ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତାହା ଠାରୁ ଏହାର ଇଣ୍ଟରଭିୟୁ ପାସ କରିବା ଆହୁରି କଠିନ ।
IAS ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହାର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।
୧- ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?
ଉତ୍ତର- ଫ୍ରିଜି ଦେଶକୁ
୨- କାହାକୁ ଆମେ ବିନା ହାତ ଲଗାଇ ଅଟକାଇ ପାରିବା ?
ଉତ୍ତର- ନିଶ୍ଵାସ
୩- ପୃଥିବୀର ସବୁଠୁ ଶକ୍ତି ଶାଳି ଜୀବ କିଏ ?
ଉତ୍ତର- ବ୍ଲୂ ୱ୍ହେଲ
୪- ଭବିଷ୍ୟର ଇନ୍ଧନ କାହାକୁ କୁହାଯାଏ ?
ଉତ୍ତର- ହାଇଡ୍ରୋଜେନ
୫- ଗୁପ୍ତ ବଂଶର ସଂସ୍ଥାପକ କିଏ ଥିଲେ ?
ଉତ୍ତର- ଶ୍ରୀଗୁପ୍ତ
୬- ସବୁଠୁ ଅଧିକ ଧନୀ ଲୋକ କେଉଁ ଦେଶରେ ଅଛନ୍ତି ?
ଉତ୍ତର- ଆମେରିକା
୭- ଶ୍ରୀନଗରକୁ କିଏ ସ୍ଥାପନ କରିଥିଲେ ?
ଉତ୍ତର- ଅଶୋକ
୮- କଳା ସୁନା କାହାକୁ କୁହାଯାଏ ?
ଉତ୍ତର- ଅଫିମ
୯- ଭାରତର ସବୁଠୁ ବଡ ଚା ଉତ୍ପାଦକ ରାଜ୍ୟ କାହାକୁ କୁହାଯାଏ ?
ଉତ୍ତର- ଆସାମ
୧୦- ଭାରତର ସବୁଠୁ ବଡ ସରକାରୀ ଚାକିରି କାହାକୁ କୁହାଯାଏ ?
ଉତ୍ତର- IAS
୧୧- ଅନୁସନ୍ଧାନର ବର୍ଣନା କେଉଁ ବେଦରେ ଅଛି ?
ଉତ୍ତର- ଅଥର୍ବବେଦ
୧୨- ବିଶ୍ଵର ସବୁଠୁ ବଡ ସଂଗ୍ରହାଳୟ କେଉଁ ଠାରେ ଅଛି ?
ଉତ୍ତର- ଲଣ୍ଡନ
୧୩- ଜଗନ୍ନାଥ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର- ଓଡିଶା
୧୪- ୧୦୦ ଟଙ୍କାର ନୋଟକୁ ଭଙ୍ଗାଇବେ, ଯେଉଁଥିରେ ୧୦ ଟଙ୍କା ନଥିବ, କିନ୍ତୁ ୧୦ ଟି ନୋଟ ଥିବ, କୁହନ୍ତୁ କେମିତି କରିବେ ?
ଉତ୍ତର- ୨୦ ଟଙ୍କା ନୋଟ ୪ ଟି,
୫ ଟଙ୍କା ନୋଟ ୩ ଟି,
୨ ଟଙ୍କା ନୋଟ ୨ ଟି,
୧ ଟଙ୍କା ନୋଟ ୧ଟି ।
୧୫- ବିଶ୍ଵର ପ୍ରଥମ ବିଶ୍ୱବିଦ୍ୟାଳୟ କାହାକୁ କୁହନ୍ତି ?
ଉତ୍ତର- ତକ୍ଷଶିଳା ବିଶ୍ଵ ବିଦ୍ୟାଳୟ
୧୬- ନୀତି ଆୟୋଗର ଅଧକ୍ଷ କାହାକୁ କହନ୍ତି ?
ଉତ୍ତର- ପ୍ରଧାନମନ୍ତ୍ରୀ
୧୭- କେଉଁ ଚଢେଇର ପର ନାହିଁ ?
ଉତ୍ତର- କିୱି ଚଢେଇ
୧୮- କଳା ରଙ୍ଗର ହଂସ କେଉଁ ଠାରେ ଦେଖାଯାଆନ୍ତି ?
ଉତ୍ତର- ଅଷ୍ଟ୍ରେଲିଆରେ
୧୯- ସବୁଠୁ ଅଧିକ ପୋଲିସ କେଉଁ ଦେଶରେ ଅଛନ୍ତି ?
ଉତ୍ତର- ଆମେରିକାରେ
୨୦- କେଉଁ ପ୍ରାଣୀ ଡେଇଁ ପାରେ ନାହିଁ ?
ଉତ୍ତର- ହାତୀ
୨୧- ଖଟା ମହୁ କେଉଁଠାରେ ମିଳେ ?
ଉତ୍ତର- ବ୍ରାଜିଲର ଜଙ୍ଗଲରେ
୨୨- ଭାରତର ସବୁଠୁ କମ ନଗର ବାଲା ରାଜ୍ୟର ନାମ କଣ ?
ଉତ୍ତର- ମେଘାଳୟ
୨୩- ମନୁଷ୍ୟର ଲୁହରେ କଣ ମିଳେ ?
ଉତ୍ତର- ସୋଡିୟମ କ୍ଳୋରାଇଡ
୨୪- ସବୁଠୁ ଅଧିକ ରୁଣ କେଉଁ ଦେଶ ଉପରେ ଅଛି ?
ଉତ୍ତର- ଚୀନ
୨୫- ସାପ-ସିଢି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତ ଦେଶରେ
୨୬- ମନୁଷ୍ୟର ସବୁଠୁ ଛୋଟ ହାଡ କେଉଁ ଠାରେ ଅଛି ?
ଉତ୍ତର- କାନ
୨୭- ଶରୀରରେ ଆୟରନର ମାତ୍ରା କମ ହେଲେ କେଉଁ ରୋଗ ହୋଇଥାଏ ?
ଉତ୍ତର- ଏନିମିୟା
୨୮- ଦେଶର ଲୌହ ପୁରୁଷ କାହାକୁ କୁହାଯାଏ ?
ଉତ୍ତର- ସରଦାର ବଲ୍ଲଭ ଭାଇ ପଟେଲ
୨୯- କେଉଁ ଜୀବ ନିଜର ପୁରା ଜୀବନକାଳରେ କେବେ ବି ଶୋଇ ନ ଥାଏ ?
ଉତ୍ତର- ପିମ୍ପୁଡି
୩୦- କେଉଁ ଦେଶରେ ସବୁଠୁ ଅଧିକ ବିଲେଇ ଦେଖା ଯାଆନ୍ତି ?
ଉତ୍ତର- ପାକିସ୍ତାନ
୩୧- ଭୂରି କ୍ରାନ୍ତି କେଉଁ ଜିନିଷ ସହିତ ସମ୍ବନ୍ଧ ଅଟେ ?
ଉତ୍ତର- ଉର୍ବରକ ଉତ୍ପାଦ
୩୨- କେଉଁ ଚଢେଇ ବସା କରେ ନାହିଁ ?
ଉତ୍ତର- କୋଇଲି
୩୩- ବୁଢିଆଣୀର କେତୋଟି ଗୋଡ ଥାଏ ?
ଉତ୍ତର- ୮ ଟି
୩୪- ହାତୀର ଗୁମ୍ଫା କେଉଁ ଠାରେ ଅଛି ?
ଉତ୍ତର- ଓଡିଶାରେ
୩୫- ଜବକୁ ଓଡିଆରେ କଣ କୁହନ୍ତି ?
ଉତ୍ତର- ଚାକିରି
୩୬- ବିଶ୍ଵରେ ମିଠା ପାଣିର ସବୁଠୁ ବଡ ହ୍ରଦ କେଉଁଠାରେ ଅବସ୍ଥିତ ?
ଉତ୍ତର- ଆମେରିକା
୩୭- ଭାରତର ପ୍ରଥମ ସମାଚାର- ପତ୍ରର ନାଁ କଣ ?
ଉତ୍ତର- ବଙ୍ଗାଲ ଗଜଟ
ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।