ଏମିତି କଣ ଜିନିଷ ଥରେ ପିନ୍ଧିଲେ ତାକୁ ବାହାର କରିପାରିବେ ନାହିଁ ? ଏହା ସହିତ ଆହୁରି 29 ଟି GK Question ଓ Answer

ଆପଣ ସମସ୍ତେ UPSC ପରୀକ୍ଷା ବିଷୟରେ ଜାଣିଛନ୍ତି । ଏହି ପରୀକ୍ଷାରେ ପାସ ହେବା ପରେ ଓ ଶେଷରେ ଇଣ୍ଟରଭିୟୁରେ ପାସ ହେବା ପରେ ଆପଣ ଜଣେ IAS ଓ IPS ଅଫିସର ହୋଇ ପାରିବେ । କହିବାକୁ ଗଲେ UPSC ପରୀକ୍ଷାକୁ ପାସ କରିବା ପରେ ଇଣ୍ଟରଭିୟୁରେ ପାସ କରିବା ବହୁତ କଷ୍ଟକର ହୋଇଥାଏ । ଇଣ୍ଟରଭିୟୁର ମୂଳ ଉଦ୍ଦେଶ୍ୟ ଏହା ହୋଇଥାଏ କି ସାମ୍ନାରେ ବସିଥିବା ବ୍ୟକ୍ତି ଆପଣଙ୍କ ବ୍ୟାକ୍ତିତ୍ବ ଓ ବୁଦ୍ଧିର ପରୀକ୍ଷଣ କରିଥାନ୍ତି ।

ବିଭିନ୍ନ ବିଷୟ ଉପରେ ଆପଣଙ୍କ ମୂଲ୍ୟାଙ୍କନ କରାଯାଏ । କହିବାକୁ ଗଲେ ଏହି ଇଣ୍ଟରଭିୟୁରେ ଏହିଭଳି କିଛି ପ୍ରଶ୍ନ କରାଯାଏ ଯାହାର ଉତ୍ତର ବହୁତ ସହଜ ହୋଇଥାଏ । କିନ୍ତୁ ତାହା ଆପଣଙ୍କୁ ସବୁଠୁ କଷ୍ଟ ପ୍ରଶ୍ନ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହର ଜବାବ ନେଇ ଆସିଛୁ । ଏହି ସବୁ ବିଚକ୍ଷଣ ପ୍ରଶ୍ନ ଇଣ୍ଟରଭିୟୁରେ କରାଯାଏ ।

୧- ଫୁଟବଲରେ କେଉଁ ଗ୍ୟାସ ଭରିକି ରହିଥାଏ ?

ଉତ୍ତର- ହିଲିୟମ

୨- ଭାରତରେ ଅଧିକ ବଣ ରାଜ୍ୟ କେଉଁଠି ଅଛି ?

ଉତ୍ତର- ମଧ୍ୟପ୍ରଦେଶ

୩- ମନ୍ଦିରର ସହର କାହାକୁ କହନ୍ତି ?

ଉତ୍ତର- ବନାରସ

୪- ଭାରତର ବଗିଚା କେଉଁ ସହରକୁ କୁହନ୍ତି ?

ଉତ୍ତର- ବେଙ୍ଗୁଲୁରୁ

୫- କେଉଁ ଦେଶରେ ଗୋଟେ ହେଲେ ବି ବ୍ୟାଙ୍କ ନାହିଁ ?

ଉତ୍ତର- ଶିଲ୍ୟାଣ୍ଡ

୬- କେଉଁଟା ଦୁନିଆୟାରେ ସବୁଠୁ ପୁରୁଣା ଖେଳ ଅଟେ ?

ଉତ୍ତର- ପୋଲୋ

୭- କେଉଁ ଗ୍ରହକୁ ଲାଲ ଗ୍ରହ କହିଥାନ୍ତି ?

ଉତ୍ତର- ମଙ୍ଗଳ ଗ୍ରହ

୮- ବିଶ୍ଵର ସବୁଠୁ ପ୍ରଥମ ଧର୍ମ କଣ ଅଟେ ?

ଉତ୍ତର- ସନାତନ ଧର୍ମ

୯- ଦୁନିୟର କେଉଁଠାରେ ସଫାପାଣି ମିଳେ ?

ଉତ୍ତର- କାନାଡା

୧୦- ଭାରତର ସବୁଠୁ ବଡ ଗୀର୍ଜାଘର କେଉଁଠାରେ ଅଛି ?

ଉତ୍ତର- ଗୋଆ

୧୧- ବିଶ୍ବରେ କେଉଁ ଦେଶରେ ଅଧିକ ମାଛ ଧରନ୍ତି ?

ଉତ୍ତର- ଚୀନ

୧୨- ମାଉଣ୍ଟ ଏଭେରେଷ୍ଟ କେଉଁଠାରେ ଅଛି ?

ଉତ୍ତର- ନେପାଳ

୧୩- ସିନ୍ଧୁ ସଭ୍ୟତା ଖୋଜିବା କେଉଁ ମସିହାରେ ହୋଇଥିଲା ?

ଉତ୍ତର- ୧୯୨୧

୧୪- ରାଜ୍ୟ ଶାସନର ମୁଖିଆ କିଏ ଅଟନ୍ତି ?

ଉତ୍ତର- ରାଜ୍ୟପାଳ

୧୫- ରେଡକ୍ରସର ମୁଖ୍ୟାଳୟ କେଉଁଠି ଅଛି ?

ଉତ୍ତର- ଜେନେବା

୧୬- ବକସର ଯୁଦ୍ଧ କେବେ ହୋଇଥିଲା ?

ଉତ୍ତର- ୧୭୬୪

୧୭- ଭାରତରେ ପ୍ରଥମ ବାୟସରାୟ କିଏ ଥିଲେ ?

ଉତ୍ତର- ଲୋର୍ଡ କଇନିଗ

୧୮- ଧଳା ସୁନା କାହାକୁ କୁହନ୍ତି ?

ଉତ୍ତର- ପ୍ଲେଟିନମ

୧୯- ଭାରତରେ କେଉଁ ନଦୀରେ ସୁନା ବହୁଥାଏ ?

ଉତ୍ତର- ସୁବର୍ଣ ନଦୀ

୨୦- ବାସ୍କେଟ ବଲରେ କେତେଟା ଖେଳାଳି ଥାଆନ୍ତି ?

ଉତ୍ତର- ୫

୨୧- ଦିଲ୍ଲୀ ଚଲୋ କି ନାରା କିଏ ଦେଇଥିଲେ ?

ଉତ୍ତର- ସୁବାସ ଚନ୍ଦ୍ର ବୋଷ

୨୨- ଭାରତର ପ୍ରଥମ ଟିଭି ଧାରାବାହିକ କଣ ଅଟେ ?

ଉତ୍ତର- ହମ ଲୋଗ

୨୩- ଗୁଗୁଲ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଆମେରିକା

୨୪- ଲିଙ୍ଗରାଜ ମନ୍ଦିର କେଉଁଠାରେ ଅଛି ?

ଉତ୍ତର- ଭୁବନେଶ୍ବରରେ

୨୫- କେଉଁ ଜୀବର ଦାନ୍ତ ସବୁବେଳେ ବଢିଥାଏ ?

ଉତ୍ତର- ଠେକୁଆ

୨୬- ସୁରୁମା ନଗରି କାହାକୁ କୁହନ୍ତି ?

ଉତ୍ତର- ବରେଲୀ

୨୭- ମେଗାସ୍ଥିନିଜର ପୁସ୍ତକର ନାମ କଣ ଅଟେ ?

ଉତ୍ତର- ଇଣ୍ଡିକା

୨୮- ଦୁନିଆୟାରେ ସବୁଠୁ ଲମ୍ବା ନଦୀ କଣ ଅଟେ ?

ଉତ୍ତର- ନୀଳ ନଦୀ

୨୯- ଏମିତି କଣ ଜିନିଷ ଥରେ ପିନ୍ଧିଲେ ତାକୁ ବାହାର କରିପାରିବେ ନାହିଁ ?

ଉତ୍ତର- କଫନ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।