ମଣିଷତ୍ଵ ର ଉଦାହରଣ ହେଉଛନ୍ତି ଏହି 7 ଜଣ ବଲିଉଡ ଷ୍ଟାର୍ସ, ସଡକରୁ ଅନାଥ ପିଲାଙ୍କୁ ନେଇ ବୀନା ଦ୍ଵିଗ୍ଧାରେ ଦେଲେ ନିଜର ପରିଚୟ, ଆଉ ସେମାନେ ଏବେ…

ବଲୀଉଡର ଷ୍ଟାରମାନେ ବି ସାଧାରଣ ମଣିଷ ଭଳି ହୋଇଥାନ୍ତି । ଯେମିତି ଏକ ସାଧାରଣ ମଣିଷ ଅନାଥ ପିଲାଙ୍କୁ ଦେଖିଲେ ଦୟା ଆସେ ଠିକ ସେହି ଭଳି ଷ୍ଟାରମାନଙ୍କର ହୃଦୟ ଏହି ଅନାଥ ପିଲାଙ୍କୁ ବି ଦେଖି ଦୁଖୀ ହୋଇଥାନ୍ତି । କିଛି ଲୋକମାନେ ଏହି ପିଲାଙ୍କୁ ଦେଖିକରି ରହିଯାଆନ୍ତି କିନ୍ତୁ ସେଠି କିଛି ବଲୀଉଡ ଷ୍ଟାରମାନେ ଏମିତି ଅଛନ୍ତି ଯେଉଁମାନେ କିଛି ଅନାଥ ପିଲାଙ୍କୁ ଗୋଦ ନେଇଥାନ୍ତି ।

ଆଜି ଆମର ଏହି ପୋଷ୍ଟରେ ଆମେ ଆପଣମାନଙ୍କୁ ଏମିତି ହିଁ କିଛି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅନାଥ ପିଲାଙ୍କୁ ଆପଣାଇ ମଣିଷତ୍ଵର ପରିଚୟ ଦେଇଛନ୍ତି । ଏବଂ ନିଜର ନାମ ମଧ୍ୟ ଏମାନଙ୍କୁ ଦେଇଛନ୍ତି ।

ସୁଷ୍ମିତା ସେନ

ବିଶ୍ଵ ସୁନ୍ଦରୀ ଏବଂ ବଲୀଉଡ ଅଭିନେତ୍ରୀ ସୁଷ୍ମିତା ସେନ ଦୁଇ ଝିଅଙ୍କୁ ଗୋଦ ନେଇଛନ୍ତି ଏବଂ ଯେଉଁମାନଙ୍କର ନାମ ରେନେ ଏବଂ ଅଲିଶା ଅଟେ । ସୁଷ୍ମିତା ନିଜର ଦୁଇ ଝିଅଙ୍କୁ ବହୁତ ଭଲ ପାଆନ୍ତି ।

ମିଥୁନ ଚକ୍ରବତ୍ତୀ

କହିଦେଉଛୁ ଯେ ମିଥୁନ ଚକ୍ରବତ୍ତୀଙ୍କର 4 ଟି ସନ୍ତାନ ଅଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ନିଜର ଛୋଟ ଝିଅ ଈଶାନୀଙ୍କୁ ଅଳିଆ ଗଦାରୁ ପାଇଥିଲେ । ଏବଂ ସେ ଏହି ଝିଅକୁ ନିଜ ଝିଅ ଭଳି ଦେଖା ଶୁଣା କରନ୍ତି ।

ରବିନା ଟଂଡନ

ରବିନା ଟଂଡନ ୨୧ ବର୍ଷରେ ଦୁଇ ଝିଅଙ୍କୁ ଗୋଦ ନେଇଥିଲେ । ଏବଂ ତାଙ୍କର ନାମ ପୂଜା ଏବଂ ଛାୟା ଅଟେ । ସେ ଦୁଇଜଣଙ୍କୁ ଏକ ଭଲ ଜୀବନ ଦେଇଛନ୍ତି ।

ସଲିମ ଖାନ

ସଲିମ ଖାନ ନିଜ ଝିଅ ଅର୍ପିତାଙ୍କୁ ଗୋଦ ନେଇଛନ୍ତି । ଅର୍ପିତା ସଲମାନଙ୍କର ନିଜ ଭଉଣୀ ନୁହନ୍ତି କିନ୍ତୁ ଏହା ସତ୍ବେ ପୁରା ଖାନ ପରିବାର ତାଙ୍କ ଉପରେ ନିଜର ଜୀବନ ଦିଅନ୍ତି ।

ନିଖିଲ ଆଡବାନୀ

ନିଖିଲ ଆଡବାନୀ ବଲୀଉଡର ଏକ ପ୍ରସିଦ୍ଧ ନିର୍ଦେଶକ ଅଟନ୍ତି । ସେ “କଲ ହୋ ନା ହୋ ଏବଂ ଏୟରଲିଫ୍ଟ” ଭଳି ସୁପରହିଟ ଫିଲ୍ମ ଡାୟରେକ୍ଟ କରିଛନ୍ତି । କହିଦେଉଛୁ ଯେ ନିଖିଲ ଝିଅ କାୟାଙ୍କୁ ଗୋଦ ନେଇଛନ୍ତି । ୪ ବର୍ଷରେ ସେ ନିଜର ଝିଅକୁ ଗୋଦ ନେଇଥିଲେ ।

ସୁଭାଷ ଘାଈ

ବଲୀଉଡର ପ୍ରସିଦ୍ଧ ଡାୟରେକ୍ଟର ସୁଭାଷ ଘାଈ ଏକ ଝିଅକୁ ଗୋଦ ନେଇଛନ୍ତି । ତାଙ୍କର ନାମ ମେଘନା ଅଟେ । ସେ ମେଘନାଙ୍କୁ ଲଣ୍ଡନରେ ପଢିବାକୁ ପଠାଇଥିଲେ ଏବଂ ପରେ ତାଙ୍କର ବାହାଘର ରାହୁଲ ପୁରୀଙ୍କ ସହ କରି ଦେଇଥିଲେ ।

କୁନାଲ କୋହଲୀ

କୁନାଲ କୋହଲୀ ବି ବଲୀଉଡର ଏକ ଜଣାଶୁଣା ନିର୍ମାତା ଅଟନ୍ତି । କୁଣାଲ ଏବଂ ତାଙ୍କର ସ୍ତ୍ରୀ ରବିନା ଏକ ଛୋଟ ଝିଅଙ୍କୁ ଗୋଦ ନେଇଛନ୍ତି । ଯାହାଙ୍କର ନାମ ରାଧା ଅଟେ ।