TV ଇଣ୍ଡଷ୍ଟ୍ରି ର ଏହି ସବୁ ଫେମସ ହିରୋଇନ ଯାହାଙ୍କୁ ଆପଣ ଭାଙ୍ଗୁଥିଲେ ସିଙ୍ଗିଲ, ସେମାନେ ରିଅଲ ଲାଇଫ ହେଇ ସାରିଛନ୍ତି ମା’, ନମ୍ବର 2 ଙ୍କ ବିଷୟରେ ଜାଣିଲେ ତ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମେ ଆମର ମନୋରଞ୍ଜନ କରିବା ପାଇଁ କେତେକ ଫିଲ୍ମ ଓ ଟିଭି ଧାରାବାହିକ ଦେଖିଥାଉ । ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର କୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି । ନିଜର ଚରିତ୍ର ରେ ସେମାନେ ଏପରି ଭାବରେ ପଶି ଯାଇଥାନ୍ତି ଯେ ଆମକୁ ଏହା ସତ୍ୟ ଲାଗିଥାଏ । ବର୍ତ୍ତମାନ ସମୟ ରେ ପ୍ରାୟତଃ ସମସ୍ତ ଲୋକ ବେଶୀ ଟିଭି ରେ ଦେଉଥିବା ଧାରାବାହିକ କୁ ଦେଖୁଛନ୍ତି । ସମସ୍ତ ଙ୍କ ଘରେ ଏହା ଏକ ସାଧାରଣ କଥା ।

କିନ୍ତୁ ପରଦା ରେ ନଜର ଆସୁଥିବା ସେହି ସୁଶୀଳ ସଂସ୍କାର ବୋହୁ ଭୂମିକା ରେ ନଜର ଆସୁଥିବା ଅଭିନେତ୍ରୀ ମାନେ ନିଜର ଅସଲ ଜୀବନ ରେ ବହୁତ ଷ୍ଟାଇଲିଶ ଓ ହଟ ହୋଇଥାନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ଵିଷୟ ରେ ଜଣାଇବାକୁ ଯାଉଛୁ ସେ ଵିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଟିଭି ପରଦା ରେ ଯେଉଁ ଅଭିନେତ୍ରୀ ମାନେ ବହୁତ ହଟ ଓ ଷ୍ଟାଇଲିସ ନଜର ଆସିଥାନ୍ତି ସେମାନେ ଅସଲ ଜୀବନ ରେ ମାଆ ହୋଇସାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେମାନେ କିଏ ଯେଉଁମାନେ ମାଆ ହୋଇସାରିଛନ୍ତି ।

ମାହି ବେଜ-ମାହି ଟିଭି ଦୁନିଆ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ମାହି ନିଜର ଅଭିନୟ ଜରିଆ ରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି । ତାଙ୍କୁ ବର୍ତ୍ତମାନ ଭାରତ ର ଘରେ ଘରେ ସମସ୍ତ ଲୋକ ଜାଣିଛନ୍ତି । ସେ ଟିଭି ପରଦା ରେ ବହୁତ ହଟ ଓ ଷ୍ଟାଇଲିସ ନଜର ଆସିଥାନ୍ତି । ତାଙ୍କର ଲୁକ ଓ ଷ୍ଟାଇଲ ପାଇଁ ତାଙ୍କୁ ଅନେକ ଦର୍ଶକ ପସନ୍ଦ କରିଥାନ୍ତି ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଅଭିନେତ୍ରୀ ଜଣଙ୍କ ଅସଲ ଜୀବନ ରେ ଗୋଟିଏ ସନ୍ତାନ ର ମାଆ ଅଟନ୍ତି । ସେ ପୂର୍ବ ରୁ ମଧ୍ୟ ନିଜ ଘରେ କାମ କରୁଥିବା କର୍ମଚାରୀଙ୍କ ର ଦୁଇଟି ସନ୍ତାନ କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ ।

ଦୀପିକା ସିଂହ-ଦୀପିକା ସିଂହ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ନିଜର ଚମତ୍କାର ଅଭିନୟ ଜରିଆ ରେ ସେ ଅନେକ ଦର୍ଶକ ଙ୍କ ମନ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ବର୍ତ୍ତମାନ ସମୟ ରେ ଭାରତ ର ଘରେ ଘରେ ପରିଚିତ । ସେ ଅନେକ ସମୟ ରେ କିଛି ଏପରି କାମ କରୁଥିବାର ନଜର ଆସିଥାନ୍ତି ଯାହା ଦ୍ୱାରା ତାଙ୍କ ଠାରୁ ଅନେକ କିଛି ଶିକ୍ଷଣୀୟ କଥା ମିଳିଥାଏ ।

ସେ ଷ୍ଟାର ପ୍ଲସ ର “ଦିୟା ଅର ବାତେ ହମ” ରେ ଅଭିନୟ କରିଥିଲେ । ସେହି ଧାରାବାହିକ ର ନିର୍ଦ୍ଦେଶକ ଙ୍କ ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା । ତାଙ୍କର ବର୍ତ୍ତମାନ ଗୋଟିଏ ସନ୍ତାନ ମଧ୍ୟ ଅଛି । କିନ୍ତୁ ତାଙ୍କୁ ଦେଖିଲେ ଏହା ଜମା ବି ବିଶ୍ୱାସ ହେଉ ନାହିଁ କି ସେ ଗୋଟିଏ ପିଲା ର ମାଆ ମଧ୍ୟ ଅଟନ୍ତି ।

ପରିଧି ଶର୍ମା-ପରିଧି ଶର୍ମା ଟିଭି ଦୁନିଆ ର ଜଣେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଅନେକ ଗୁଡିଏ ଲୋକପ୍ରିୟ ଧାରାବାହିକ ରେ ଦେଖିବାକୁ ମିଳିଥିଲେ । ସେ “ପଟିଆଲା ବେବ” ଓ “ଯୋଦ୍ଧା ଆକବର” ଭଳି ଧାରାବାହିକ ରେ ଦେଖିବାକୁ ମିଳିଥିଲେ । ଏହି ଧାରାବାହିକ ରେ ତାଙ୍କର ଚମତ୍କାର ଅଭିନୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ।

ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ସେ ଅନେକ ଧାରାବାହିକ ରେ ମାଆ ର ଚରିତ୍ର ରେ ନଜର ଆସିଥାନ୍ତି କିନ୍ତୁ ସେ ନିଜ ଅସଲ ଜୀବନ ରେ ମଧ୍ୟ ଗୋଟିଏ ସନ୍ତାନ ର ମାଆ ଅଟନ୍ତି । କିନ୍ତୁ ତାଙ୍କୁ ଦେଖିଲେ ଏହା ଅତି ସହଜ ରେ ବିଶ୍ୱାସ କରି ହୋଇ ନ ଥାଏ ଯେ ସେ ଗୋଟିଏ ସନ୍ତାନ ର ମାଆ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।