ଏମିତି କେଉଁ କାମ ଯାହାକୁ ମଣିଷ ମରିବାପରେ ବି କରି ପାରିବ! ଏମିତି ଆହୁରି 30 ଟି Question ଓ Answer

ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଜେନେରାଲ ନଲେଜ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ସ୍ମାର୍ଟ ଓ ଜ୍ଞାନୀ ହୋଇ ଯିବେ । ଏହି ସବୁ ଜେନେରାଲ ନଲେଜ ବିଭିନ୍ନ ପରୀକ୍ଷାରେ ବହୁତ ଉପଯୋଗୀ ହେବା ସହିତ ଆପଣଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର କିଛି ପ୍ରଶ୍ନ ଓ ଏହାର ସଠିକ ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

ପ୍ରଶ୍ନ- କଳା ଆଇନା କାହାକୁ କୁହାଯାଏ ?

ଉତ୍ତର- ଗ୍ରାଫାଇଟ

ପ୍ରଶ୍ନ- ଖଜୁରାହୋ ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର- ମଧ୍ୟ ପ୍ରଦେଶ

ପ୍ରଶ୍ନ- ବେଦ ଗୁଡିକର ନାରା କିଏ ଦେଇଥିଲେ ?

ଉତ୍ତର- ସ୍ଵାମୀ ଦୟାନନ୍ଦ ସରସ୍ଵତୀ

ପ୍ରଶ୍ନ- ଭାରତର ସବୁଠୁ ବଡ ଜିଲ୍ଲାର ନାଁ କଣ ?

ଉତ୍ତର- କଚ୍ଛ

ପ୍ରଶ୍ନ- ସବୁଠୁ ଅଧିକ ହ୍ରଦ କେଉଁ ଦେଶରେ ଅଛି ?

ଉତ୍ତର- ଫିନଲ୍ୟାଣ୍ଡ

ପ୍ରଶ୍ନ- ସବୁଠୁ ପୁରୁଣା ଧର୍ମର ନାଁ କଣ ?

ଉତ୍ତର- ସନାତନ ଧର୍ମ

ପ୍ରଶ୍ନ- ଏଲୋରା ଗୁମ୍ଫା କେଉଁଠାରେ ଅବସ୍ଥିତ ?

ଉତ୍ତର- ଔରଂଗାବାଦ

ପ୍ରଶ୍ନ- ସର୍ବେ ପ୍ରଥମେ ନୋଟବନ୍ଦି କେଉଁଠି ହୋଇଥିଲା ?

ଉତ୍ତର- ଘାନା

ପ୍ରଶ୍ନ- ଜନ୍ତ୍ରର ମନ୍ତ୍ରର କେଉଁ ରାଜ୍ୟରେ ଅଛି ?

ଉତ୍ତର- ଦିଲ୍ଲୀ

ପ୍ରଶ୍ନ- ଭାରତର କୋହିନୁର କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର- ଆନ୍ଧ୍ରପ୍ରଦେଶ

ପ୍ରଶ୍ନ- ବିଶ୍ଵର ସବୁଠୁ ବଡ ଡେଲ୍ଟା କିଏ ?

ଉତ୍ତର- ସୁନ୍ଦରବନର ଡେଲ୍ଟା

ପ୍ରଶ୍ନ- ନୋବେଲ ପୁରସ୍କାର କେଉଁ କ୍ଷେତ୍ରକୁ ଦିଆ ଯାଏ ନାହିଁ ?

ଉତ୍ତର- ଗଣିତ

ପ୍ରଶ୍ନ- ପୋଲିଓର ଟୀକା କିଏ ଖୋଜିଥିଲା ?

ଉତ୍ତର- ଜନ ସାଳ୍କ

ପ୍ରଶ୍ନ- ବିଶ୍ଵର ସବୁଠୁ ବଡ ମସିଜିଦ କେଉଁଠାରେ ଅବସ୍ଥିତ ?

ଉତ୍ତର- ଇରାକ

ପ୍ରଶ୍ନ- ପୃଥିବୀର ନିକଟର ଗ୍ରହ କିଏ ?

ଉତ୍ତର- ଶୁକ୍ର ଗ୍ରହ

ପ୍ରଶ୍ନ- ନୂଆ ରାଜ୍ୟ ଗଠନର ଶକ୍ତି କେଉଁଠାରେ ଅଛି ?

ଉତ୍ତର- ସଂସଦ

ପ୍ରଶ୍ନ- ସବୁଠୁ ପ୍ରାଚୀନ ବେଦ କିଏ ଅଟେ ?

ଉତ୍ତର- ରୁଗବେଦ

ପ୍ରଶ୍ନ- ଦୁନିଆର ସବୁଠୁ ବଡ ଦେଶର ନା କଣ ?

ଉତ୍ତର- ରୁସ

ପ୍ରଶ୍ନ- ନୋଟର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ

ପ୍ରଶ୍ନ- କେଉଁ ଫଳ ଭିତରେ ମଞ୍ଜି ନ ଥାଏ ?

ଉତ୍ତର- Mulberry

ପ୍ରଶ୍ନ- ସବୁଠୁ ଅଧିକ ଗରମ କେଉଁ ଦେଶରେ ପଡିଥାଏ ?

ଉତ୍ତର- ଲିବିୟା

ପ୍ରଶ୍ନ- ମହାତ୍ମା ବୁଦ୍ଧ ନିଜର ପ୍ରଥମ ଉପଦେଶ କେଉଁ ସ୍ଥାନରେ ଦେଇଥିଲେ ?

ଉତ୍ତର- ସାରନାଥ

ପ୍ରଶ୍ନ- ଭାରତର ସୁଇଜରଲ୍ୟାଣ୍ଡ କେଉଁ ଦେଶକୁ କୁହାଯାଏ ?

ଉତ୍ତର- କାଶ୍ମୀର

ପ୍ରଶ୍ନ- ଦୁନିଆର ସବୁଠୁ ଜଲ୍ଦି ଦୌଡୁ ଥିବା ପଶୁର ନାମ କଣ ଅଟେ ?

ଉତ୍ତର- ଚିତା

ପ୍ରଶ୍ନ- ଶେରଶାହର ମକବରା କେଉଁ ସ୍ଥାନରେ ଅଛି ?

ଉତ୍ତର- ସାସାରାମ

ପ୍ରଶ୍ନ- କେଉଁ ଦେଶରେ ଗୋଟିଏ ହେଲେ ବି ମଶା ନାହାନ୍ତି ?

ଉତ୍ତର- ଆଇସଲ୍ୟାଣ୍ଡ

ପ୍ରଶ୍ନ- ଏମିତି କେଉଁ କାମ ଅଛି ଯାହାକୁ ମଣିଷ ମରିବା ପରେ ବି କରି ପାରିବ ?

ଉତ୍ତର- ଅଙ୍ଗଦାନ

ପ୍ରଶ୍ନ- କେଉଁ ଦେଶରେ କୁକୁରମାନଙ୍କ ପୂଜା କରାଯାଏ ?

ଉତ୍ତର- ନେପାଲ

ପ୍ରଶ୍ନ- ଦୁନିଆର ସବୁଠୁ ଅଧିକ ମହଙ୍ଗା ଫଳ କେଉଁଠି ମିଳିଥାଏ ?

ଉତ୍ତର- ଜାପାନ

ପ୍ରଶ୍ନ- ବାଦାମି କ୍ରାନ୍ତି କାହା ସହ ସମ୍ବନ୍ଧିତ ଅଟେ ?

ଉତ୍ତର- ମସାଲା ଉତ୍ପାଦନ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।