2 ସପ୍ତାହରେ ଭଲ ହେବ ଡାଇବେଟିସ, ଏହି ଗୁଣ୍ଡରୁ କେବଳ 1 ଚାମୁଚ ଖାଇ ଦେଖନ୍ତୁ, ଡାଇବେଟିସ ମୂଳରୁ ଭଲ କରିବାର ରାମବାଣ ଉପାୟ

ଯଦି ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣରେ ରହୁନାହିଁ ଏବଂ ଡାଇବେଟିସକୁ ନେଇ ଆପଣ ଚିନ୍ତିତ ରହୁଛନ୍ତି ତେବେ ଏହି ପାଉଡର ଆପଣଙ୍କ ପାଇଁ ଚମତ୍କାର ଔଷଧ ଅଟେ । ଏହି ପାଉଡରକୁ ନିୟମିତ ଭାବେ ସେବନ କଲେ ଆପଣଙ୍କ ଡାଇବେଟିସ ସବୁବେଳ ପାଇଁ ନିୟନ୍ତ୍ରନରେ ରହିବ । ତେବେ ଚାଲନ୍ତୁ ଜାଣିବା ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ଏହି ପାଉଡର ବନାଇବାରେ କଣ ସାମଗ୍ରୀର ଆବଶ୍ୟକ ରହିଛି ଏବଂ କିପରି ଏହି ଚମତ୍କାରୀ ପାଉଡରର ପ୍ରସ୍ତୁତ କରିବେ । ଏହାସହ ଏହି ପାଉଡରକୁ କିପରି ସେବନ କରିବେ ଆସନ୍ତୁ ଜାଣିବା ।

ଏହି ଗୁଣ୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ୫୦ ଗ୍ରାମ ଭଜା ଚଣା । ଏହାକୁ ଆପଣ ଚୋପା ସହ ନେବାକୁ ହେବ । ଏଥିରୁ ମିନେରାଲ୍ସ ଏବଂ ଫାଇବାର ପ୍ରଚୁର ମାତ୍ରାରେ ମିଳିଥାଏ, ଯାହା ଆମ ଡାଇବେଟିସକୁ କଣ୍ଟ୍ରୋଲ କରିଥାଏ । ଏହାଛଡା ଏହା ଆମ ଶରୀରରେ କୌଣସି ପ୍ରକାର ରୋଗ ହେବାକୁ ଦେଇ ନଥାଏ ।

ଦ୍ଵିତୀୟ ସାମଗ୍ରୀଟି ହେଉଛି ମେଥିଦାନା, ଯାହା ଆମ ବ୍ଲଡ଼ ସୁଗାର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ଅନେକ ପ୍ରକାର ରୋଗକୁ ଭଲ କରିଥାଏ । ଏହି ଗୁଣ୍ଡ ପ୍ରସ୍ତୁତ ପାଇଁ ଆପଣଙ୍କୁ ୧୦୦ ଗ୍ରାମ ମେଥିଦାନା ଆବଶ୍ୟକ । ଏହାପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ହେବ ତାହା ହେଉଛି ୫୦ ଗ୍ରାମ ଜୁଆଣୀ ।

ଜୁଆଣୀର ମଧ୍ୟ ନିୟମିତ ସେବନ କରିବା ଦ୍ଵାରା ଆମ ଶରୀରକୁ ଅଗଣିତ ଫାଇଦା ମିଳିଥାଏ । ଚତୁର୍ଥରେ ଆବଶ୍ୟକ ହେବ ଦୁଇଟି ବଡ ଖଣ୍ଡ ଡାଲଚିନି । ଏହି ସମସ୍ତ ସାମଗ୍ରୀକୁ ଆପଣ ସଠିକ ମାତ୍ରାରେ ନେଲେ ଯାଇ ଅସଲ ଫାଇଦା ପାଇବେ । ଡାଇବେଟିସ ଥିବା ଲୋକ ସକାଳେ ପିଉଥିବା ଚାହାରେ ଖଣ୍ଡେ ଡାଲଚିନି ପକାଇ ପିଇଲେ ମଧ୍ୟ ଅନେକ ଫାଇଦା ମିଳିଥାଏ ।

ଗୁଣ୍ଡ ପ୍ରସ୍ତୁତ କରିବା ପାଇଁ ଆପଣ ଗ୍ଯାସରେ ଏକ କଡେଇ ବସାନ୍ତୁ ଓ ପ୍ରଥମେ ସେଥିରେ ମେଥିଦାନା ପକାଇ ହାଲୁକା ଭାଜନ୍ତୁ । ସମସ୍ତ ସାମଗ୍ରୀକୁ ଏକାସାଥିରେ ନଭାଜି ଅଲଗା ଅଲଗା ଭାଜନ୍ତୁ । ସମସ୍ତ ସାମଗ୍ରୀ ହାଲୁକା ଗରମ ହୋଇଯିବା ପରେ ଏସବୁକୁ ମିଶାଇ ଏକ ଫାଇନ୍ ପାଉଡର ପ୍ରସ୍ତୁତ କରନ୍ତୁ ।

ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ଚମତ୍କାରୀ ପାଉଡର ଏବେ ପ୍ରସ୍ତୁତ ହୋଇଯିବ । ଏହାକୁ ଆପଣ ଏକ ଡବାରେ ଷ୍ଟୋର କରି ରଖିପାରିବେ । ପ୍ରତିଦିନ ସକାଳେ ଆପଣଙ୍କୁ ଏକ ଗ୍ଳାସ ପାଣି ସହ ପ୍ରସ୍ତୁତ ଗୁଣ୍ଡରୁ ଏକ ଚାମୁଚ ନେଇ ସେବନ କରନ୍ତୁ ।

ଏହାକୁ ଆପଣ ନିୟମିତ ସେବନ କରନ୍ତୁ ଦେଖିବେ ଆପଣଙ୍କ ସୁଗାର ଲେବୁଲ ଏକଦମ କଣ୍ଟ୍ରୋଲରେ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।