2023 ରେ ଘଟିବାକୁ ଯାଉଛି ଏହି ସବୁ ଭୟଙ୍କର ଘଟଣା ! ଦେଖନ୍ତୁ ଏନେଇ ମାଳିକାରେ କଣ ପ୍ରମାଣ ରହିଛି ! ଛାତି ଥରେଇ ଦେବ (Malika Bachan)

ବନ୍ଧୁଗଣ ୨୦୨୨ ବର୍ଷ ସାରିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଆଉ ଏହି ବର୍ଷ ପୃଥିବୀରେ ଅନେକ ଧ୍ଵଂସ ଲୀଳା ଘଟି ଚାଲିଛି । ଆଉ ଏହାରି ମଧ୍ୟରେ ୨୦୨୩ରେ ଆଗକୁ କଣ ଘଟିବ, କଣ କିଛି ଲେଖାଅଛି କି ମାଳିକା ରେ ଏହି ସବୁ ପ୍ରଶ୍ନ ର ଉତ୍ତର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ରେ ଦେଖିଛନ୍ତି ଯେ ୨୦୨୩ରେ ସୁନାମୀ ଅନେକ ଦେଶର କ୍ଷତି କରିବା ସହ ଜଳ ପ୍ରବାହ ହେବ ।

ସମୁଦ୍ର ଉପକୂଳ ବର୍ତ୍ତୀ ଅଞ୍ଚଳ ଜଳ ମଗ୍ନ ହେବ । କିଛି ସହର ଦ୍ଵାରା ଜଳ ଦ୍ଵାରା କ୍ଷତିଗ୍ରସ୍ତ ହେବେ । ସମୁଦ୍ର ଢେଉ ମାଡି ଆସିବ । ଭୁବନେଶ୍ଵରରେ ବଡ ଧରଣର ହିଂସା କାଣ୍ଡ ହେବ । ସାରା ବିଶ୍ଵରେ ୨୦୨୩ରେ ଭୂମିକମ୍ପ ହେବ । ପୃଥିବୀ କମ୍ପମାନ ହେବ । ଆଗକୁ ମହାପୁରୁଷ ଲେଖିଛନ୍ତି ମାଳିକାରେ କି ପୃଥିବୀରେ ଚାରିଆଡେ ଦେଶ ଦେଶ ମାନଙ୍କରେ ଯୁଦ୍ଧ ଲାଗି ରହିବ ଆଉ ଏହିପରି ଭାବେ କଳି ଯୁଗର ନାସ ହେବ ।

ଖାଲି ବନ୍ୟା, ବାତ୍ୟା କି ଭୂମିକମ୍ପ ନୁହେଁ ବରଂ ୨୦୨୩ରେ ବର୍ଷା କ୍ମ ହେବ ବହୁତ ଶସ୍ଯ ହାନି ହେବ । ଯାହା ଏବେ କମି ଚାଲିଛି । ୨୦୨୩ରେ ବିଭିନ୍ନ ଦେଶରେ ମରୁଡି ହେବ । ଦୁର୍ଭିକ୍ଷ ପଡିବ । ଖାଦ୍ଯର ଅଭାବ ଦେଖାଯିବା ସାରା ଦେଶରେ । ଯାହା ପରେ ଡକାୟତ ବା ଚୋରୀ ବୃଦ୍ଧି ପାଇବ । ଖାଦ୍ୟ ଚୋରୀ ହେବ ୨୦୨୩ରେ । ଶସ୍ଯ ଉତପନ କମ ହେବା କାରଣରୁ ଖାଦ୍ୟ ସଙ୍କଟ ଦେଖାଯିବ ଆଉ ଚୋରୀ ବଢିବାରେ ଲାଗିବ ।

ଆଗକୁ ମହାପୁରୁଷ କହିଛନ୍ତି ଯେ ଖାଲି ସେତିକି ନୁହେଁ  ଆଗକୁ ଆଇନ ଶୃଙ୍ଖଳା ସବୁ ବିପର୍ଯ୍ୟୟ ହୋଇଯିବ । ସବୁ କିଛି ନଷ୍ଟ ଭ୍ରଷ୍ଟ ହେବ ସାରା ଦେଶରେ । ୨୦୨୩ ବର୍ଷରେ ସ୍କୁଲ, କଲେଜ ରେ ଛାତ୍ର ମାନେ ଆନ୍ଦୋଳନ କରିଲେ । ଶିକ୍ଷକ ମାନେ ମଧ୍ୟ ନିଜର ଦାବି ପୁରା କରିବାକୁ ଆନ୍ଦୋଳନ କରିବେ । ଏହା ସାରା ବିଶ୍ଵ ରେ ଘଟିବ ଏହିସବୁ ଘଟଣା । ରାଜ ରାସ୍ତାକୁ ଓଲହାଇବେ ଛାତ୍ର ଶିକ୍ଷକ ସରକାରଙ୍କ ବିରୁଦ୍ଧରେ ।

ପୋଲିସ ଗ୍ରାମରେ ପଶି ଉତପାତ ମଚାଇବେ ଆଉ ରକ୍ତପାତ ହେବ । ଆଉ ଏଭଳି ଭାବେ ୨୦୨୩ ବର୍ଷ ପୃଥିବୀରୁ ବିଦାୟ ନେବ । ଏହି ବର୍ଷ ୨୫ ପ୍ରତିଶତ ଲୋକ ମୃତ୍ୟୁବରଣ କରିବେ । ହଜାର ହଜାର କେସ ଥାନାରେ ରୁଜୁ ହେବ ୨୦୨୩ ବର୍ଷ ରେ । ଭକ୍ତ ମାନେ ଭକ୍ତ ମାନଙ୍କୁ ରକ୍ଷା କରିବେ ୨୦୨୩ ରେ । ଏହା ସହ ବଡ ବଡ ମୁଣ୍ଡ ଗଡିବ ବଡ ବଡ ଘଟଣା ଘଟିବ ।

ରାଜନୀତି ଧ୍ଵଂସ ହେବ ୨୦୨୪ ରୁ ୨୦୨୭ ମଧ୍ୟରେ । ସମୟ ତ ନିକଟତର ହୋଇ ଗଲାଣି । ତେଣୁ ଏହି ସମୟରେ କେବଳ ପ୍ରଭୁ ଜଗନ୍ନାଥ ହିଁ ସାହା ଭରସା ବିଶ୍ଵ ବାସୀଙ୍କର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।