କମିଲା ପୁଣି ଥରେ ସୁନା ଦର, ସେପ୍ଟେମ୍ବର ୪ରୁ ଏତିକି ଟଙ୍କାରେ କିଣି ପାରିବେ ସୁନା

ବର୍ତ୍ତମାନ ର ସବୁଠାରୁ ବଡ଼ ଖବର ମିଳିଛି ଯାହା ହେଉଛି ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା ସମ୍ବନ୍ଧୀୟ ଏକ ବହୁତ ବଡ଼ ଖବର ନେଇଆସିଛନ୍ତି । ଗତ କିଛି ବର୍ଷ ହେବ ନରେନ୍ଦ୍ର ମୋଦି ସୁନାର ଚାହିଦା କୁ ହ୍ରାସ କରିବା ପାଇଁ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଯାହାର ନାମ ହେଉଛି ଗୋଲ୍ଡ ବୋଲ୍ଡ ସ୍କ୍ରିନ୍ । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ପୁଣି ଥରେ ସୁନାକୁ ବିକ୍ରି କରୁଛନ୍ତି । ସରକାର ବଣ୍ଡ ଆକାରରେ ସୁନାକୁ ବିକ୍ରି କରୁଛନ୍ତି ।

ବର୍ତମାନ ସୁନାର ମୂଲ୍ୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିବ । ରିଜର୍ଭ ବ୍ୟାଙ୍କ ଶସ୍ତାରେ ଏହି ସୁନା ପ୍ରଦାନ କରିଥାଏ । ଯାହା ବଜାରରେ ଥିବା ସୁନା ଠାରୁ ଶସ୍ତା ଏବଂ ନିରାପଦ ଅଟେ । ତେବେ କେନ୍ଦ୍ର ସରକାର ବହୁତ ବଡ଼ ଘୋଷଣା କରିଛନ୍ତି ଯାହାକି ରିଜର୍ଭ ବ୍ୟାଙ୍କ ଏଥର ସୁନା ଗ୍ରାମ ପିଛା ୫୧୧୭ ଟଙ୍କା ରଖିବେ ।

ସୁନା ବଣ୍ଡ ପାଇଁ ଡିଜିଟାଲ ପେମେଣ୍ଟ କରିବାଦ୍ୱାରା ପ୍ରତି ଗ୍ରାମ ରେ ୫୦ ଟଙ୍କା ରିହାତି ରହିବ । ଏହିପରି ନିବେଶ ପାଇଁ ବଣ୍ଡ ମୂଲ୍ୟ ଗ୍ରାମ ପିଛା ୫୦୬୭ ଟଙ୍କା ହେବ । ଏହି ଯୋଜନା ସେପ୍ଟେମ୍ବର ୪ ତାରିଖରୁ କାର୍ଯ୍ୟକାରୀ ହେବ । ସୁନା କିଣିବା ପାଇଁ ବ୍ୟାଙ୍କ ରୁ ପିଏସଆଇ, ଏନଏସଆଇ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡ଼ିବ ।

ଏଠାରୁ ଡିଜିଟାଲ ପ୍ରୟୋଗ କରାଯାଇ ପାରିବ ଯାହାକି ଏକ ପ୍ରକାର ସୁରକ୍ଷିତ ବିନିଯୋଗ କାରଣ ଶୁଦ୍ଧତା ପାଇଁ ଚିନ୍ତା ନାହିଁ କିମ୍ବା ସୁରକ୍ଷା ସମସ୍ୟା ନାହିଁ । କରୋନା ଅବଗତିରେ ୬ ମାସ ପାଇଁ ବଣ୍ଡ ଜାରି କରାଯାଇଛି । ଏହା ଥିଲା ଆପଣମାନଙ୍କ ପାଇଁ ଏକ ଛୋଟ ସୂଚନା ଯାହା ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସୁନାର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି କିନ୍ତୁ ବର୍ତମାନ ଆମ ପ୍ରଧାନ ମନ୍ତ୍ରୀ ଙ୍କ ଯୋଜନା ଦ୍ବାରା ଆମ ପାଇଁ ସୁନା ର ଦର କିଛି ମାତ୍ରାରେ କମ ହେବାକୁ ଯାଉଛି ଯାହା ସେପ୍ଟେମ୍ବର ୪ ରୁ ଆରମ୍ଭ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।