କେଉଁ ଜୀବର ଆଖି ଖରାପ ହୋଇଗଲା ପରେ ତାର ଆଉ ଗୋଟିଏ ଆଖି ଚାଲି ଆସିଥାଏ ? ଏହା ସହିତ ଆହୁରି 24ଟି GK Question ଓ Answer

ଦିନକୁ ଦିନ ଜନସଂଖ୍ୟା ବଢିବା ସହିତ ସରକାରୀ ଚାକିରି ପାଇଁ ହେଉଥିବା ନିଯୁକ୍ତି ବହୁତ କଠିନ ହେଇଯାଉଛି । ସାଧାରଣତଃ IAS ପରୀକ୍ଷା ହେଉଛି ଭାରତର ସୁବଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ । ଏହାର prelims ଓ Mains ପରୀକ୍ଷାରେ ପାସ କରିବା ପରେ ଆପଣଙ୍କୁ ଇଣ୍ଟର୍ଭ୍ୟୁ ପାଇଁ ଡକା ଯାଇଥାଏ । ଏହାପରେ ୧ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଇଣ୍ଟର୍ଭ୍ୟୁ ଚାଲିଥାଏ । ଏଥିରେ ଜେନେରାଲ ନଲେଜ, କରେଣ୍ଟ ଅଫେୟାର, iq ଲେବଲ ଏବଂ ପର୍ସନାଲିଟି ସମ୍ବନ୍ଧିତ ବହୁତ ପ୍ରଶ୍ନ ପଚରା ହୋଇଥାଏ ।

ଆଇଏଏସ ଇଣ୍ଟର୍ଭ୍ୟୁର କିଛି ପ୍ରଶ୍ନ ଆଜି ଆମେ ଆପଣମାନଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

ପ୍ରଶ୍ନ – ଭାରତରେ ସବୁଠୁ ବଡ ସରକାରୀ ଚାକିରିର ନାମ କଣ ?

ଉତ୍ତର- ଆଇଏଏସ ଚାକିରି

ପ୍ରଶ୍ନ – ଦୁନିଆର ସବୁଠୁ ଉଚ୍ଚ ବିଲଡିଙ୍ଗର ନାମ କଣ ?

ଉତ୍ତର – ବୁର୍ଜ ଖଲିଫା

ପ୍ରଶ୍ନ – ଭାରତରେ ଇଣ୍ଟର୍ନେଟର ସୁବିଧା କେବେ ଆରମ୍ଭ ହୋଇଥିଲା ?

ଉତ୍ତର – ୧୯୯୫

ପ୍ରଶ୍ନ – ସିକ୍କିମକୁ ପୂର୍ଣ ରାଜ୍ୟର ପରିଚୟ କେବେ ମିଳିଥିଲା ?

ଉତ୍ତର – ୧୯୭୫

ପ୍ରଶ୍ନ – କଙ୍ଗାରୁ ସବୁଠୁ ଅଧିକା କେଉଁ ଦେଶରେ ଦେଖା ଯାଇଥାଏ ?

ଉତ୍ତର – ଅଷ୍ଟ୍ରେଲିୟା

ପ୍ରଶ୍ନ – ଦୁନିଆର ସବୁଠୁ ଅଧିକ ଦରମା କାହାକୁ ମିଳିଥାଏ ?

ଉତ୍ତର – ଆମେରିକାରେ ରାଷ୍ଟ୍ରପତି

ପ୍ରଶ୍ନ- ପ୍ରଧନାମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ୯ ମେ ୨୦୧୫ରେ

ପ୍ରଶ୍ନ- ରାଜସ୍ଥାନର ମୋଟ କ୍ଷେତ୍ରଫଳର କେତେ ପ୍ରତିଶତ ଅଂଶ ଥର୍ ମରୁସ୍ଥଳରେ ଅବସ୍ଥିତ ?

ଉତ୍ତର- ୬୦ ଶତକଡା

ପ୍ରଶ୍ନ- ‘ଜେନେରଲ’ କେଉଁ ସୈନିକର ଏକ ବଡ ଅଧିକାରୀ ହୋଇଥାଏ ?

ଉତ୍ତର- ସ୍ଥଳ ସୈନିକ

ପ୍ରଶ୍ନ- କେଉଁ ଜୀବର ଆଖି ଖରାପ ହେବା ପରେ ବି ତାହର ଆଉ ଗୋଟିଏ ଆଖି ଚାଲି ଆସିଥାଏ ?

ଉତ୍ତର – ଗେଣ୍ଡା

ପ୍ରଶ୍ନ- ଛତ୍ତୀସଗଢର କେଉଁ ଜିଲ୍ଲାରେ ହିରାର ଭଣ୍ଡାର ଅଛି ?

ଉତ୍ତର- ରାୟପୁର

ପ୍ରଶ୍ନ- କେନ୍ଦ୍ରୀୟ ମେଣ୍ଢା ଏବଂ ତାହାର ଅନୁସନ୍ଧାନ କେନ୍ଦ୍ର କେଉଁଠାରେ ଅବସ୍ଥିତ ?

ଉତ୍ତର- ଡେରାଡୁନରେ

ପ୍ରଶ୍ନ- ଭିଟାମିନ A ସବୁଠୁ ଅଧିକ କେଉଁ ଖାଦ୍ୟରେ ମିଳିଥାଏ ?

ଉତ୍ତର- ଗାଜରରେ

ପ୍ରଶ୍ନ- କର୍ମଚାରୀ ଚୟନ ଆୟୋଗର ମୁଖ୍ୟାଲୟ କେଉଁଠାରେ ଅବସ୍ଥିତ ?

ଉତ୍ତର – ନୂଆ ଦିଲ୍ଲୀ

ପ୍ରଶ୍ନ – କେଉଁ ରଙ୍ଗ ଇନ୍ଦ୍ରଧନୁରେ ମଝିରେ ଥାଏ ?

ଉତ୍ତର- ସବୁଜ

ପ୍ରଶ୍ନ- କେଉଁ ସମୟରେ ଫାସୀ ଦଣ୍ଡ ଦିଆ ଯାଏ ?

ଉତ୍ତର- ସକାଳ ୪ : ୩୦ ମିନିଟ

ପ୍ରଶ୍ନ- କେଉଁ ଦେଶର ଡାକ ଟିକେଟରେ ସେହି ଦେଶର ନାମ ଲେଖା ହୋଇ ନ ଥାଏ ?

ଉତ୍ତର- ଗ୍ରେଟ ବ୍ରିଟେନ

ପ୍ରଶ୍ନ- ଭାରତର ସବୁଠୁ ଅଧିକ ସ୍ଥଳୀୟ ସୀମା କେଉଁ ଦେଶ ସହ ଅଛି ?

ଉତ୍ତର- ବାଂଲାଦେଶ

ପ୍ରଶ୍ନ- ଆମେରିକାର ରାଷ୍ଟ୍ରୀୟ ଖେଳ କେଉଁ ଖେଳ ଅଟେ ?

ଉତ୍ତର- ବେସବଲ

ପ୍ରଶ୍ନ- ଭାରତରେ ପ୍ରଥମ କମ ବୟସରେ ଆଇଏଏସ ହୋଇଥିବା ବ୍ୟକ୍ତିର ନାମ କଣ ଅଟେ ?

ଉତ୍ତର- ଅଂସାର ଅହମଦ ଶେଖ (୨୧ ବର୍ଷରେ)

ପ୍ରଶ୍ନ- ମହାଜନ ସମିତିର ସମ୍ବନ୍ଧ କାହା ସହିତ ଅଛି ?

ଉତ୍ତର- ଚିନୀ ଉଦ୍ୟୋଗ ସହ

ପ୍ରଶ୍ନ- ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?

ଉତ୍ତର- ୱୋମେଶଚନ୍ଦ୍ର ବାନାର୍ଜୀ

ପ୍ରଶ୍ନ- ବାହାଘର ମୁଦି ବାମ ହାତର ତୃତୀୟ ଅଙ୍ଗୁଳିରେ କାହିଁକି ପିନ୍ଧାଯାଏ ?

ଉତ୍ତର- ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଏହି ଅଙ୍ଗୁଳିର ସିରା ସିଧା ହୃଦୟ ସହିତ ଯୋଡି ହୋଇଥାଏ ।

ପ୍ରଶ୍ନ- ଗୋଟେ କଦଳୀକୁ ବିନା କାଟି ୩ଜଣଙ୍କ ଭିତରେ ସମାନ ଭାବେ କେମିତି ବାଣ୍ଟିବେ ?

ଉତ୍ତର- କଦଳୀକୁ ନକାଟି ତାର ସେକ ବନେଇକି ୩ ଜଣ ସମାନ ଭାବେ ପିଇ ପାରିବେ ।

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।