CBI ଆଗରେ ଭାଙ୍ଗି ପଡ଼ିଲେ ପିଠାନି… ସୁଶାନ୍ତ ଏମିତି କହିଥିଲେ, ତାପରେ ଝଗଡ଼ା ହେଲା… ଦିଶାଙ୍କ ରହସ୍ୟ ବି ଖୋଲିଲା

ସୁଶାନ୍ତ ଙ୍କ ମାମଲାରେ CBI ନିଜ ଯାଞ୍ଚ ଆଗକୁ ବଢ଼ିବାରେ ଲାଗିଛି । ସିଦ୍ଧାର୍ଥ ପଠାନି, ଚାକର ନୀରଜ, କୁକ କେଶବ ଙ୍କୁ ଲଗାତାର ପଚରା ଉଚୁରା କରିଛି । ୬ ଦିନ ତଦନ୍ତ ପରେ ସିଦ୍ଧାର୍ଥ ପୀଠାନି ଭାଙ୍ଗିପଡିଥିଲେ ଏବଂ କେବଳ ୮ ଜୁନ ନୁହଁ ବରଂ ଦିସା ସଲିଆନ ଙ୍କ ରହସ୍ୟ ମଧ୍ୟ ଖୋଳିଦାଇଛନ୍ତି । କିନ୍ତୁ ଏବେ ମଧ୍ୟ ପିଠାନି ବହୁତ କିଛି ଲୁଚାଇଚନ୍ତି କିନ୍ତୁ ଯାହା କିଛି ସିଦ୍ଧାର୍ଥ ପିଠାନି କହିଛନ୍ତି ତାହା ସୁଶାନ୍ତ ଙ୍କ କେଶ କୁ ଏକ ନୂଆ ମୋଡ଼ ଦେଇଛି ଏବଂ ସତ୍ୟ କୁ ସାମ୍ନାକୁ ଆଣିବା ବହୁତ ସହଜ କରିଦେଇଛି ।

ପିଠାନି କହିଛନ୍ତି ସେଦିନ ବହୁତ ଝଗଡ଼ା ହୋଇଥିଲା । ରାତି ୨ ଟା ଯାଏଁ ପାଟି ହୋଇଥିଲା ସୁଶାନ୍ତ ବହୁତ ରାଗରେ ଥିଲେ । ଦିସା ସଲିଆନ ଙ୍କ ବିଷୟରେ ମଧ୍ୟ କହିଛନ୍ତି ପିଠାନି । ଚାଲନ୍ତୁ ଜାଣିବା କଣ କହିଛନ୍ତି ପିଠାନି । ସିଦ୍ଧାର୍ଥ ସିଂ ପିଠାନି ସେହି ବ୍ୟକ୍ତି ଅଟନ୍ତି ଯିଏ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ର ସବୁ ରହସ୍ୟ ଜାଣିଛନ୍ତି । ପିଠାନି ଏତେ ବଡ଼ ଖିଲାଡ଼ି ଅଟନ୍ତି କି ଅଟେ ଦିନ ର ତଦନ୍ତ ପରେ ମଧ୍ୟ ସବୁ ସତ କହିନାହାନ୍ତି ।

କିନ୍ତୁ ୬ ଦିନର କଡ଼ା ଯାଞ୍ଚ୍ ଦ୍ଵାରା ପିଠାନି ଭାଙ୍ଗିପଡିଥିଲେ ଏବଂ ସବୁ କଥା କହିଦେଇଥିଲେ । ଖବର ମିଳିଛି କି ପିଥନୀ ୮ ଜୁନ, ୧୪ ଜୁନ ଏବଂ ଡିସା ସଲିଆନ ଙ୍କ ବିଷୟରେ କହିଛନ୍ତି । ପିଠାନି କହିଛନ୍ତି ୮ ଜୁନ ରେ ରିୟା ଏବଂ ସୁଶାନ୍ତ ଙ୍କ ଭିତରେ ଭୟଙ୍କର ଝଗଡ଼ା ହୋଇଥିଲା । ଗୋଟେ ଲାପଟପ୍ କୁ ନେଇ ଦୁଇଜଣ ଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା ।

ପିଠାନି କହିଛନ୍ତି ଏହି ଲାପଟପ୍ ରେ ସୁଶାନ୍ତ ଙ୍କ ସବୁ ଡାଟା ଥିଲା କିନ୍ତୁ ରିୟା ଏହି ଲାପଟପ ରୁ କିଛି ଜିନିଷ ଡିଲିଟ୍ କରିଥିଲେ ଯାହା ଫଳରେ ସୁଶାନ୍ତ ସିଂ ରାଜପୁତ ବହୁତ ରାଗରେ ଥିଲେ । ସୁଶାନ୍ତ ଏତେ ମାତ୍ର ରେ ରାଗିଯାଇଥିଲେ ଯେ ସେ ରିୟା ଙ୍କୁ ଅପସବ୍ଦ ମଧ୍ୟ କହିଥିଲେ ଏବଂ ଝଗଡ଼ା ବହୁତ୍ ସମୟ ପର୍ଯ୍ୟନ୍ତ ଚାଲିଥିଲା । ଚାକର ନୀରଜ ମଧ୍ୟ ସେଇଠି ଥିଲା ।

ପିଠାନି କହିଛନ୍ତି ସେହି ଝଗଡ଼ା ପରେ ରିୟା ସେହିଦିନ ସୁଶାନ୍ତ ଙ୍କ ଘର ଛାଡ଼ି ଚାଲିଯାଇଥିଲେ । ପିଠାନି କହିଛନ୍ତି ସେହି ଲାପଟପ ରେ ଦିସା ସଲିଆନ୍ ଙ୍କୁ ନେଇ କିଛି ତଥ୍ୟ ମଧ୍ୟ ଥିଲା ଯାହା ବିଷୟରେ ସୁଶାନ୍ତ ବହୁତ ଥର କହିଥିଲେ କିନ୍ତୁ ପୁରା କଥା କେବେ କହିନଥିଲେ । ପିଠାନି କହିଛନ୍ତି କି ସେହି ଲାପଟପ ସବୁବେଳେ ସୁଶାନ୍ତ ବ୍ୟବହାର କରୁଥିଲେ କିନ୍ତୁ ତା ପାସୱାର୍ଡ ରିୟା ଚକ୍ରବର୍ତ୍ତୀ ଙ୍କ ପାଖରେ ମଧ୍ୟ ଥିଲା ।

୮ ଜୁନ ରେ ରିୟା ସୁଶାନ୍ତ ଙ୍କ ଘର ଛାଡ଼ି ଯିବା ପରେ ମଧ୍ୟ ଫୋନ ରେ ଦୁଇଜଣଙ୍କ ଝଗଡ଼ା ହୋଇଥିଲା । ତାପରେ ଦିସା ସଲିଆନ୍ ଙ୍କ ଖବର ଆସିଲା ପରେ ଝଗଡ଼ା ଆହୁରି ବଢି ଯାଇଥିଲା । ରାତି ୨ ଟା ଯାଏଁ ସୁଶାନ୍ତ ଏବଂ ରିୟା ଫୋନ ରେ ଝଗଡ଼ା କରିଥିଲେ । ଯେଉଁ ଦିନ ଦିସା ସଲିଆନ୍ନ ଙ୍କ ସହିତ ଘଟଣା ଘଟିଥିଲା ସେହିଦିନ ସକାଳୁ ହିଁ ସୁଶାନ୍ତ ଏବଂ ରିୟା ଙ୍କ ଝଗଡ଼ା ହୋଇଥିଲା ତାହା ପୁଣି ଦିସା ଙ୍କ ପାଇଁ ।

ଏହା ଏବେ ନିଶ୍ଚିନ୍ତ ହୋଇସାରିଛି କି ରିୟା ଙ୍କୁ ଦିସା ଙ୍କ ବିଷୟରେ ଆଗରୁ ଜଣା ଥିଲା ଏବଂ ସେ ସେଥିପାଇଁ ସୁଶାନ୍ତ ଙ୍କ ଲାପଟପ ରୁ ଡିଲିଟ କରିଥିଲେ । ପିଠା ନି କହିଛନ୍ତି ରିୟା ଏବେ ଯାହା ସବୁ କହୁଛନ୍ତି ସବୁ ମିଛ, ରିୟା ସୁଶାନ୍ତ ଙ୍କ ୮ ଟି ହାଡ ଡିସ୍କ ନଷ୍ଟ କରିଦେଇଥିଲେ । ଏହି ଲାପଟପ ଏବଂ ହାର୍ଡ ଡିସ୍କ ରେ କଣ ଥିଲା ତାହା CBI ଯାଞ୍ଚ୍ କରୁଛି ।

ରିୟା ଙ୍କୁ ନେଇ ପିଠାନି ସବୁ ସତ କହିଛନ୍ତି କିନ୍ତୁ ୧୪ ଜୁନ କୁ ନେଇ ଖେଳ ଖେଳିଛନ୍ତି ପୀଠନି ଏବଂ କହିଛନ୍ତି କି ସେ ସେଦିନ ଉପରେ ନଥିଲେ ବରଂ ତଳେ ଥିଲେ କିନ୍ତୁ ସେ ମିଛ କହିଛନ୍ତି କାରଣ ଚାକର ନୀରଜ ଏବଂ କେଶବ କହିଛନ୍ତି କି ଦୀପେଷ ଏବଂ ପିଠାନି ଉପରେ ଥିଲେ ଏବଂ ସେହି ୨ ଜଣ ହିଁ ୧ ଘଣ୍ଟାରେ ସୁଶାନ୍ତ ଙ୍କ ସହିତ କିଛି କରିଛନ୍ତି ।

ବର୍ତମାନ ୧୪ ଜୁନ କୁ ନେଇ ପିଠାନି ମିଛ କହିଚନ୍ତି ନହେଲେ ନୀରଜ ମିଛ କହୁଛି । ଏହି ବୟାନ ର ତଦନ୍ତ କରୁଛି CBI । ସୁଶାନ୍ତ ଙ୍କ ମାମଲା ଦିନକୁ ଦିନକୁ ଆଗକୁ ବଢ଼ିଚାଲିଛି । CBI ନିଜର ତଦନ୍ତ ଜୋର୍ ସୋର୍ ରେ କରିଚାଲିଛି, ଏବଂ CBI କହିଛି ସୁଶାନ୍ତ ଙ୍କ ଆସାମୀ ସାମ୍ନାକୁ ଆସିବା ଆଊ ବେଶି ଦିନ ନୁହେଁ । ଖୁବ ଶୀଘ୍ର ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ଏବଂ ପ୍ରକୃତ ଦୋଷୀ କୁ କଠୋର ଦଣ୍ଡ ।

ଆପଣଙ୍କୁ କଣ ଲାଗୁଛି କିଏ ସତ କହୁଛି ପିଠାନି କି ନୀରଜ ଆମକୁ କମ୍ମେନ୍ଟ ରେ ଜାଣନ୍ତୁ ଏବଂ ସୁଶାନ୍ତ ଙ୍କ କେଶ କୁ ଆଗକୁ ବଢାଇବା ପାଇଁ ସେୟାର ନିଶ୍ଚୟ କରନ୍ତୁ, ଏବଂ ଆମ ପେଜ କୁ like କରନ୍ତୁ ।