ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି ୬ଟି ନାମର ଲୋକ, ଏମାନଙ୍କ ଉପରେ ସବୁବେଳେ ରହିଥାଏ ଭୋଳନାଥଙ୍କ ଆଶୀର୍ବାଦ- Jyotish Shastra

ଆମ ଦୁନିଆରେ ବହୁତ ଲୋକେ ମହାଦେବଙ୍କ ପାଖାପାଖି ରହିବାକୁ ଚେଷ୍ଟା କରନ୍ତି । ମହାଦେବ ବହୁତ ଶୀଘ୍ର ତାଙ୍କ ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କ ସବୁ କଷ୍ଟ ଦୂର କରିଥାନ୍ତି । ଏପରି ବହୁତ କମ ଲୋକେ ଥାନ୍ତି ଯେଉଁ ମାନେ ତାଙ୍କର ପୂଜା କରିନଥାନ୍ତି । ଯେଉଁ ଲୋକଙ୍କ ଉପରେ ତାଙ୍କ ସୁଦୃଷ୍ଟି ଥିବା ତେବେ ସେ ବହୁତ ଖୁସିରେ ରହିବା ସହିତ ତାର ଆସୁଥିବା ସବୁ ବାଧା ବିଘ୍ନ ସବୁ ଦୂରେଇ ଯାଏ ।

ଆଜି ଆମେ ଆପଣଙ୍କୁ କହିବୁ ଯେଉଁ ଲୋକ ମାନଙ୍କୁ ତାଙ୍କର ଅଂଶ ବୋଲି ମାନିଥାଉ । ଏହି ଲୋକ ମାନେ ମହାଦେବଙ୍କର ବହୁତ ବଡ ଭକ୍ତ ମଧ୍ୟ ହୋଇଥାନ୍ତି । ମହା ଦେବଙ୍କର ସବୁ ଇଛାକୁ ଶୀଘ୍ର ପୂର୍ଣ୍ଣ ମଧ୍ୟ କରି ଦିଅନ୍ତି । ସେମାନଙ୍କ ସହିତ କେବେ ହେଲେ ଶତ୍ରୁତା କରନ୍ତୁ ନାହିଁ ।

A ନାମର ଲୋକେ

ଏହି ନାମର ବ୍ୟକ୍ତି ମାନେ ସବୁଠାରୁ ଅଧିକ ପ୍ରିୟ ବୋଲି କୁହାଯାଏ । ମହାଦେବ ସେମାନଙ୍କୁ ସବୁ ପ୍ରକାରର ପରିସ୍ଥିତିର ଉଧାର କରିଥାନ୍ତି । ତାଙ୍କୁ କେବେ ହେଲେ ଅସୁବିଧାରେ ପକାଇବାକୁ ଦିଅନ୍ତି ନାହିଁ ଓ ତାଙ୍କୁ କୌଣସି ଆର୍ଥିକ ସମସ୍ୟାରେ ମଧ୍ୟ ପକାନ୍ତି ନାହିଁ ।

C ନାମର ଲୋକେ

ଏହି ନାମର ବ୍ୟକ୍ତି ମାନଙ୍କୁ ମହା ଦେବଙ୍କର ଅଂଶ ବୋଲି ମନାଯାଏ । ସେମାନଙ୍କୁ ସେ ସବୁ କ୍ଷେତ୍ରରେ ସାହାର୍ଯ୍ୟ ମଧ୍ୟ କରିଥାନ୍ତି । ଏହି ବ୍ୟକ୍ତି ମାନଙ୍କ ସହ ଯେଉଁ ଲୋକ ଶତ୍ରୁତା କରିଥାନ୍ତି ସେମାନେ କେବେ ହେଲେ ଜିତି ପାରି ନଥାଏ ଓ ତାହାର ବହୁତ ଶୀଘ୍ର ଖରାପ ସମୟ ଆସିଗଲା ବୋଲି ଆପଣ ଜାଣି ନେବେ ।

J ନାମର ଲୋକେ

ଏହି ନାମର ବ୍ୟକ୍ତି ମାନଙ୍କୁ ମହା ଦେବଙ୍କର ବହୁତ ପ୍ରିୟ ଅଟନ୍ତି । ଏହି ନାମର ବ୍ୟକ୍ତି ମହାଦେବଙ୍କର ଆର୍ଧନା କରିଥାନ୍ତି । ଏହି ଲୋକଙ୍କ ଉପରେ ଆସୁଥିବା ସବୁ ବିପଦ ସେ ଟାଳି ଦେଇଥାନ୍ତି । ତାଙ୍କୁ ସେ ବହୁତ ଖୁସିରେ ରଖିଥାନ୍ତି । ସେମାନଙ୍କର ଖରାପ ପରିସ୍ଥିତିରେ ମଧ୍ୟ ତାଙ୍କୁ ରକ୍ଷା କରିଥାନ୍ତି । ଏହିଭଳି ଲୋକଙ୍କ ଉପରେ କୌଣସି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ ।

P ନାମ ଥିବା ଲୋକେ

ଏହି ନାମର ବ୍ୟକ୍ତି ମାନଙ୍କୁ ମହା ଦେବ ସବୁ ବେଳେ ଖୁସିରେ ରଖିବା ସହିତ ତାଙ୍କର ମାନ ସଂମାନ ମଧ୍ୟ ରକ୍ଷା କରିଥାନ୍ତି । ଏହି ନାମ ଥିବା ଲୋକଙ୍କ ପାଇଁ ସବୁ ସୁବିଧାର ବାଟ ଖୋଲା ରଖିଥାନ୍ତି । ସେମାନଙ୍କୁ ସେ ବହୁତ ଧନ ମଧ୍ୟ ପ୍ରଦାନ କରନ୍ତି । ତାଙ୍କ ଉପରେ ସେ ବିଶେଷ କୃପା ରଖିଥାନ୍ତି ।

S ନାମ ଥିବା ଲୋକେ

ଏହି ନାମର ବ୍ୟକ୍ତି ମାନେ ଶିବଙ୍କର ବହୁତ ବଡ ଭକ୍ତ ହୋଇଥାନ୍ତି । ଆପଣଙ୍କ ଉପରେ ମହାଦେବଙ୍କର ଆଶ୍ରିବାଦ ସବୁବେଳେ ଥାଏ । ଯାହା ଦ୍ଵାରା ଆପଣ ଯେକୌଣସି କାର୍ଯ୍ୟରେ ହାତ ମାରିଲେ ମଧ୍ୟ ସେହି କାର୍ଯ୍ୟ ବହୁତ ଶୀଘ୍ର ପୂର୍ଣ୍ଣ ହୋଇଯାଏ । ଏହି ନାମ ଥିବା ବ୍ୟକ୍ତିଙ୍କୁ କେବେ ହେଲେ କୌଣସି ଅସୁବିଧା ଦେଖା ଦିଏ ନାହିଁ । ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାର୍ଯ୍ୟ କରିଥାନ୍ତି ।

V ନାମ ଥିବା ଲୋକେ

ଯେଉଁ ମାନଙ୍କର ନାମ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନଙ୍କୁ ମହାଦେବ ସବୁ ବେଳେ ଖୁସିରେ ରଖିଥାନ୍ତି । ଯଦି ତାଙ୍କ ସହ କେହି ଶତ୍ରୁତା ଆଚରଣ କରେ ତେବେ ମହାଦେବ କେବ ହେଲେ ତାଙ୍କୁ ଛାଡି ନଥାନ୍ତି । ସେ ତାଙ୍କ ଭକ୍ତଙ୍କୁ କଷ୍ଟ ଦେଇଥିବା ହେତୁ ସେ ବହୁତ ରାଗିଜାଇ ତାଙ୍କୁ ଦଣ୍ଡ ଦେଇଥାନ୍ତି । ଏହି ଭଳି ବ୍ୟକ୍ତି ତାଙ୍କର ବହୁତ ପ୍ରିୟ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।