ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ରଙ୍ଗ ବଦଳି ପାରେ? ଏହା ସହିତ ଆହୁରି 23 ଟି GK Question ଓ Answer

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧- କେଉଁ ଦେଶ ରେ ସବୁଠୁ କମ୍ ଫାଶୀ ଦଣ୍ଡାଦେଶ ଦିଆ ଯାଇଥାଏ?

(କ) ପାକିସ୍ତାନ (ଖ) ଭାରତ (ଗ) ଆମେରିକା (ଘ) ଜର୍ମାନୀ

୨- କେଉଁ ଦେଶର ସବୁଠୁ ବେଶୀ ପୋଲିସ ଅଛନ୍ତି?

(କ) ପାକିସ୍ତାନ (ଖ) ଭାରତ (ଗ) ଆମେରିକା (ଘ) ଜର୍ମାନୀ

୩- ଭାରତରେ କେତେ ପ୍ରତିଶତ ଜମିରେ ଚାଷକାର୍ଯ୍ୟ କରା ଯାଇଥାଏ?

(କ) ୫୧% (ଖ) ୫୫% (ଗ) ୭୮% (ଘ) ୯୦%

୪- କେଉଁ ରାଜ୍ୟ ରେ ସବୁ ଠୁ କମ୍ ଗଛ ପତ୍ର ଅଛି?

(କ) ଉତ୍ତରାଖଣ୍ଡ (ଖ) ମହାରାଷ୍ଟ୍ର (ଗ) ରାଜସ୍ଥାନ (ଘ) ହିମାଚଳ ପ୍ରଦେଶ

୫- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ରଙ୍ଗ ବଦଳି ପାରେ?

(କ) କୋଇଲି (ଖ) ହମିଙ୍ଗ ବାର୍ଡ଼ (ଗ) ମୟୁର (ଘ) ପାରା

୬- କେଉଁ ଦେଶରେ ଗୋଟିଏ ବି ଗାଈ ନାହାନ୍ତି?

(କ) ଆମେରିକା (ଖ) ଫ୍ରାନ୍ସ (ଗ) ସିରିଆ (ଘ) ଅଷ୍ଟ୍ରେଲିଆ

୭- କେଉଁ ସହରକୁ ପହଲଵାନ୍ ଙ୍କ ସହର କୁହାଯାଏ?

(କ) ଯୋଧପୁର (ଖ) କୋହ୍ଲାପୁର (ଗ) ପିଙ୍କ ସିଟି (ଘ) ଗୋଲ୍ଡ ସିଟି

୮- କେଉଁ ଦେଶରେ ସବୁଠୁ ବେଶୀ ଗରମ ହୁଏ?

(କ) ଭାରତ (ଖ) ଆମେରିକା (ଗ) ଇସ୍ରାଏଲ (ଘ) ଲିବିଆ

୯- କେଉଁ ଦେଶରେ ସବୁଠୁ ବେଶୀ ଥଣ୍ଡା ହୁଏ?

(କ) ଆଣ୍ଟାର୍କଟିକା (ଖ) ଆମେରିକା (ଗ) ଇସ୍ରାଏଲ (ଘ) ଆଇସଲ୍ୟାଣ୍ଡ

୧୦- କେଉଁ ପଶୁର କ୍ଷୀର ପାନ କଲେ ନିଶା ହୋଇଥାଏ?

(କ) ସିଂହି (ଖ) ମାଈ ହାତୀ (ଗ) ମଇଁଷି (ଘ) ଗାଈ

୧୧- ଇଣ୍ଡୋନେସିଆ ର ମୁଦ୍ରାର ନାମ କଣ?

(କ) ରୁପିସ (ଖ) ଡଲାର (ଗ) ୟୁରୋ (ଘ) ଧୀରମ

୧୨- ସବୁଠୁ ଅଧିକ ହ୍ରଦ କେଉଁ ଦେଶରେ ଅଛି?

(କ) ଭାରତ (ଖ) କାନାଡ଼ା (ଗ) ଆମେରିକା (ଘ) ଜାପାନ

୧୩- ସାରା ଦୁନିଆରେ ସମୁଦାୟ କେତୋଟି ଭାଷା ରହିଛି?

(କ) ୧୦୦୦ (ଖ) ୨୦୦୦ (ଗ) ୩୦୦୦ (ଘ) ୫୦୦୦

୧୪- ହାତୀର ନବଜାତ ଶିଶୁର ଓଜନ କେତେ ହୋଇଥାଏ?

(କ) ୧୦କିଲୋ (ଖ) ୨୦କିଲୋ (ଗ) ୮୦କିଲୋ (ଘ) ୧୦୦କିଲୋ

୧୫- କେଉଁ ପଶୁ ୩ ବର୍ଷ ଯାଏ ଠିଆ ହୋଇ ରହିପାରିବ?

(କ) ସିଂହ (ଖ) ଘୋଡା (ଗ) ବଳଦ (ଘ) ହାତୀ

୧୬- ବିଲେଇ କେତେ ଉଚ୍ଚତା ରୁ ଲମ୍ଫ ମାରିପାରେ?

(କ) ୩୦ଫୁଟ (ଖ) ୧୦ଫୁଟ (ଗ) ୨ଫୁଟ (ଘ) ୬୦ଫୁଟ

୧୭- କଇଁଛ ର ଜୀବନକାଳ କେତେ ବର୍ଷ ଯାଏ ହୋଇଥାଏ?

(କ) ୫୦ ବର୍ଷ (ଖ) ୭୮ ବର୍ଷ (ଗ) ୧୨୩ ବର୍ଷ (ଘ) ୨୬୫ ବର୍ଷ

୧୮- କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ଶିକ୍ଷିତ?

(କ) ଭାରତ (ଖ) କାନାଡ଼ା (ଗ) ଆମେରିକା (ଘ) ଚୀନ

୧୯- ତାଜମହଲ ର ଉଚ୍ଚତା କେତେ?

(କ) ୭୩ମିଟର (ଖ) ୮୦ମିଟର (ଗ) ୧୦୦ମିଟର (ଘ) ୧୨୫ମିଟର

୨୦- ବିଶ୍ୱରେ ଲାଲ ରଙ୍ଗର ହଂସ କେଉଁଠି ଦେଖାଯାନ୍ତି?

(କ) ଇଟାଲୀ (ଖ) କମ୍ବୋଡିଆ (ଗ) ଇଜିପ୍ଟ (ଘ) ଗ୍ରୀକ୍

୨୧- କେଉଁ ଦେଶର ଲୋକ ସବୁଠୁ ବେଶୀ ଆଇସକ୍ରିମ୍ ଖାଇଥାନ୍ତି?

(କ) ଆମେରିକା (ଖ) ଇଣ୍ଡୋନେସିଆ (ଗ) ଜର୍ମାନୀ (ଘ) ସାଉଥ କୋରିଆ

୨୨- ସାପ କେଉଁ ରଙ୍ଗ କୁ ଦେଖି ପାଗଳ ହୋଇ ଯାଇଥାଏ?

(କ) ଲାଲ (ଖ) କଳା (ଗ) ହଳଦିଆ (ଘ) ନୀଳ

ଉତ୍ତର: ୧-(ଖ) ଭାରତ, ୨-(ଗ) ଆମେରିକା, ୩-(କ) ୫୧%, ୪-(ଘ) ହିମାଚଳ ପ୍ରଦେଶ, ୫-(ଖ) ହମିଙ୍ଗ ବାର୍ଡ଼, 6-(ଗ) ସିରିଆ, ୭-(ଖ) କୋଲ୍ହାପୁର, ୮-(ଘ) ଲିବିଆ, ୯-(କ) ଆଣ୍ଟାର୍କଟିକା, ୧୦-(ଖ) ମାଈ ହାତୀ, ୧୧-(କ) ରୁପିସ, ୧୨-(ଖ) କାନାଡ଼ା, ୧୩-(ଘ) ୫୦୦୦, ୧୪-(ଘ) ୧୦୦କିଲୋ, ୧୫-(ଖ) ଘୋଡା, ୧୬-(କ) ୩୦ଫୁଟ, ୧୭-(ଗ) ୧୨୩ ବର୍ଷ, ୧୮-(ଖ) କାନାଡ଼ା, ୧୯-(କ) ୭୩ମିଟର, ୨୦-(ଖ) କମ୍ବୋଡିଆ, ୨୧-(କ) ଆମେରିକା, ୨୨-(ଘ) ନୀଳ।

23- କେଉଁ ଦେଶରେ ଲୋକ କୁକୁରର କ୍ଷୀର ପିଇଥାନ୍ତି ?

ଉତ୍ତର – Mono ଦେଶରେ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।