ମୋବାଇଲ ରିଚାର୍ଜର ବୈଧତା ୨୮ ଦିନ ହିଁ କାହିଁକି ହୋଇଥାଏ, ୩୦ ଦିନ କାହିଁକି ହୋଇ ନ ଥାଏ ?

ଏହି ଦେଶରେ ବହୁତ ଲୋକମାନେ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ତାଙ୍କୁ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ହିଁ ଜଣା ନ ଥାଏ । କିନ୍ତୁ ଅସଲରେ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ବୁଦ୍ଧିର ପରୀକ୍ଷା କରାଯିବା ହୋଇଥାଏ । ଏଥିରେ କିଛି ଏମିତି ପ୍ରଶ୍ନ ପଚରାଯାଇ ଆପଣଙ୍କର ବୁଦ୍ଧିର ପରୀକ୍ଷା କରା ଯାଏ । କହିଦେଉଛୁ କି ଇଣ୍ଟରଭ୍ୟୁ ଦେବା ସମୟରେ ସବୁବେଳେ ନିଜର ମସ୍ତିଷ୍କକୁ ଶାନ୍ତ ରଖନ୍ତୁ ।

କହିବାକୁ ଗଲେ ଆଜିକାଲି ଆଇଏଏସର ଇଣ୍ଟରଭ୍ୟୁରେ ଯେଉଁ ପ୍ରଶ୍ନ ପଚରାଯାଉଛି, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ଏହା ସବୁ ମସ୍ତିସ୍କର ଖେଳ ଅଟେ । ଏହିଭଳି ହିଁ କିଛି ପ୍ରଶ୍ନ ଆଜି ଆମେ ଆପଣଙ୍କୁ ପଚାରିବାକୁ ଯାଉଛୁ, ଯେଉଁଥିରେ ମସ୍ତିସ୍କ ଓ ବୁଦ୍ଧି ଦୁଇଟି ଯାକ ଅଧିକ ଦରକାର ହୋଇଥାଏ । ତେବେ ଚାଲନ୍ତୁ ଆପଣଙ୍କ ସହିତ ପ୍ରଶ୍ନ ଉତ୍ତର ଖେଳ ଖେଳିବା ।

ପ୍ରଶ୍ନ – ଆଚାର ଜଲ୍ଦି ଖରାପ କାହିଁକି ହୋଇଥାଏ ?

ଉତ୍ତର- ଆଚାରରେ ଲୁଣର ମାତ୍ର ଉଚିତ ଥିବ, ତେଲ ଆଚାରର ଲେବୁଲରୁ ୧ ଇଞ୍ଚ ଉପରେ ରହିବ । ଓଦା କିମ୍ବା ସଫା କରା ଯାଇ ନ ଥିବା ଚାମଚ ସେଥିରେ ପକାନ୍ତୁ ନାହିଁ । ତେବେ ଯାଇ ଅଧିକ ସମୟ ପର୍ଯ୍ୟନ୍ତ ଏହା ରହିବ । ନଚେତ ଆଚାର ଖରାପ ହୋଇଯିବ ।

ପ୍ରଶ୍ନ- ମୋବାଇଲ ରିଚାର୍ଜର ବୈଧତା ୨୮ ଦିନ ହିଁ କାହିଁକି ହୋଇଥାଏ । ୩୦ ଦିନ କାହିଁକି ହୋଇ ନ ଥାଏ ?

ଉତ୍ତର- ପ୍ରଥମେ ରିଚାର୍ଜର ବୈଧତା ୩୦ ଦିନ ପର୍ଯ୍ୟନ୍ତ ହେଉ ଥିଲା । ଯାହା ଦ୍ଵାରା ଜଣେ ବ୍ୟକ୍ତି ବର୍ଷକୁ ୧୨ ଥର ରିଚାର୍ଜ କରୁଥିଲା । କିନ୍ତୁ କମ୍ପାନୀମାନେ ଲାଭ ଅଧିକ କରିବା ପାଇଁ ଏହି ୩୦ ଦିନ ବୈଧତାକୁ ୨୮ ଦିନ କରିଦେଲେ । ଯାହା ଦ୍ଵାରା ଜଣେ ବ୍ୟକ୍ତି ବର୍ଷକୁ ୧୩ ଥର ରିଚାର୍ଜ କରିବ ।

ପ୍ରଶ୍ନ- କଣ ପୁରୁଣା କମ୍ପାନୀର PF ଆକାଉଣ୍ଟ ନୂଆ କମ୍ପାନୀରେ ଚାଲି ପାରିବ ?

ଉତ୍ତର- ପୁରୁଣା କମ୍ପାନୀର UAN ନମ୍ବର ଆପଣ ନୂଆ କମ୍ପାନୀର HR ଡିପାର୍ଟମେଣ୍ଟରେ ଦେଇ ପୁରୁଣା PF ଆକାଉଣ୍ଟକୁ ଚାଲୁ କରି ପାରିବେ । ଯଦି ଆପଣଙ୍କ ଦୁଇଟି PF ଆକାଉଣ୍ଟ ଅଛି ତେବେ EPFOର ୱେବସାଇଟକୁ ଯାଇ ଆପଣ ଦୁଇଟି ଆକାଉଣ୍ଟକୁ ଯୋଡି ପାରିବେ ।

ପ୍ରଶ୍ନ – ଯଦି ଶରୀର ଉପରେ ଏସିଡ ପଡିଯିବ ତେବେ କଣ କରିବେ ?

ଉତ୍ତର- ଏସିଡ ପଡିବା ଦ୍ଵାରା ଏସିଡ ଶରୀରର ଭିତରକୁ ଚାଲିଯାଏ ଓ ଟିସୁକୁ ନଷ୍ଟ କରିବାରେ ଲାଗେ । ସେଥିପାଇଁ କ୍ଷୀର କିମ୍ବା ପାଣିକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ସେହି ଜାଗାରେ ପକାଇବା ଉଚିତ । ଯାହା ଦ୍ଵାରା ଟିସୁ ନଷ୍ଟ ହେବା ଠାରୁ ବଞ୍ଚି ଯିବ ।

ପ୍ରଶ୍ନ- ଯଦି ଆପଣ ଚୁଇଙ୍ଗମ ଖାଇ ନେବେ ତେବେ ଏହା ଆପଣଙ୍କର କଣ କ୍ଷତି କରିଥାଏ ?

ଉତ୍ତର- ଚୁଇଙ୍ଗମ ସେବନ କରିବା ଦ୍ଵାରା ଆମର ପାଚନ ତନ୍ତ୍ର ଏହାକୁ ହଜମ କରି ବାହାର କରି ନିଏ । କିନ୍ତୁ ଅଧିକ ଚୁଇଙ୍ଗମ ଚୋବାଇବା ଦ୍ଵାରା କ୍ଷତି ବି ହୋଇଥାଏ । ଯେମିତି କି ଦାନ୍ତ ଖରାପ ହେବା, ପାଚନ ସମସ୍ୟା ଦେଖା ଦେବା, ଦାନ୍ତ ମାଢିରେ ବ୍ୟଥା, ଭୋକ କମ ଲାଗିବା ଇତ୍ୟାଦି ।

ପ୍ରଶ୍ନ – ହିନ୍ଦୀ ଆମର ରାଷ୍ଟ୍ର ଭାଷା ଅଟେ କିନ୍ତୁ ଇଂଗ୍ଲିଶକୁ ଅଧିକ ମହତ୍ଵ କାହିଁକି ଦିଆଯାଏ ?

ଉତ୍ତର- ଆଜିକାଲି ମାତା ପିତା ନିଜର ପିଲାମାନଙ୍କୁ ଇଂଗ୍ଲିଶ ଶିଖାଇବା ପାଇଁ ଆଗଭର ଥାନ୍ତି । ଏହା ଛଡା ଇଂଗ୍ଲିଶ ଭାଷାକୁ ଉଚ୍ଚ ଭାଷା ରୂପରେ ଦେଖାଯାଏ । ପ୍ରାୟତଃ ଅଫିସରେ କାମ ଓ ସ୍କୁଲ କଲେଜର ପରୀକ୍ଷା ଇଂଗ୍ଲିଶରେ ହିଁ ହୋଇଥାଏ । ଭାରତୀୟ ଲୋକମାନେ ଆଜି ବି ଇଂଗ୍ଲିଶର ମାନସିକ ଗୁଲାମ ଅଟନ୍ତି । ଏହା ଛଡା ସମସ୍ତଙ୍କୁ ବିଦେଶୀ ବସ୍ତୁ ଅଧିକ ଭଲ ଲାଗେ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।