ଭାରତରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ, ମନୁଷ୍ୟର ଆଖି କେତେ ମେଗାପିକ୍ସେଲର ହୋଇଥାଏ, ଏହା ସହିତ 29ଟି GK ପ୍ରଶ୍ନ ଓ ଉତ୍ତର

ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଂଟର୍ବିୟୁ ପାସ କରିବା ଆହୁରି କଠିନ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହା ର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

ପ୍ରଶ୍ନ – ଭାରତରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଅଛିନ୍ତି ?

ଉତ୍ତର – ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ

ପ୍ରଶ୍ନ – ଶରୀର କେଉଁ ଅଂଶ ଅଛି ଆଘାତ ଲାଗିଲା ପରେ ଜଲ୍ଦି ଠିକ ହୋଇଯାଏ ?

ଉତ୍ତର – ଜିଭ

ପ୍ରଶ୍ନ – ପର୍ସକୁ ଓଡିଆରେ କଣ କୁହନ୍ତି ?

ଉତ୍ତର – ବଟୁଆ

ପ୍ରଶ୍ନ – ଦୁନିଆରେ ସବୁଠୁ ଅଧିକ ଅଣ୍ଡା କେଉଁ ଦେଶ ଖାଇଥାଏ ?

ଉତ୍ତର – ଆମେରିକା

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଲଗାଇଲା ପରେ ବହୁଥିବା ରକ୍ତ ପୁଣି ଅଟକି ଯାଏ ?

ଉତ୍ତର – ଫେରିକ କ୍ଳୋରାଇଡ

ପ୍ରଶ୍ନ – ଭାରତର ସବୁଠୁ ଲମ୍ବା ସୁଡଙ୍ଗ କେଉଁ ଠାରେ ଅଛି ?

ଉତ୍ତର – ପିର ପଞ୍ଜାଲ (ଜମ୍ମୁ କାଶ୍ମୀର)

ପ୍ରଶ୍ନ – ମନୁଷ୍ୟ କାହାକୁ ସର୍ବ ପ୍ରଥମେ ପୋଶା କରି ଥିଲା ?

ଉତ୍ତର – କୁକୁରକୁ

ପ୍ରଶ୍ନ – ମନୁଷ୍ୟର ବୈଜ୍ଞାନିକ ନାମ କଣ ଅଟେ ?

ଉତ୍ତର – ହୋମୋ ସେପିୟନ୍ସ

ପ୍ରଶ୍ନ – ଭାରତୀୟ କ୍ୟାଲେଣ୍ଡରର ଶେଷ ମାସ କଣ ଅଟେ ?

ଉତ୍ତର – ଚୈତ୍ରମାସ

ପ୍ରଶ୍ନ – ଭାରତ ପାକ ସୀମା କେଉଁ ନାମରେ ନାମିତ ଅଟେ ?

ଉତ୍ତର – ରେଡକ୍ଲିଫ ରେଖା

ପ୍ରଶ୍ନ – ଆମେରିକାର ରାଷ୍ଟ୍ରୀୟ ଖେଳ କଣ ଅଟେ ?

ଉତ୍ତର – ବେସବଲ

ପ୍ରଶ୍ନ – କେଉଁ ଫଳ ଭିତର ଖାଲି ଥାଏ ?

ଉତ୍ତର – ଅମୃତଭଣ୍ଡା

ପ୍ରଶ୍ନ – ଆଖୁର ଜୁସ କେଉଁ ଦେଶର ରାଷ୍ଟ୍ରୀୟ ଜୁସ ଅଟେ ?

ଉତ୍ତର – ପାକିସ୍ତାନ

ପ୍ରଶ୍ନ – ଦୁନିଆର କେଉଁ ଜୀବର ତିନୋଟି ଆଖି ଥାଏ ?

ଉତ୍ତର – ଟୁଟରା

ପ୍ରଶ୍ନ – ମାନା ଦର୍ରା ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର – ଉତ୍ତରାଖଣ୍ଡ

ପ୍ରଶ୍ନ – ପୃଥିବୀର ଅନ୍ତିମ ସ୍ଵର୍ଗ କେଉଁ ଦେଶକୁ କୁହନ୍ତି ?

ଉତ୍ତର – ଇଣ୍ଡୋନେଶିୟା

ପ୍ରଶ୍ନ – କଳା ସୁନା କାହାକୁ କୁହନ୍ତି ?

ଉତ୍ତର – ଅଫିମ

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ସଂଗ୍ରହାଳୟ କେଉଁଠି ଅଛି ?

ଉତ୍ତର – ଲଣ୍ଡନ

ପ୍ରଶ୍ନ – ସେରୀକଲ୍ଚର କାହା ସହ ସମ୍ବନ୍ଧିତ ଅଟେ ?

ଉତ୍ତର – ରେଶମକୀଟ ପାଳନ

ପ୍ରଶ୍ନ – ଗ୍ରାନାଇଟ ସିଟି କାହାକୁ କୁହାଯାଏ ?

ଉତ୍ତର – ଏବରଡୀନ

ପ୍ରଶ୍ନ – କେଉଁ ପ୍ରାଣୀ କାନ ମାଧ୍ୟମରେ ଦେଖି ଥାଏ ?

ଉତ୍ତର – ବାଦୁଡି

ପ୍ରଶ୍ନ – ମନୁଷ୍ୟର ଆଖି କେତେ ମେଗାପିକ୍ସେଲର ହୋଇଥାଏ ?

ଉତ୍ତର – ୫୭୬ ମେଗାପିକ୍ସେଲ

ପ୍ରଶ୍ନ – ସବୁଠୁ ଅଧିକ ଭାବୁକ କେଉଁ ପଶୁ ହୋଇଥାଏ ?

ଉତ୍ତର – ହାତୀ

ପ୍ରଶ୍ନ – ଟେବୁଲ ଟେନିସ କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର – ଚୀନ ଦେଶର

ପ୍ରଶ୍ନ – କାଞ୍ଚନଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠି ଅଛି ?

ଉତ୍ତର – ସିକିମ

ପ୍ରଶ୍ନ – ବିଶ୍ଵର ସବୁଠୁ ବଡ ଡେଲ୍ଟା କଣ ଅଟେ ?

ଉତ୍ତର – ସୁନ୍ଦରବନର ଡେଲ୍ଟା

ପ୍ରଶ୍ନ – ଭାରତର ସବୁଠୁ ସୁନ୍ଦର ସହର କିଏ ?

ଉତ୍ତର – ମୈସୂର

ପ୍ରଶ୍ନ – ମୁଗଲ ସାମ୍ରାଜ୍ୟର ଶେଷ ସମ୍ରାଟ କିଏ ଥିଲେ ?

ଉତ୍ତର – ବହାଦୂରଶାହ ଜଫର

ପ୍ରଶ୍ନ – ଇୱନିଙ୍ଗ ଷ୍ଟାର କାହାକୁ କୁହାଯାଏ ?

ଉତ୍ତର – ଶୁକ୍ର ଗ୍ରହ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।