ଆମ ଭାରତବର୍ଷରେ ପଶ୍ଚିମ ସଭ୍ୟତାର ଅଧିକ ଚାଲିଚଳନ ଦେଖାଯାଏ । କ’ଣ ଆପଣ ଜାଣନ୍ତି ବଲିଉଡରେ ଏହାର ଚଳନ ସବୁଠାରୁ ଅଧିକ ଅଛି । ଜାଣିବା ପାଇଁ କହିଦେବୁ ବଲିଉଡ ଇଣ୍ଡଷ୍ଟ୍ରି ଏବେ ବହୁତ ଅଧିକ ବଢ଼ି ଯାଇଛି । ପଶ୍ଚିମ ସଭ୍ୟତା ଆମକୁ ସଫାସଫା ବଲିଉଡ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳେ । ଗୋଟିଏ ପଟରେ ଦେଖିବାକୁ ଗଲେ ସମାଜରେ ଆଜିବି ଲୋକମାନେ ପୁରୁଣା ପ୍ରଥାକୁ ନେଇ ବଞ୍ଚୁଛନ୍ତି ଏବଂ ଦ୍ବିତୀୟ ପଟରେ ବଲିଉଡ ଇଣ୍ଡଷ୍ଟ୍ରି ଏବେ ଅନେକ ଆଗକୁ ବଢି ଯାଇଛି । ଭାରତ ସଭ୍ୟତା କଣ ତାହା ବୋଧେ ଭୁଲି ଯାଇଛନ୍ତି ।

ଜାଣିଥିବେ ଏହା ଯେ ଯେତେବେଳେ ଗୋଟିଏ ନାରୀ ମା ବନେ ସେତେବେଳେ ଦୁନିଆର ସବୁଠାରୁ ବଡ଼ ସୁଖ ବୋଲି ମାନନ୍ତି କିନ୍ତୁ ସେହି ନାରୀ ଯେତେବେଳେ ବାହାଘର ପୂର୍ବରୁ ଗର୍ଭବତୀ ବନେ ସେତେବେଳେ ଦୁନିଆର ବଡ଼ ସୁଖ ଅଭିଶାପରେ ବଦଳିବାକୁ ସମୟ ଲାଗେନାହିଁ । ଆଜି ଆମେ ଆପଣଙ୍କୁ ସେହି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ବିବାହ ପୂର୍ବରୁ ଗର୍ଭବତୀ ହୋଇ ଯାଇଥିଲେ ।

୧- ଏଠାରେ ସର୍ବପ୍ରଥମେ ନାଁ ଆସେ ଭାଗ୍ୟଶ୍ରୀଙ୍କର । ଭାଗ୍ୟଶ୍ରୀ ୯୦ ଦଶକର ବଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ । ଭାଗ୍ୟଶ୍ରୀ ବଲିଉଡରେ ଅନେକ ଅଭିନେତାଙ୍କ ସହ କାମ କରିଛନ୍ତି ଯେଉଁଥିରେ ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ଼ ଷ୍ଟାର୍ ଅଛନ୍ତି । ଆପଣଙ୍କୁ କହିଦବୁ ‘ମେନେ ପ୍ୟାର କିୟା’ ରେ ସଲମାନଙ୍କ ହିରୋଇନ୍ ରୂପେ କାମ କରିଥିବା ଭାଗ୍ୟଶ୍ରୀ ମାତ୍ର ୧୭ ବର୍ଷ ବୟସରେ ମା ବନିଯାଇ ଥିଲେ ।

୧୯୯୦ ରେ ଭାଗ୍ୟଶ୍ରୀ ହିମାଲ୍ୟା ଦାଶାନୀଙ୍କୁ ବିବାହ କରିଥିଲେ ଏବଂ ୧୭ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ଆଜି ଭାଗ୍ୟଶ୍ରୀ ଦୁଇଟି ପିଲାର ମା ଅଟନ୍ତି । ତାଙ୍କର ୨୩ ବର୍ଷଧ ପୁଅ ଅଭିମନ୍ୟୁ ଏବଂ ୨୧ ବର୍ଷର ଝିଅ ଅବନ୍ତିକା ଅଟେ । କୁହାଯାଏ ଯେ ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ।

୨- ଦ୍ବିତୀୟ ନଂ ରେ ଆସନ୍ତି ଉର୍ବଷୀ ଢୋଲକିଆ । ଛୋଟ ପରଦାରେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଭିତରୁ ଜଣେ ଅଟନ୍ତି ସେ । ‘କସୈାଟି ଜିନ୍ଦଗୀ କି’ କାମୋଲିକା ଚରିତ୍ର ପାଇଁ ଆଜି ବି ତାଙ୍କୁ ମନେ ପକାନ୍ତି ଏବଂ ସେ ବିଗ୍ ବସ୍ ସିଜନ୍-୬ ର ବିଜେତା ମଧ୍ୟ ହୋଇଛନ୍ତି । ଦ୍ବିତୀୟ ପଟରେ ଆଶ୍ଚର୍ଯ୍ୟ କରିଦବା ଘଟଣା ହେଉଛି ମାତ୍ର ୧୫ ବର୍ଷ ବୟସରେ ସେ ଗର୍ଭବତୀ ହୋଇ ଯାଇଥିଲେ ।

୧୬ ବର୍ଷ ବୟସରେ ଯାଆଁଳା ପିଲା ସାଗର ଏବଂ ସିତିସଙ୍କ ମା ବନିଯାଇ ଥିଲେ । କୁହାଯାଏ ଯେ ବାହାଘରର ଦେଢ଼ ବର୍ଷ ପରେ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସେ ଏକୁଟିଆ ଦୁଇ ପୁଅଙ୍କର ପାଳନ କରିଥିଲେ ।

୩- ତୃତୀୟରେ ନାମ ଆସେ ଡିମ୍ପଲ୍ କପାଡିଆ । ଡିମ୍ପଲ୍ କପାଡିଆ ନିଜ ସମୟରେ ହଟ୍ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଥିଲେ । ତାଙ୍କର ସୁନ୍ଦରତା ପାଇଁ ତାଙ୍କୁ ୧୬ ବର୍ଷ ବୟସରେ ଫିଲ୍ମରେ ନିଆଁ ଯାଇଥିଲା । ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ‘ବବି’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ବବିରେ ନିଜ ଅଭିନୟରେ ସମସ୍ତଙ୍କୁ ଦିୱାନା କରି ଦେଇଥିଲେ । ଦ୍ବିତୀୟ ପକ୍ଷରେ ଡିମ୍ପଲ୍ କପାଡିଆ ସୁଟିଂ ସମୟରେ ରାଜେଶ ଖାନ୍ନାଙ୍କ ସହ ପ୍ରେମ ହୋଇ ଯାଇଥିଲା । ଏହାପରେ ସେ ୧୯୭୩ ମସିହାରେ ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ ।

ସେତେବେଳେ ଡିମ୍ପଲ୍ କପାଡିଆ ମାତ୍ର ୧୬ ବୟସର ହୋଇଥିଲେ । ଡିମ୍ପଲ୍ କପାଡିଆ ଏବଂ ରାଜେଶ ଖାନ୍ନା ଦୁହେଁ ୧୯୭୩ ମସିହା ମାର୍ଚ୍ଚ ମାସରେ ବିବାହ କରିଥିଲେ କିନ୍ତୁ ୧୯ ଡିସେମ୍ବର ୧୯୭୩ ମସିହାରେ ଝିଅ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ଜନ୍ମ ଦେଇଥିଲେ । ତାପରେ ଦୁଇଜଣଙ୍କ ମନ ପରିବର୍ତ୍ତନ ପାଇଁ ଦୁହେଁ ଅଲଗା ହୋଇ ଯାଇଥିଲେ । ତାପରେ ଡିମ୍ପଲ୍ ଦୁଇ ଝିଅଙ୍କର ଲାଳନ ପାଳନ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।