ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାର ପ୍ରଶ୍ନ କରାଯାଏ । ସେଠାରେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଜାଣିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିକ୍ଷଣୀୟ ଜିନିଷ ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।
୧- ଖଡି ବୋଲିର ଜନକ କିଏ ଥିଲେ ?
ଉତ୍ତର- ଅମିର ଖୁସରୋ
୨- ଭାରତର ପ୍ରମୁଖ ଖାଦ୍ୟଅର୍ଣ୍ଣ ଫସଲ କଣ ଅଟେ ?
ଉତ୍ତର- ଚାଉଳ
୩- ଭାରତର ପ୍ରଥମ ଭଏସରଏ କିଏ ଥିଲେ ?
ଉତ୍ତର- ଲାର୍ଡ କେନିଙ୍ଗ
୪- ଘନ୍ଟାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତ
୫- ଗାୟତ୍ରୀ ମନ୍ତ୍ରର ଉଲ୍ଲେଖ କେଉଁ ବେଦରେ ରହିଛି ?
ଉତ୍ତର- ରୁକବେଦ
୬- ନୀଳ ସହର କାହାକୁ କୁହନ୍ତି ?
ଉତ୍ତର- ଯୋଧପୁର
୭- ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର- ଦକ୍ଷିଣ କୋରିୟା
୮- ଚଉରୀ-ଚୋରା କାଣ୍ଡ କେଉଁଠି ହୋଇଥିଲା ?
ଉତ୍ତର- ଗୋରଖପୁର
୯- ସୂର୍ଯ୍ୟଉଦୟର ଦେଶ କାହାକୁ କୁହାଯାଏ ?
ଉତ୍ତର- ଜାପାନ
୧୦- ରାଜସ୍ଥାନର ହୃଦୟ କାହାକୁ କୁହନ୍ତି ?
ଉତ୍ତର- ଅଜମେର
୧୧- ସାଇମନ କମିଶନ କେବେ ଭାରତକୁ ଆସିଥିଲେ ?
ଉତ୍ତର- ୧୯୨୮ରେ
୧୨- ଗୌତମ ବୁଦ୍ଧଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
ଉତ୍ତର- ଲୁମ୍ବିନୀ
୧୩- ସବୁଠାରୁ ହାଲକା ଧାତୁ କଣ ଅଟେ ?
ଉତ୍ତର- ଲିଥିୟମ
୧୪- ଚୁଟି କେଉଁ ଜିନିଷରୁ ତିଆରି ହୋଇଥାଏ ?
ଉତ୍ତର- ପ୍ରୋଟିନ
୧୫- କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଏ ?
ଉତ୍ତର- ଇଯିଟ୍ପ
୧୬- ମୁସଲିମ ଲିଗର ସ୍ଥାପନା କେବେ ହୋଇଥିଲା ?
ଉତ୍ତର- ୧୯୦୬ରେ
୧୭- ଇଣ୍ଟରନେଟର ବ୍ୟବହାର ପ୍ରଥମେ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଆମେରିକା
୧୮- ଜୋନପୁରର ସ୍ଥାପନା କିଏ କରିଥିଲେ ?
ଉତ୍ତର- ଫିରୋଜଶାହ ତୁଗଲକ
୧୯- କଞ୍ଚନଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠାରେ ଅଛି ?
ଉତ୍ତର- ସିକ୍କିମ
୨୦- ପଞ୍ଚତନ୍ତ୍ରର ଲେଖକ କିଏ ଆତ୍ତନି ?
ଉତ୍ତର- ବିଷ୍ଣୁ ଶର୍ମା
୨୧- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା କଣ ଅଟେ ?
ଉତ୍ତର- ଶ୍ରୀନଗର
୨୨- ଦିଆସିଲିର ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଭାରତ
୨୩- ସ୍ପେସ ସୁଟର ଓଜନ କେତେ ?
ଉତ୍ତର- ୨୧ କିଲୋ
୨୪- ଟାଏଲର ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?
ଉତ୍ତର- ପର୍ଜ୍ଯାବରଣ ସୁରକ୍ଷା
୨୫- ଭାରତର ଆଇନଷ୍ଟାଇନ କାହାକୁ କୁହାଯାଏ ?
ଉତ୍ତର- ନାଗାର୍ଜୁନ
୨୬- ମନୁସ୍ମୃତି କାହା ସହ ସମ୍ଭାଧିତ ଅଟେ ?
ଉତ୍ତର- ସମାଜ ବ୍ୟବସ୍ଥା
୨୭- ହିରାର ନଗର କାହାକୁ କୁହାଯାଏ ?
ଉତ୍ତର- କିମ୍ବରଲେ
୨୮- କେଉଁ ମଣିଷକୁ ଟିକେଟ ଦରକାର ପଡେ ନାହି ?
ଉତ୍ତର- ନବଜାତ ଶିଶୁ
୨୯- ଗୁରୁତ୍ଵାକର୍ଷଣର ସନ୍ଧାନ କିଏ କରିଥିଲେ ?
ଉତ୍ତର- ନ୍ୟୁଟନ
୩୦- ବାୟୁମଣ୍ଡଳରେ ଅକ୍ସିଜେନର ମାତ୍ରା କେତେ ଅଟେ ?
ଉତ୍ତର- ୨୧%
୩୧- କେଉଁ ଦେଶରେ ଫେସବୁକ ବ୍ୟବହାର କରିବା ଅପରାଧ ଅଟେ ?
ଉତ୍ତର- ଚୀନ
୩୨- କେଉଁ ପଶୁର ଜିଭ କଳା ହୋଇଥାଏ ?
ଉତ୍ତର- ଜିରାଫ
୩୩ – କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?
ଉତ୍ତର- ସମୁଦ୍ର ଘୋଡା
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।