ବାଛନ୍ତୁ ଏଥିରୁ ଗୋଟିଏ ନମ୍ବର ଜାଣନ୍ତୁ ଆପଣଙ୍କ ଚେହେରାର କେଉଁ ଅଙ୍ଗ ତାଙ୍କୁ ଆକର୍ଷିତ କରୁଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ବହୁତ ସୁନ୍ଦର ଚିତ୍ତାକର୍ଷକ କୁଇଜ୍ ଖେଳ ନେଇ ଆସିଛୁ । ଏହି ଖେଳ ଅନୂସାରେ ଏଠାରେ ଆପଣଙ୍କୁ କିଛି ନମ୍ବର ଦିଆ ଯାଇଛି ଯେଉଁଥିରୁ ଆପଣଙ୍କୁ କୈାଣସି ଗୋଟିଏ ନମ୍ବର ବାଛିବାକୁ ପଡ଼ିବ, ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ଦିଆଯିବ । ଦେଖିବା ଆପଣ ବାଛିଥିବା ନମ୍ବରରୁ ତାଙ୍କୁ ଆପଣଙ୍କ ମୁହଁର କେଉଁ ଜିନିଷ ତାଙ୍କୁ ପ୍ରଭାବିତ କରୁଛି ।
ବାଛନ୍ତୁ ଏଥିରୁ କୈାଣସି ଗୋଟିଏ ନମ୍ବର ୧, ୨, ୩, ୪, ୫, ୬, ୭, ୮, ୯, ୧୦ । ତେବେ ଆସନ୍ତୁ ଆମେ ଏହି ଖେଳଟିକୁ ଆରମ୍ଭ କରିବା ।
୧- ସର୍ବପ୍ରଥମେ କଥା ହେବା ତାଙ୍କର ଯିଏ ନଂ-୧ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୧ ତେବେ ଉତ୍ତର ହେବ ଆପଣଙ୍କ ହସ ।
୨- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୨ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୨ ତେବେ ଉତ୍ତର ହେବ ଆପଣଙ୍କ ସୁନ୍ଦରତା ।
୩- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୩ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୩ ତେବେ ଉତ୍ତର ହେବ ଆପଣଙ୍କ ଉଚ୍ଚତା ।
୪- ଏବେ କଥା ହେବା ତାଙ୍କର ଯେଉଁମାନେ ନମ୍ବର-୪ ବାଛିଛନ୍ତି । ଜଦି ଆପଣ ନଂ-୪ ବାଛିଛନ୍ତି ତେବେ ଉତ୍ତର ହେବ ଆପଣଙ୍କ ସ୍ଵର ।
୫- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୫ ବାଛିଛନ୍ତି । ଜଦି ଆପଣ ନଂ-୫ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଆଖି ।
୬- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୬ ବାଛିଛନ୍ତି । ଜଦି ଆପଣ ନଂ-୬ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଓଠ ।
୭- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୭ ବାଛିଛନ୍ତି । ଜଦି ଆପଣ ନଂ-୭ ବାଛିଛନ୍ତି ତେବେ ଉତ୍ତର ହେବ ଆପଣଙ୍କ ଅଭିମାନ କରିବା ।
୮- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୮ ବାଛିଛନ୍ତି । ଜଦି ଆପଣ ନଂ-୮ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ମନୋଭାବ ।
୯- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୯ ବାଛିଛନ୍ତି । ଜଦି ଆପଣ ନଂ-୯ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ସତେଜତା ।
୧୦- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୧୦ ବାଛିଛନ୍ତି । ଜଦି ଆପଣ ନଂ-୧୦ ବାଛିଛନ୍ତି ତେବେ ଉତ୍ତର ହେଉଛି ଆପଣଙ୍କ ଚାହାଣୀ ।
ଜଦି ଆମର ଏହି ମଜାଦାର ଖେଳ ଆପଣଙ୍କୁ ପସନ୍ଦ ଆସିଲା ତେବେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାନ୍ତୁ । ଭଲ ଲାଗିଥିଲେ ଆମର ଏହି ପେଜ୍କୁ ଲାଇକ୍ ଏବଂ ସେୟାର କରନ୍ତୁ ।