ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।
ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।
୧- ସମସ୍ତଙ୍କର ନିଜ ନିଜର ଲଜିକ ଥାଏ
କିନ୍ତୁ ଯାହାର ଲଜିକ ନିଜ ନିଜ ଭିତରେ ମେଲ ଖାଏ ନାହିଁ
ସେମାନେ ସ୍ୱମୀ ଓ ସ୍ତ୍ରୀ ହୋଇଥାନ୍ତି….
୨- ବିବାହିତ ପୁରୁଷ କେବେ ବି
ନିଜ ସ୍ତ୍ରୀ ର ସ୍ଥିତି କଥା ପଚାରିବ ନାହିଁ
କିନ୍ତୁ ଅନ୍ୟର ସ୍ତ୍ରୀ କଥା ଚିନ୍ତା କରୁଥାଏ…..
୩- ଜ୍ୟୋତିଷୀ ଜାତକ ମିଶାଇଲେ
ଓ କହିଲେ ୩୬ ରୁ ୩୬ ଗୁଣ ମିଶି ଯାଉଛି
ପୁଅ ଘର ଲୋକ ବିବାହ ପାଇଁ ମନା କରି ଦେଲେ
ଝିଅ ଘର ଵାଲା ଆଶ୍ଚର୍ଯ୍ୟ ହୋଇ ପଚାରିଲେ
ସବୁ ଗୁଣ ତ ମିଶି ଯାଉଛି କିନ୍ତୁ ମନା କାହିଁକି କରୁଛନ୍ତି
ପୁଅ ଘର ବାଲା କହିଲେ
ଆମ ପୁଅ ତ ଲଫଙ୍ଗା
ତେବେ କଣ ବୋହୁ ବି ସେହିଭଳି ନେଇ ଆସିବୁ ?….
୪- ଯିଏ ସ୍ତ୍ରୀ ର ବାଣୀ ବୁଝିପାରେ
ସେ ହିଁ ଏକା ପାଠୁଆ ଅଟେ
ବାକି ସବୁ ମୂର୍ଖ…….
୬- ଯେଉଁମାନେ ସବୁଦିନ ଗାଧୋଇ
ପାଣି ବର୍ବାଦ କରୁଛନ୍ତି
ସେମାନଙ୍କୁ ହିଁ ଆର ଜନ୍ମରେ
ମରୁଭୂମିରେ ଓଟ କରି ଛାଡି ଦିଆଯାଏ…..
୭- ପପୁ ସବୁବେଳେ ରାତିରେ ନିଜ ରୋଷେଇ ଘରକୁ ଯାଇ
ଚିନୀ ଡବା ଖୋଲେ ଓ ପୁଣି ବନ୍ଦ କରି ଶୋଇ ଯାଏ
କଣ ପାଇଁ ??
କାହିଁକି ନା ଡାକ୍ତର କହିଛନ୍ତି
ଆପଣଙ୍କୁ ସୁଗାର ରୋଗ ଅଛି
ସବୁଦିନ ନିଜର ସୁଗାର ଚେକ କରିବା
୮- ଡାକ୍ତର – ଆପଣଙ୍କର ଯାଁଆଳା ପିଲା ହୋଇଛି
ସରଦାର – ଏହା ତ ହେବାର ଥିଲା
ପ୍ରୋଗ୍ରାମ ହିଁ ଏହିଭଳି ଦେଖୁଥିଲା
ଇଣ୍ଡିଆନ ଆଇଡଲ- ୨, ନଚ ବଲିୟେ- ୨, ଧୁମ- ୨
ଡାକ୍ତର – ଭଲ ହେଲା ଦିଲୀ- ୬ ଦେଖି ନାହାନ୍ତି…..
୯- ଜଣେ ଆମେରିକାର ଡାକ୍ତର ଭାରତକୁ ଆସିଥିଲେ
ବସ ଷ୍ଟାଣ୍ଡରେ ଗୋଟିଏ ବହି ଦେଖି
ବେହୋସ ହୋଇଗଲେ
କାରଣ- ତାହାର ନାମ ଥିଲା କି
୩୦ ଦିନରେ ଡାକ୍ତର କେମତି ହେବେ
ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।